Daily news update , Real odisha local news

ବିଶ୍ବରେ ପ୍ରଥମଥର ପାଇଁ ୨୩ ଦିନର ନବଜାତ ପେଟରେ ୮ଟି ଶିଶୁ ଭ୍ରୁଣ ଆଶ୍ଚର୍ଯ୍ୟ ଲାଗିଲେ ବି କଥା ଏକଦମ୍ ସତ ‌ଅପରେସନ୍ ସମୟରେ ଆଶ୍ଚର୍ଯ୍ୟ ହେଲେ ଡାକ୍ତର

0 662

ବନ୍ଧୁଗଣ ବର୍ତ୍ତମାନ ର ଟେକ୍ନୋଲୋଜି ର ଦୁନିଆଁ ରେ ସୋସିଆଲ ମିଡ଼ିଆ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି। ତେବେ ଏହି ମିଡ଼ିଆ ସାହାଯ୍ୟ ରେ ଆମେ ସମସ୍ତ ଖବର ବିଷୟରେ ଜାଣିପାରୁ।ତେବେ ଏହି ସୋସିଆଲ ମିଡ଼ିଆ ମାଧ୍ୟମରେ ଆପଣ ଏହିପରି ଅନେକ ଭିଡ଼ିଓ ଦେଖିଥାଉ କିଛି ରେ ଆମେ ଜ୍ଞାନ ଆହରଣ କରିଥାଉ ତ ଆଉ କେତେକ ରେ ମଜା ମସ୍ତି।

ମାତ୍ର କେବେ କେବେ ସୋସିଆଲ ମିଡ଼ିଆ ରେ ଏହିପରି କିଛି ଭିଡିଓ ଆମ ଆଗକୁ ଆସିଯାଇ ଥାଏ ଯାହାକୁ ଦେଖିଲେ ଆମେ ଆଶ୍ଚର୍ଯ୍ୟ ଚକିତ ହୋଇଯାଉ।ତେବେ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଏହିପରି ଏକ ଭିଡ଼ିଓ ଭାଇରାଲ ହେଉଛି ଯାହାକୁ ଦେଖିଲେ ଆପଣ ଙ୍କ ଆଖି ଖୋଲା କୁ ଖୋଲା ରହିଯିବ।


ତେବେ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଏହିପରି ଏକ ଭିଡ଼ିଓ ଭାଇରାଲ ହେଉଛି ଯାହା ସମସ୍ତ ଙ୍କୁ ଆବାକ କରେଇ ଦେଇଛି।ଏହି ଘଟଣା ଟି ବିଷୟରେ ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ଚକିତ ହେବେ। ତେବେ ଘଟଣା ଟି କିଛି ଏହିପରି ରହିଛି କି ଝାଡ଼ଖଣ୍ଡ ର ରାଜଧାନୀ ରଞ୍ଜି ର ଏକ ହସ୍ପିଟାଲରେ ଦେଖା ଯାଇଛି ଯେ ଗୋଟିଏ ୨୩ ଦିନ ର ନବଜାତ ଶିଶୁ ପେଟ ରେ ୮ ଟି ଭ୍ରୁଣ ରହିଛି। ତେବେ ଘଟଣା ଟି ଆପଣ ଙ୍କୁ ଆଶ୍ଚର୍ଯ୍ୟ ପରି ଲାଗୁଥିଲେ ମଧ୍ୟ ଏହା ସତ୍ୟ ଅଟେ।ତେବେ ଡାକ୍ତର ଏହାର ଅସ୍ତ୍ର ପ୍ରଚାର କରି ସବୁ ଭ୍ରୁଣ କୁ ବାହାର କରିଛନ୍ତି।


ସୂଚନା ଅନୁଯାୟୀ, ଗତ ଅକ୍ଟୋବର ୧୧ ତାରିଖ ରେ ଝାଡ଼ଖଣ୍ଡ ର ରାଜଧାନୀ ରାଞ୍ଚି ରେ ଏକ ହସ୍ପିଟାଲରେ ଜଣେ ମହିଳା ଏକ କନ୍ୟା ସଂତାନ କୁ ଜନ୍ମ ଦେଇଥିଲେ।ତେବେ କିନ୍ତୁ ପିଲା ଟିର ଜନ୍ମ ପରେ ବାପା ମା ଅନୁଭବ କରିଥିଲେ କି ପିଲା ଟି ପେଟ ରେ ଟାଣ ହୋଇ କିଛି ରହିଛି ।ଯଦିଓ ପିଲାଟି ସ୍ୱାଭାବିକ ଥିଲା ଏବଂ ସେ ଏହାକୁ ନେଇ କୌଣସି ଅସୁବିଧା ରେ ପଡି ନଥିଲା ତେବେ କିନ୍ତୁ ବାପା ମା ତାଙ୍କୁ ରାଞ୍ଚି ର ରାଣୀ ଚିଲଡ଼ରେନ୍ସ ହସ୍ପିଟାଲ କୁ ଚିକିତ୍ସା ପାଇଁ ନେଇ ଆସିଥିଲେ। ତେବେ ଡାକ୍ତର ପ୍ରାଥମିକ ଚିକିତ୍ସା ରେ ଏହାକୁ ଏକ ଟିୟୁମର ବୋଲି ଭାବି ଟେଷ୍ଟ କରିଥିଲେ।

ମାତ୍ର ଡାକ୍ତରୀ ପରୀକ୍ଷା ପରେ ଯାହା ଜଣାପଡି ଥିଲା ତାହା ସମସ୍ତ ଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଦେଇଥିଲେ।କାରଣ ଏହି ନବଜାତ ଶିଶୁ ଟି ପେଟ ରେ ୮ ଟି ଭ୍ରୁଣ ଥିଲା। ତେବେ ଏହାକୁ ଫିଟସ ଇନ ଫିଟସ ବୋଲି କୁହାଯାଏ। ତେବେ ପିଲା ଟିର ଅପରେସନ କରି ତାହାକୁ ବାହାର କରାଯାଇଛି। ତେବେ ଡାକ୍ତର କହିଛନ୍ତି କି ପିଲା ଟି ସୁସ୍ଥ ରହିଛି ଖୁବ ଶୀଘ୍ର ସେ ଭଲ ହୋଇଯିବ। ମାତ୍ର ଏହିଭଳି ଭ୍ରୁଣ ଭିତରେ ଭ୍ରୁଣ ଏକ ଲକ୍ଷ ରେ ଗୋଟିଏ ମାତ୍ର କେସ ହୋଇଥାଏ। ତେବେ ଏହାକୁ ନେଇ ବର୍ତ୍ତମାନ ଚାରିଆଡେ ଖୁବ ଚର୍ଚ୍ଚା ଚାଲିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.