Daily news update , Real odisha local news

ଦେଖନ୍ତୁ SHOCKING ଭିଡ଼ିଓ -ମୋ ପିଲା ପ୍ରଭୁ ହନୁମାନ ନୁହେଁ ,ତା ଜୀବନ ବିପଦରେ,ସାହାଯ୍ୟ କଲେ ବଞ୍ଚିବ ଝିଅ…ଦେଖିଲେ ଆଶ୍ଚର୍ଯ୍ୟ ହେବେ..

0 1,697

ବନ୍ଧୁମାନେ ସୋସିଆଲ ମେଡିଆରେ ବହୁତ ପ୍ରକାରର ଘଟଣା ଦେଖିବାକୁ ମିଳିଥାଏ ।ସେହି ଭିତରେ ବେଳେ ବେଳେ ଏମିତି କିଛି ଭିଡ଼ିଓ ବି ଦେଖିବାଲୁ ମିଳେ ଯାହାକୁ ଦେଖିଲେ ଖୁବ ଆଶ୍ଚର୍ଯ୍ୟ ଲାଗେ ।ତେବେ ଏବେ ଏବେ ସୋସିଆଲ ମେଡିଆରେ ଏମିତି ଏକ ଆଶ୍ଚର୍ଯ୍ୟ କର ଭୁଡ଼ିଓ ଦେଖିବାକୁ ମିଳିଛି ଯାହାକୁ ଦେଖି ସମସ୍ତେ ଚକିତ ହେଇ ଯାଉଛନ୍ତି ।

ତେବେ ଏହି ଘଟଣା ରେ ଜଣେ ଶିଶୁ ଟି ପୁରା ହନୁମାନ ଙ୍କ ପରି ଦେଖା ଯାଉଛି, ଆଉ ଯିଏ ବି ଶିଶୁ କି ଦେଖୁଛି ସେ କହୁଛି ହନୁମାନ ଜନ୍ମ ନେଇଛନ୍ତି ।ତେବେ ଏହି ଘଟଣା ଟି ସୋସିଆଲ ମେଡିଆରେ ଭାଇରଲ ହେଉଥିବା ବେଳେ ପୁରା ଘଟଣା କଣ ଆସନ୍ତୁ ନଜର ପକାଇବା ।

ତେବେ ଆଜିକାଲି ଦୁନିଆରେ କିଛି ବି ଅଦ୍ଭୁତ ଘଟଣା ଦେଖିବାକୁ ମିଳିଲେ ତାହା ଚର୍ଚ୍ଚା ହେବାରେ ଖୁବ ଅଳ୍ପ ସମୟ ଲାଗୁଚି ।ଆଉ ଯଦି କିଛି ଦେବାଦେବୀ ଙ୍କ ସହିତ ଜଡିତ ଘଟଣା ଶୁଣିବାକୁ ମିଳିଲା ତାହେଲେ ଅଳ୍ପ ସମୟରେ ତାହା ଟ୍ରେଣ୍ଡିଂ ବିଷୟ ପଲଟିଯାଏ ।ଯେମିତି ଆଜିର ଏହି ଘଟଣା ଟି ଦେଖୁ ନାହାଁନ୍ତି କେମିତି ଛୋଟ ପିଲା ଟିର ଚେହେରା ହନୁମାନ ଙ୍କ ପରି ଦେଖା ଯାଉଥିବାରୁ ସମସ୍ତେ ସେହି ପିଲା କୁ ହନୁମାନ ଜନ୍ମ ହେଇଛନ୍ତି ବୋଲି କହୁଛନ୍ତି ।ହେଲେ ଅନ୍ୟପଟେ ଘଟଣା କିଛି ଅଲଗା ଅଟେ ଯେଉଁଥି ପାଇଁ ପିଲାଟିର ବାପମାଆ ପିଲାର ଜୀବନ ପାଇଁ ସାହାଯ୍ୟ ମାଗିଛନ୍ତି ।

ଘଟଣା ହେଉଛି ବାଲେଶ୍ୱର ଜିଲ୍ଲାର ସୋର ଅଞ୍ଚଳର ଜଳିଧା ପଞ୍ଚାୟତ ର ରୁଷ ଗାଁ ର, ତେବେ ଏହି ଗାଁରେ ଥିବା ସହଦୋର ସାହୁ ଙ୍କ ଶିଶୁ କନ୍ୟା ଟିଏ ଜିଏ ମାତ୍ର 9 ମାସର ।ତେବେ ପିଲାଟି ଜନ୍ମ ସମୟରେ ପୁରା ଠିକ ଥିଲା କିନ୍ତୁ ଜନ୍ମର 3 ମାସ ପରେ ହଠାତ ପିଲାଟିର ମୁହଁ ଫୁଲିବାରେ ଲାଗିଥିଲା ।ଆଉ ମୁହଁ ଏତେ ମାତ୍ର ରେ ଫୁଲି ଯାଇଥିଲା କି ବର୍ତ୍ତମାନ ପିଲାଟିର ମୁହଁ ହନୁମାନ ଙ୍କ ପରି ଦେଖା ଯାଉଚି ।ଆଉ ସମସ୍ତେ ପିଲାକୁ ଦେଖି ହନୁମାନ ବୋଲି କହୁଥିବା ବେଳେ ଅନ୍ୟପଟେ ପିଲାଟିର ଏମିତି ଅଚାନକ ପରିବର୍ତ୍ତନ ହେବ ଯୋଗୁଁ ବାପମାଆ ଚିନ୍ତାରେ ପଡ଼ି ଯାଇଥିଲେ ।

ତେବେ ଧୀରେ ଧୀରେ ପିଲା କଷ୍ଟ ପାଇବାକୁ ଲାଗିଥିଲା ତେଣୁ ବାପା ମାଆ ଝିଅ ର ଚିକିତ୍ସା କରିବା ପାଇଁ ତାକୁ ଏମସ ହସ୍ପିଟାଲ ନେଇ ଯାଇଥିଲେ ।ହେଲେ ଚିକିତ୍ସା ପରେ ବି ପିଲା ପାଖରେ କିଛି ବି ପରିବର୍ତ୍ତନ ଦେଖିବାକୁ ମିଳି ନଥିଲା ।ତେବେ ବାପାମାଆ ତାଙ୍କର ଚେଷ୍ଟା ଛାଡ଼ି ନଥିଲେ ଆଉ ଏବେ ପିଲାର ଉଚ୍ଚ ଚିକିତ୍ସା ପାଇଁ ଉଦ୍ୟମ କରି ଚାଲୁଛନ୍ତି ।ଯେଉଁଥି ପାଇଁ ସେମାନେ ସାହାଯ୍ୟ ର ମାଗିଛନ୍ତି ପୁରା ଓଡିଶା ବାସୀ ଆଗରେ ।ତେବେ ବର୍ତ୍ତମାନ ଏହି ଘଟଣା ଓ ପିଲାର ଫୋଟ ସୋସିଆଲ ମେଡିଆରେ ଆଲୋଚନା ର ବିଷୟ ପାଲଟିଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.