Daily news update , Real odisha local news

 CCTV  ଭିଡିଓ ଭିଜୁଆଲ ସ୍କୁଲରୁ ଫେରୁଥିଲେ ଶିକ୍ଷୟତ୍ରୀ , ହଠାତ କିଭଳି  ଯୁବକ ଜଣଙ୍କ ରାସ୍ତା ମଝିରୁ  ଯୁବତୀଙ୍କୁ ଟେକି  ନେଇ “KISS” କି-ସ୍ କରିଦେଲା 

0 337

ବର୍ତ୍ତମାନର ଏହି 21st ସେଞ୍ଚୁରୁରେ ବିଶ୍ଵ ର ପ୍ରାୟ ସମସ୍ତ ଦେଶ ନିଜକୁ ଏକ ବିକାଶର ପଥରେ ଗତି କରିବାରେ ଲାଗିଛି। କିନ୍ତୁ ବର୍ତ୍ତମାନ ର ଏହି ଅତ୍ୟାଧୁନିକ ତଥା ଟେକନୋଲୋଜି ର ଦୁନିଆଁ ରେ ନାରୀ ମାନଙ୍କ ପ୍ରତି କେଉଁଠି ବି ଅର୍ଥାତ କୌଣସି ବି ଦେଶ ରେ ନାରୀ ମାନେ ସୁରକ୍ଷିତ ନୁହଁନ୍ତି ।

ଘରେ ବାହାରେ , ଅଫିସ ରେ କିମ୍ବା ଶିକ୍ଷା ଅନୁଷ୍ଠାନ ରେ କେଉଁଠି ବି ସେ ନିଜକୁ ସୁରକ୍ଷିତ ମନେ କରି ପାରେ ନାହିଁ ସବୁଠି ତା ଉପରେ ଥାଏ ଖରାପ ନଜର। ତେବେ ବର୍ତ୍ତମାନ ଏହିପରି ଏକ ଘଟଣା ବିଷୟ ରେ ଆମେ ଆପଣ ଙ୍କୁ ଜଣେଇବୁ ଯାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ।

ତେବେ ଏହିପରି ଏକ ନିନ୍ଦନୀୟ ଘଟଣା ଦେଖିବା କୁ ମିଳିଛି କଳାହାଣ୍ଡି ଜିଲ୍ଲା ରେ , ଯେଉଁ ଠାରେ ଜଣେ ଶିକ୍ଷୟତ୍ରୀ ଙ୍କୁ ପ୍ରତାପ ନାମକ ଜଣେ ଯୁବକ ସେହି ଶିକ୍ଷୟତ୍ରୀ ଙ୍କୁ ସ୍କୁଲ ରୁ ଫେରିବା ସମୟ ରେ ଉଠେଇ ନେଇ ତାଙ୍କୁ ଜୋର ଜବରଦସ୍ତ ବିବାହ କରିଥିଲେ। ଖାଲି ଏତିକି ନୁହେଁ ବରଂ ତାଙ୍କ ସହ ଅଶୀଳ ବ୍ୟବହାର କରି ତାର ଫୋଟ ଓ ଭିଡ଼ିଓ ବନାଇ ତାଙ୍କୁ ବ୍ଲାକମେଲ କରିବା କୁ ଧମକ ଦେଇଥିଲେ। ତେବେ ବର୍ତ୍ତମାନ କିନ୍ତୁ ମାଡାମ ଜଣଙ୍କ ନିଜର ମୁଁହ ଖୋଲିଛନ୍ତି ଆଉ ସବୁକିଛି ଖୋଲି କହିଛନ୍ତି ।

ତେବେ ଘଟଣା ଟି କିଛି ଏହିପରି ଥିଲା କି , ଏହି ଯୁବତୀ ଜଣଙ୍କ କଳାହାଣ୍ଡି ର ଏକ ପ୍ରାଥମିକ ବିଦ୍ୟାଳୟ ର ଶିକ୍ଷୟତ୍ରୀ ଅଟନ୍ତି ।ତେବେ ଗତ ୧୬ ତାରିଖ ରେ ସେ ବିଦ୍ୟାଳୟ ରୁ ଫେରିବା ସମୟ ରେ ପ୍ରତାପ ନାମ କ ଜଣେ ବ୍ୟକ୍ତି ତାଙ୍କୁ ରାସ୍ତା ରେ ଘେରିଥିଲେ ଆଉ ତାଙ୍କ ଆଖିରେ ସ୍ପ୍ରେ ମାରି ତାଙ୍କୁ କିଡନାପ କରି ଦୂର କୁ ନେଇ ଯାଇଥିଲେ। ଆଉ ସେଠାରେ ତାଙ୍କ ସହ ଅସଦାଚରଣ କରିଥିଲେ ଆଉ ତାଙ୍କୁ ବିବାହ ନକଲେ ଜୀବନ ରୁ ମାରି ଦେବେ ବୋଲି ଧମକ ଦେଇଥିଲେ। ତେଣୁ ଜୀବନ ଭୟ ରେ ଶିକ୍ଷୟତ୍ରୀ ଜଣଙ୍କ ତାଙ୍କୁ ବିବାହ କରିବା କୁ ରାଜି ହୋଇଥିଲେ।

ଆଉ ଏକ ମନ୍ଦିର ରେ ଶିକ୍ଷୟତ୍ରୀ ଜଣଙ୍କ ପ୍ରତାପ ଙ୍କୁ ବିବାହ କରିଥିଲେ। ମାତ୍ର ପରେ ସେ ଘର କୁ ଫେରିବା ପରେ ଏ ନେଇ ଥାନା ରେ ଅଭିଯୋଗ କରିଥିଲେ। ତେବେ କିନ୍ତୁ ପୋଲିସ ପ୍ରତାପ ଙ୍କୁ ଥାନା କୁ ଡକେଇବା ପରେ ସେ କହିଥିଲେ କି ତାଙ୍କୁ ସେ ବିବାହ କରିଛନ୍ତି ଵୋଲି। ମାତ୍ର ପରେ ଶିକ୍ଷୟତ୍ରୀ ଜଣଙ୍କ ସବୁକିଛି ଖୋଲି କହିଥିଲେ ଆଉ କହିଥିଲେ କି ତାଙ୍କୁ ଜର କରି ବିବାହ କରିଥିଲେ ଆଉ ତାଙ୍କୁ କିଡନାପ କରିଥିଲେ ବୋଲି। ତେବେ ଶିକ୍ଷୟତ୍ରୀ ଙ୍କ ର ଭିଡ଼ିଓ ଟି ଭାଇରାଲ ହେବା ପରେ ପ୍ରତାପ ଙ୍କୁ ପୋଲିସ ଗିରଫ କରିଥିବା ଜଣା ପଡ଼ିଛି। ତେବେ ଭିଡ଼ିଓ ଟି ବର୍ତ୍ତମାନ ଖୁବ ଭାଇରାଲ ହେବା ରେ ଲାଗିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.