Daily news update , Real odisha local news

ବାପା ଆଖି ଆଗରେ ପିଲାକୁ ପିଟିଦେଲା କାର୍ ଆଉ ତା ପରେ ଯାହା ଘଟିଲା ଦେଖିଲେ ହୋସ ଉଡିଯିବ….

0 93

କଥାରେ ଅଛି “ଦଇବ ଦୌଡି ମଣିଷ ଗାଈ ଯୁଆଡେ ଟାଣଇ ସିଆଡେ ଯାଇ” ।ବନ୍ଧୁଗଣ ଏହି ଉକ୍ତି ଟିର ଅର୍ଥ ହେଉଛି ଏହାକି ସମୟ ଏବଂ ଭାଗ୍ୟ ଆମ ସହ ଯେତେବେଳେ ଖେଳିବ ତାହାକୁ ଆମେ ଅଟକାଇ ପରିବା ନାହଁ, ସମୟ ଆଗରେ ସବୁ ଫିକା ପଡ଼ିଯାଏ।

ଠିକ ସେହିଭଳି ଏକ ଘଟଣା ବିଷୟ ରେ ଆମେ ଆଜି ଆପଣ ଙ୍କୁ ଜଣେଇବା କୁ ଯାହା ଜାଣିଲେ ଆପଣ କାନ୍ଦି ପକେଇବେ। ତେବେ ଘଟଣା ଟି କିଛି ଏହିପରି ରହିଛି କି ଟିକିଏ ଭୁଲ ପାଇଁ ଆଜି ବାପା ଆଖି ଆଗ ରେ ଛୋଟ ପୁଅ କୁ କାର ପିଟି ଦେଇ ଚାଲି ଯାଇଛି।ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘଟଣା ବିଷୟ ରେ।

ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି, ଛୋଟ ପିଲା ମାନେ ବହୁତ ଦୁଷ୍ଟ ହୋଇଥାନ୍ତି ।କଣ ଠିକ କଣ ଭୁଲ ସେମାନେ ବୁଝନ୍ତି ନାହିଁ ଆଉ ସବୁବେଳେ ତାଙ୍କର ବଦମାସି କରିବାରେ ବ୍ୟସ୍ତ ରହିଥାନ୍ତି ଏବଂ ସେମାନେ ଖୁବ ଚଞ୍ଚଳ ରହିଥାନ୍ତି ସବୁ କାମରେ। ମାତ୍ର କେବେ କେବେ ଏହି ଟିକିଏ ଭୁଲ ଓ ଚଞ୍ଚଳତା ଯେ କେତେ ଦୁଖଃ ଆଣିଦେଇ ପାରେ ତାହା ଆପଣ ଅନୁମାନ ମଧ୍ୟ କରି ପାରିବେ ନାହିଁ। ତେବେ ବର୍ତ୍ତମାନ ଏହିପରି ଏକ ଘଟଣା ବିଷୟ ରେ ଆମେ ଆପଣ ଙ୍କୁ ଜଣେଇବା କୁ ଯାଉଛୁ ଯାହାର ଭିଡ଼ିଓ ଟି ମଧ୍ୟ ସୋସିଆଲ ମିଡ଼ିଆ ରେ ଭାଇରାଲ ହେଉଛି।

ତେବେ ଯାହା ଦେଖା ଯାଇଛି କି , ଜଣେ ବାପା ତାଙ୍କ କାମ ରୁ ଫେରିବା ପରେ ଘରେ ଥିବା ୭ ବର୍ଷ ର ଛୋଟ ପୁଅ ଙ୍କ ଜିଦି ରେ ତାକୁ ବାହାର କୁ ବୁଲେଇ ନେବା କୁ ବାହାରି ଥିଲେ। ମାତ୍ର ଛୋଟ ପିଲାର ମନ ତ ସବୁବେଳେ ଦୁଷ୍ଟାମି କରିବାରେ ଲାଗିରହେ। ତେବେ ବାପା ସ୍କୁଟି ବାହାର କରୁ କରୁ ପିଲା ଟି ରାସ୍ତା ର ଏପାଖ ରୁ ସେପାଖ କୁ ଦୌଡି ପଳୁଥିଲା , ତେବେ ଏହା ଦେଖି ବାପା ତାକୁ ରାଗି ଗାଡି କୁ ସାବଧାନ ରହିବା ପାଇଁ କହି ସୁରକ୍ଷିତ ଭାବରେ ପୁଣି ଘରକୁ ନେଇ ଆସନ୍ତି। ମାତ୍ର ଛୋଟ ପିଲା ର ମୁଣ୍ଡ କୁ ଏସବୁ ପଶେ ନାହିଁ।

ଆଉ ବାପା ଟିକେ ଘର ଭିତର କୁ ଯିବା ବେଳକୁ ପିଲା ଟି ପୁଣି ରାସ୍ତା ସେପାରି କୁ ଚାଲିଯାଏ ଏବଂ ପୁଣି ଦୌଡି ରାସ୍ତା ଏପଟ କୁ ଆସିବା କୁ ଚେଷ୍ଟା କରୁଥିବା ବେଳେ ସାମ୍ନା ରୁ ଆସୁଥିବା କାର ଟି ଛୁଆ ଟିକୁ ପିଟି ଦେଲା। ଆଉ ଏତେ ଜୋର ଟି ପିଟିଦେଲା କି ପିଲା ଟି ପ୍ରାୟ ୨୦ ମିଟର ଯାଏ ଛିଟିକି ପଡିଲା ଆଉ କାର ଟି ସେହିଭଳି ଚାଲିଗଲା। ବାପା ପିଲାର ଚିତ୍କାର ଶୁଣି ଆସିଲା ବେଳକୁ ପିଲାକୁ ରକ୍ତାକ୍ତ ଅବସ୍ଥାରେ ଦେଖିବା କୁ ପାଇଲେ। ତେବେ ପିଲା ଟିକୁ ଗୁରୁତ୍ୱ ର ଅବସ୍ଥାରେ ବର୍ତ୍ତମାନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ ବନ୍ଧୁଗଣ ଆପଣ ଙ୍କ ଘରେ ଛୋଟ ପିଲା ଥିଲେ ତାଙ୍କୁ ଖୁବ ସାଵଧାନତା ର ସହ ରଖନ୍ତୁ ନିଶ୍ଚିତ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.