Daily news update , Real odisha local news

ଦେଖନ୍ତୁ ଦୁର୍ଘଟଣାର live ଭିଡିଓ- ସ୍କୁଟି ପିଟି ପାହଡ଼ ତଳକୁ ଖସି ପଡ଼ିଲେ ମହିଳା.।ଆଉ ତା ପରେ ଏମିତି ଦୃଶ୍ୟ ଦେଖିବାକୁ ମିଳିଲା ଜାଣିଲେ ଆଶ୍ଚର୍ଯ୍ୟ ହେବେ…

0 1,477

ସୋସିଆଲ ମିଡ଼ିଆ ରେ ଆମ ଓତଃପ୍ରୋତ ଭାବରେ ଜଡିତ ଅଟୁ , ତେବେ ଏହି ମିଡ଼ିଆ ରେ ଆମେ ଅନେକ ପ୍ରକାରର ଘଟଣା ଓ ଦୁର୍ଘଟଣା ବିଷୟରେ ଭିଡିଓ ସବୁ ଦେଖିବାକୁ ପାଇଥାଉ। ମାତ୍ର କେବେ କେବେ ଏହି ସୋସିଆଲ ମିଡ଼ିଆ ରେ ଏପରି କିଛି କମେଡି ଭିଡ଼ିଓ ଭାଇରାଲ ହୋଇଥାଏ ଯାହାକୁ ଦେଖିଲେ ଆମେ ଅତ୍ୟନ୍ତ ଭୟଭୀତ ହେବା ସହ ଆଶ୍ଚର୍ଯ୍ୟ ଚକିତ ମଧ୍ୟ ହୋଇ ଯାଇଥାଉ।

ତେବେ ବର୍ତ୍ତମାନ ଏହିଭଳି ଏକ ଦୁର୍ଘଟଣା ର ଲାଇଭ ଭିଡ଼ିଓ ଭାଇରାଲ ହେଉଛି ଯାହା ଦେଖିଲେ ଆପଣ କହିବେ ଏହିଭଳି ଦୁର୍ଘଟଣା କାହା ସହ ନହେଉ ବୋଲି।

କୁହାଯାଏ କି ଜୀବନ ର କୌଣସି ମାନେ ନାହିଁ, ଏହା କହିବାର ଅର୍ଥ ଏହା କି ଯେ, ଆମ ପାଦ ର ସଂଗେ ସଂଗେ ମୃତ୍ୟୁ ଚାଲିଛି କେତେବେଳେ ଏହା କାହାକୁ ତାର ସ୍ୱୀକାର କରିନବ ତାହା କେହି ବି ଜାଣିନଥାନ୍ତି।ତେବେ ସୋସିଆଲ ମିଡ଼ିଆ ରେ ଏହିପରି ଅନେକ ଘଟଣା ଆପଣ ମଧ୍ୟ ଦେଖୁଥିବେ କିପରି ଅନେକ ବ୍ୟକ୍ତି ଯାଉ ଯାଉ ମୃତ୍ୟୁ ମୁଖରେ ପଡି ଯାଇଥାନ୍ତି ।ତେବେ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଏହିପରି ଏକ ଘଟଣା ଦେଖିବାକୁ ମିଳିଛି ଯାହା ବିଷୟ ରେ ଜାଣିଲେ ଆପଣ ଙ୍କ ଆଖିରୁ ଧାର ଧାର ହୋଇ ଲୁହ ଝରି ଯିବ।

ତେବେ ଭାଇରାଲ ଭିଡ଼ିଓ ଟିରେ ଦେଖା ଯାଇଛି ଯେ, ଟିକିଲି ର ଶ୍ରୀ ବାଳ କୁମାରୀ ଠାରେ ଜଣେ ମହିଳା ଙ୍କ ର ସ୍କୁଟି ର ଦୁର୍ଘଟଣା ହୋଇଛି। ସ୍କୁଟି ଟି ଭାରସାମ୍ୟ ହରାଇ ଯାଇ ରାସ୍ତା ର କାନ୍ଥ ରେ ବାଡେଇ ହୋଇଛି ଆଉ ତା ପରେ ମହିଳା ଜଣଙ୍କ ସିଧା ଯାଇ ପାହାଡ଼ ତଳେ ପଡିଛନ୍ତି। ଯାହାର ଲାଇଭ ଭିଡ଼ିଓ ଟି ବର୍ତ୍ତମାନ ନିଆଁ ଭଳି ଭାଇରାଲ ହେଉଛି। ତେବେ ଯାହା ଦେଖା ଯାଇଛି କି ଜଣେ ମହିଳା ସ୍କୁଟି ନେଇ ସେହି ରାସ୍ତା ଦେଇ ଯାଉଥିଲେ , ତେବେ ରାସ୍ତା ର ଦୁଇ ପାର୍ଶ୍ଵ ପାହାଡ଼ ରେ ଆଚ୍ଛାଦିତ ରହିଛି ଯାହାକୁ ଦେଖିଲେ ଡ୍ରାଇଭ କରିବା କୁ ଭୟ ଲାଗିବ।

ତେବେ ଏହି ସମୟ ରେ ମହିଳା ଙ୍କ ର ସ୍କୁଟି ଟିର ସ୍କିଡି ଅଧିକ ରହିଛି , ଆଉ ମହିଳା ଜଣଙ୍କ ସ୍କୁଟି ର ବ୍ରେକ ଠିକ ଭାବରେ କାମ କରୁ ନାହିଁ ଯାହା ଫଳରେ ସେ ଯାଇ ସିଧା ରାସ୍ତା ର କାନ୍ଥ ରେ ବାଡେଇ ହୋଇଛନ୍ତି ।ଆଉ ବାଡେଇ ହେବା ମାତ୍ରେ ମହିଳା ଜଣଙ୍କ ଯାଇ ପଡିଛନ୍ତି ପାହାଡ଼ ତଳେ। ତେବେ ପାଖରେ ଥିବା ସିସି ଟିଭି କ୍ୟାମେରା ରେ ଏହା ରେକର୍ଡ ହୋଇଥିଲା ଯାହାକି ବର୍ତ୍ତମାନ ନିଆଁ ଭଳି ଭାଇରାଲ ହେବା ରେ ଲାଗିଛି। ତେବେ ଏହି ଭିଡ଼ିଓ ଟିକୁ ଦେଖିଲେ ବହୁତ ଭୟ ଓ ଦୁଃଖ ଲାଗୁଚି। ତେବେ ଏହିଭଳି ଦୁର୍ଘଟଣା ଆଉ କାହା ସହ ନହେଉ ବୋଲି ଆମେ ଭଗବାନ ଙ୍କ ଠାରେ ପ୍ରାର୍ଥନା କରୁଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.