ଦେଖନ୍ତୁ Shocking ଭିଡ଼ିଓ : ସାମ୍ନାକୁ ଆସିଲା ନବ ଦାସ ଙ୍କୁ ଗୁଳି ମାରିବାର Live ଦୃଶ୍ୟ… କେମିତି କରାଯାଇଥିଲା ଗୁଳି… CCTV ରେ ରେକର୍ଡ ହୋଇଗଲା…
ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ଆଜି ASI ଗୋପାଳ ଙ୍କ ଗୁଳି ମାଡ଼ ରେ ଟଳି ପଡିଥିଲା ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ। ତେବେ ସୂଚନା ଅନୁସାରେ , ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ଆଜି ଏକ କାର୍ଯ୍ୟକ୍ରମ ରେ ଯୋଗ ଦେବା କୁ ଯାଉଥିବା ବେଳେ ଏହିଭଳି ଅଘଟଣ ଘଟିଥିଲା।
ତେବେ ନବ ଦାସ , କାର ରୁ ତଳ କୁ ଉଲ୍ହେଇବା ସମୟ ରେ ଏ ଏସ ଆଇ (ASI) ଗୋପାଳ କୃଷ୍ଣ ସ୍ୱାସ୍ଥ୍ୟ ମନ୍ତ୍ରୀ ଙ୍କୁ ଗୁଳି ମାଡ଼ କରିଥିଲେ। ତେବେ ASI ଙ୍କ ଗୁଳି ଯାଇ ବାଜିଥିଲା ମନ୍ତ୍ରୀ ନବ ଦାସ ଙ୍କ ଛାତି ରେ। ଆଉ ସଂଗେ ସଂଗେ ସେ ସେଠା ରେ ଟଳି ପଡ଼ିଥିଲେ , ଆଉ ପାଖ ରେ ଥିବା ହସ୍ପିଟାଲ ରେ ତାଙ୍କୁ ଭର୍ତ୍ତି କରାଯାଇ ଥିଲା।
ତେବେ ବର୍ତ୍ତମାନ ଯାହା ଖବର ରହିଛି କି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ଙ୍କ ର ଚିକିତ୍ସା ଚାଲିଥିବା ବେଳେ ତାଙ୍କର ମୃତ୍ୟୁ ହୋଇଛି ଆଉ ସେ ଆର ପାରି କୁ ଚାଲି ଯାଇଛନ୍ତି। ତେବେ ଗୁଳି ମାଡ଼ ହେବା ପରେ ସଂଗେ ସଂଗେ ତାଙ୍କୁ ଏୟାର ଲିଫ୍ଟ କରି ଭୁବନେଶ୍ୱର ର ଆପୋଲ ହସ୍ପିଟାଲ ରେ ଭର୍ତ୍ତି କରାଯାଇଥିଲା। ଆଉ ଆପୋଲ ରେ ସ୍ୱାସ୍ଥ୍ୟ ମନ୍ତ୍ରୀ ଙ୍କ ର ଓଟି ରେ ଚିକିତ୍ସା କରାଯାଉ ଥିଲା ଯାହାକୁ ନେଇ ମୁଖ୍ୟମନ୍ତ୍ରୀ ନିଜେ ମଧ୍ୟ ସେଠାରେ ତଦାରଖ ପାଇଁ ପହଁଚି ଥିଲେ। ମାତ୍ର ସବୁ ଚେଷ୍ଟା ପରେ ମଧ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ଙ୍କ ର ମୃତ୍ୟୁ ହୋଇଛି ଯାହାକି ଅତ୍ୟନ୍ତ ଦୁଖଃ ର କାହାଣୀ ଅଟେ।
ତେବେ ଏହି ସମୟ ରେ ଏହିପରି ଏକ ଭିଡ଼ିଓ ସାମ୍ନା କୁ ଆସିଅଛି ଯାହା ସମସ୍ତ ଙ୍କୁ ଅତ୍ୟନ୍ତ ଆଶ୍ଚର୍ଯ୍ୟ ଚକିତ କରି ଦେଇଛି। ତେବେ ଭିଡ଼ିଓ ରେ ଦେଖା ଯାଇଛି ଯେ , କେବଳ ସେଦିନ ନୁହେଁ ବରଂ ବହୁତ ଆଗରୁ ASI ଗୋପାଳ କୃଷ୍ଣ ଦାସ ମନ୍ତ୍ରୀ ନବ ଦାସ ଙ୍କୁ ହତ୍ୟା କରିବା ର ଯୋଜନା କରୁଥିଲେ। ସେ ସବୁବେଳେ ନବ ଦାସ ଙ୍କ ର ପଛେ ପଛେ ରହୁଥିଲେ। ମନ୍ତ୍ରୀ ନବ ଯୁଆଡେ ଯାଉଥିଲେ ତାଙ୍କ ସାଙ୍ଗ ରେ ତାଙ୍କର ସୁରକ୍ଷା ପାଇଁ ସବୁଆଡେ ଯାଉଥିଲେ ASI ଗୋପାଳ ଦାସ।
ତେବେ ଏହିପରି ମଧ୍ୟ ଶୁଣିବା କୁ ମିଳିଛି କି , ନବ ଦାସ ଙ୍କ ପଛରେ ରହି ASI ଗୋପାଳ ଦାସ କୁଆଡେ ଅନେକ ଥର ନିଜର ବନ୍ଧୁକ ବାହାର କରୁଥିଲେ। ଆଉ ଏହାର ସୁଯୋଗ ଦେଖି ସେଦିନ ସେ ମାତ୍ର ୪ ଫୁଟ ଦୂରରେ ରହି ମନ୍ତ୍ରୀ ନବ ଦାସ ଙ୍କୁ ଗୁଳି ମାରିଦେଲେ ଆଉ ତାଙ୍କର ମୃତ୍ୟୁ ହୋଇଗଲା। ତେବେ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ASI ଗୋପାଳ ଦାସ ଙ୍କ ର ଏହି ସବୁ ଭିଡ଼ିଓ ଖୁବ ଭାଇରାଲ ହେବା ରେ ଲାଗିଛି। ଆପଣ ମଧ୍ୟ ଏହି ଭିଡ଼ିଓ କୁ ଦେଖିଲେ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ। ତେବେ ASI ନିଜେ ମାନିଛନ୍ତି କି ସେ ମନ୍ତ୍ରୀ ଙ୍କୁ ହତ୍ୟା କରିଛନ୍ତି ବୋଲି ମାତ୍ର ଏହା ପଛର କାରଣ ଏବେବି ଅଜଣା ରହିଛି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।