Daily news update , Real odisha local news

Breaking News – ଆତ୍ମହତ୍ୟା କଲେ ଏହି ଲୋକପ୍ରିୟ ଅଭିନେତ୍ରୀ, ନିଜେ ରହୁଥିବା ଫ୍ଲାଟ୍‌ରେ ଦେଇଦେଲେ ରଶି, ସମସ୍ତଙ୍କ ଦିଲ ରେ କରୁଥିଲେ ରାଜ…

0 357

ଟିଭି ଅଭିନେତ୍ରୀ ବୈଶାଳୀ ଠକର ଙ୍କର ଆଶ୍ଚର୍ଯ୍ୟ ଜନକ ଆତ୍ମହତ୍ୟା ଇନ୍ଦୋର ବାସ ଭବନରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲା ମୃତ ଶରୀର ।ବନ୍ଧୁମାନେ ଦିଙ୍କୁଦିନ ଏଣ୍ଟଟେନମେଣ୍ଟ ଇଣ୍ଡଷ୍ଟ୍ରୀ ରେ ଆଶ୍ଚର୍ଯ୍ୟ ଜନକ ଘଟଣା ଘଟିବାରେ ଲାଗୁଚି ଯେଉଁଥି ପାଇଁ ଅନେକ ସେଲିବ୍ରେଟି ଆତ୍ମହତ୍ୟା କରି ନେଉଛନ୍ତି ।

ଆଉ ବର୍ତ୍ତମାନ ଆସିଥିବା ବୈଶାଳୀ ଠକର ଙ୍କର ଆତ୍ମହତ୍ୟା ପୁଣି ଏକ ଚାଞ୍ଚଲ୍ୟ ସୃଷ୍ଟି କରିଛି ।ତେବେ ହଠାତ ନିଜ ଲା9ଫ୍ରେ ବହୁତ ସଫଳତା ହାସଲ କରିଥିଲେ କିନ୍ତୁ ତାଙ୍କର ହଠାତ ମୃତ୍ୟୁ କଥା ସହଜରେ ବିଶ୍ୱାସ କରି ହେଉ ନାହିଁ ।


ତେବେ ବୈଶାଳୀ ଠକର ଖୁବ କମ ସମୟରେ ଟେଲି ଇଣ୍ଡଷ୍ଟ୍ରୀ ର ବହୁତ ଭଲ ଭଲ ସିରିଏଲ ରେ କାମ କରି ନିଜର ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ ।ତେବେ କଲର୍ସ ଟିଭିରେ ପ୍ରସାରିତ ହେଉଥିବା ସସୁରାଲ ସିମର କା, ବୀଗ ବସ,ସୁପର ସିଷ୍ଟର ରେ ବି ବୈଶାଳୀ ଖୁବ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭେଇ ଥିଲେ ।କିନ୍ତୁ ହଠାତ ସେ ଇଣ୍ଡଷ୍ଟ୍ରୀ ଠାରୁ ନିଜକୁ ଦୂରେଇ ନେଇଥିଲେ ଓ ନିଜର ବିବାହ ବିଷୟରେ ସୂଚନା ଦେଇଥିଲେ ।ତେବେ ସୂଚନା ମୁତାବକ ତା ପର ଠାରୁ ବୈଶାଳୀ ମୁମ୍ବାଇ ଛାଡି ଇନ୍ଦୋର ର ନୁଜ ଜନ୍ମ ସ୍ଥାନରେ ରହୁଥିଲେ ।
Breaking
ଆଉ ସେହି ଭିତରେ ତାଙ୍କର ରୋକା ବି ହେଇଥିଲା ଆଉ ସବୁକିଛି ଠିକ ଥିଲା କିନ୍ତୁ ଆଜି ଅଚାନକ ଇନ୍ଦୋର ର ସେହି ଘରୁ ବୈଶାଳୀ ଙ୍କର ଝୁଲନ୍ତା ମୃତ ଶରୀର ଦେଖିବାକୁ ମିଳିଥିଲା ।ତେବେ ଏସବୁ ବ୍ୟତୀତ ତାଙ୍କର ମୃତ ଶରୀର ପାଖରୀ ଏକ ସୁଇସାଇଡ ନୋଟ ମିଳିଛି କିନ୍ତୁ ସେଥିରେ କଣ ଲେଖା ଯାଇଛି ତାହା ଏଯାଏ ଜଣା ନାହିଁ ।ତେବେ ବର୍ତ୍ତମାନ ସବୁଠାରୁ ବଡ଼ ପ୍ରଶ୍ନ ହେଉଛି ବୈଶାଳୀ ଙ୍କ ଜୀବନରେ ଯଦି ସବୁକିଛି ଠିକ ଥିଲା ତେବେ ଏମିତି କଣ ଘଟିଲା ଯେ ଏତେ ବଡ଼ ପଦକ୍ଷେପ ନେଇଗଲେ ।

ସବୁଠାରୁ ବଡ଼ କଥା ହେଉଛି ଜଣେ ପରେ ଜଣେ ଏମିତି ଅନେକ ସେଲିବ୍ରେଟି ଆତ୍ମହତ୍ୟା କରୁଛନ୍ତି ସୁଶାନ୍ତ ସିଂ ଠାରୁ ଆରମ୍ଭ କରି ଆଜିର ବୈଶାଳୀ ଠକର ଙ୍କ ଯାଏ ସମସ୍ତେ ସୁଇସାଇଡ଼ କରୁଛନ୍ତି ।ହେଲେ ଆଜି ଯାଏ ବି ଏହି ସବୁ ଆତ୍ମହତ୍ୟା ପଛରେ ଥିବା ପ୍ରକୃତ କାରଣ କଣ ଜଣା ପଡି ନାହିଁ ।ତେବେ ବହୁତ ସମୟରେ ଏହି ଆତ୍ମହତ୍ୟା ପଛରେ ଡିପ୍ରେସନ କାରଣ କୁହା ଯାଇଥାଏ, ତେବେ ସତରେ କଣ ଡିପ୍ରେସନ ଗୋଟିଏ କାରଣ ନା ଆଉ କିଛି ଗୁଡ଼ ରହସ୍ୟ ଲୁଚି ରହିଛି ଇଣ୍ଡଷ୍ଟ୍ରୀ ଭିତରେ ।ଯାହାକୁ ଜାଣିଶୁଣି ଲୁଚାଇ ଦିଆଯାଉଛି, ଯଦି ଏମିତି ତେବେ ଇଣ୍ଡଷ୍ଟ୍ରୀ ଦିନକୁ ଦିନ ଅଧିକ ଅସୁରକ୍ଷିତ ହେବାରେ ଲାଗୁଛି ।ଯେଉଁଥି ପାଇଁ ହୁଏତ ଆଗକୁ ଆହୁରି ଜୀବନ ଯାଇପାରେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.