Daily news update , Real odisha local news

୧୦୦ ବର୍ଷ ପୁରୁଣା ( ଯାଦୁ,କାଛୁ,କୁଣ୍ଡିଆ ) ସବୁଦିନ ପାଇଁ ଭଲ କରିବାର ରାମବାଣ ଘରୋଇ ଉପଚାର 100% ଗ୍ୟାରେଣ୍ଟି

0 1,752

ବହୁତ ସମୟରେ ଆମ ଶରୀରରେ ଅନେକ ପ୍ରକାରର ରୋଗ ଦେଖବାକୁ ମିଳିଥାଏ ।ତେବେ ସେହି ଭିତରେ କାଛୁ କୁଣ୍ଡିଆ ସେହି ରୋଗ ଯାହା ସହଜରେ ଭଲ ହେଇ ନଥାଏ ।ଆଉ ଗ୍ରୀଷ୍ମ ଋତୁ ସମୟରେ ଏହି କାଛୁ କୁଣ୍ଡିଆ କୁ ନେଇ ବହୁତ ରୋକ ଖୁବ ଚିନ୍ତାରେ ପଡ଼ି ଯାଆନ୍ତି ।

ତେବେ କାଛୁ କୁଣ୍ଡିଆ ଥରେ ଶରୀର ରେ ହେଲାମାତ୍ରେ ସେଥିରେ ତାହାକୁ ମୂଳରୁ ଭଲ କରିବା ବହୁତ କଷ୍ଟ ହେଇ ପଡେ ।ଆଉ ଆଜିକାଲି ଖରାପ ଜଳବାୟୁ ଯୋଗୁ ସ୍କିନ ରେ ଏହି ରୋଗ ଗୁଡିକ ଅଧିକ ଦେଖିବାକୁ ମିଳୁଛି, ତେବେ ଏସବୁ କେମିତି ମୂଳରୁ ଭଲ କରିବେ !

ବର୍ତ୍ତମାନ ଅନେକ ପ୍ରକାରର ଔଷଧ ଆଦି ବାହାରିଲାଣି ଯାହାକୁ ବ୍ୟବହାର କରି ଆପଣ କାଛୁ କୁଣ୍ଡିଆ ଭଲ କରିପାରିବେ ।କିନ୍ତୁ ମୂଳରୁ କାଛୁ କୁଣ୍ଡିଆ କେବେ ଭଲ ହେଇ ନଥାଏ, ତେବେ ଏସବୁର ଚିକିତ୍ସା କେମିତି କରିବେ ।ତେବେ ଆମେ ଆଜି ଆପଣଂକୁ ଏମିତି ଏକ ରିମେଡି ବିଷୟରେ ଜଣାଇବୁ ଯାହାକୁ ଆପଣ ବ୍ୟବହାର କରିବାର 5 ରୁ 6 ଦିନ ଭିତରେ ଆପଣଙ୍କ କାଛୁ କୁଣ୍ଡିଆ ମୂଳରୁ ଶେଷ ହେଇଯିବ ।

ରିମେଡି ପାଇଁ ଆବଶ୍ୟକ ସାମଗ୍ରୀ:-

-କଲରା
-କର୍ପୂର
-ନଡ଼ିଆ ତେଲ
-ଉଷମ ପାଣି

ରିମେଡି ପ୍ରସ୍ତୁତି ପ୍ରଣାଳୀ:-

-ଏହି ରିମେଡି ତିଆରି କରିବା ପାଇଁ ଆପଣଂକୁ ଗୋଟିଏ କଲରା ବେବାକୁ ପଡିବ, ଆଉ ସେହି କଲରା କୁ ପତଳା ପତଳା କରି କାଟି ନେବେ ।ଏହାପରେ କଲରା ମଞ୍ଜି ବାହାର କରିନେବେ ଓ ଖାଲି କଲରା କୁ ଅଳ୍ପ ପାଣି ଦେଇ ଭଲ ଭାବରେ ଗ୍ରାଣ୍ଡିଂ କରିନେବେ ।
-ଏହାପରେ 2 ରୁ 3 ଟି କର୍ପୂର ନେଇ ତାହାକୁ ଭଲ ଭାବରେ ଗୁଣ୍ଡ କରିନେବେ, ଏବେ ଆପଣ ଗୋଟିଏ ପାତ୍ର ରେ 3 ଚାମୁଚ କଲରା ପେଷ୍ଟ ଓ ଗୋଟିଏ ଚାମୁଚ କର୍ପୂର ଗୁଣ୍ଡ ରଖନ୍ତୁ ।ଏବେ ସେହି ପାତ୍ର ରେ ଅଳ୍ପ ନଡ଼ିଆ ତେଲ ମିଶାଇ ଏକ ପେଷ୍ଟ ତିଆରି କରନ୍ତୁ, ଏହାପରେ ଆପଣଙ୍କ ର ଏହି ରିମେଡି ତିଆରି ହେଇଯିବ ।

ରିମେଡି ର ବ୍ୟବହାର:-

-ତେବେ ଏହି ରିମେଡି କୁ ବ୍ୟବହାର କରିବା ପାଇଁ ଆପଣ ନିଜର କାଛୁ କୁଣ୍ଡିଆ ହେଇଥିବା ଜାଗାରେ ଅଳ୍ପ ସେହି ପେଷ୍ଟ ଆଣି ଲଗାନ୍ତୁ ।ତେବେ ପେଷ୍ଟ ଭଲ ଭାବରେ ଲଗାଇବା ସହିତ ହାଲକା ମସାଜ କରିବେ ତାପରେ ଅଳ୍ପ ସମୟ ସେହି ଛାଡ଼ି ଦିଅନ୍ତୁ ।ତାପରେ ସେହି ଜାଗାକୁ ଅଳ୍ପ ଉଷୁମ ପାଣିରେ ଧୋଇ ଦିଅନ୍ତୁ, ଏମିତି ଲଗାତାର 5 ରୁ 6 ଦିନ ଯାଏ କରନ୍ତୁ ଦେଖିବେ ଆପଣଙ୍କ ର କାଛୁ କୁଣ୍ଡିଆ ସମ୍ପୂର୍ଣ୍ଣ ଭଲ ହେଇ ଯାଇଥିବ ।ତାଛଡ଼ା କର୍ପୂର ରେ ଥିବା ଆଣ୍ଟି ଏନ୍ଟିଇନଫ୍ଲେଆମେଣ୍ଟରି ଗୁଣ ପାଇଁ ଆପଣ ସ୍କିନ ସୁସ୍ଥ ବି ରହିଥାଏ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.