Daily news update , Real odisha local news

ଏପରି କିଛି ଭୁଲ୍ ପାଇଁ ( ଯାଆଁଳା ଛୁଆ ) ଜନ୍ମ ହୋଇଥାଏ | ଏହି ଭୁଲ୍ କରୁଛିକି ? ନିଶ୍ଚୟ ଦେଖନ୍ତୁ

0 20,349

ବନ୍ଧୁମାନେ ବିବାହ ପରେ ପିଲାଟିଏ ସମସ୍ତେ ଚାହିଁଥାନ୍ତି କିନ୍ତୁ ବହୁତ ସମୟରେ କଣ ହୁଏ କି ଗୋଟିଏ ପିଲା ଜାଗାରେ 2ଟି ବା ଅଧିକ ପିଲା ଜନ୍ମ ହେଇଥାନ୍ତି ।ତେବେ ଆପଣ ବହୁତ ସମୟରେ ଦେଖିଥିବେ ଦୁଇଟି ପିଲା ଯାଆଁଳା ପିଲାଙ୍କୁ ଯେଉଁମାନେ ଦେଖି ଏକା ପରି ହେଇଥାନ୍ତି ।ଆଉ କେତେବେଳେ ସେହି ପିଲା ଦୁଇଟି ଅଲଗା ଅଲଗା ବି ହେଇଥାନ୍ତି ।ତେବେ ଯାଆଁଳା ପିଲା କାହିଁକି ଜନ୍ମ ହେଇଥାନ୍ତି କଁ ରହିଛି ଏହା ପଛର କାରଣ ସେ ବିଷୟରେ ଆମେ ଆଜି ପୁରା ସତ କଥା ଜଣେଇବୁ ।

ତେବେ ଯାଆଁଳା ପିଲା ଜନ୍ମ ହେଲେ ସମସ୍ତଙ୍କ ଘରେ ଖୁସି ଦୀଗୁଣା ହେଇଯାଏ କିନ୍ତୁ ଏମିତି ପିଲା କାହିଁକି ଜନ୍ମ ହୁଅନ୍ତି ।ତେବେ ଗାଁ ଗହଳିରେ କହନ୍ତି କି କାଳେ ଯୋଡ଼ା ଫଳ ଆଦି ଖାଇଲେ କୁଆଡେ ଯାଆଁଳା ପିଲା ଜନ୍ମ ହୁଅନ୍ତି ।ହେଲେ ଏହା ସମ୍ପୁର୍ଣ୍ଣ ମିଛ କଥା ଅଟେ, ତେବେ ବିଜ୍ଞାନ ଅନୁସାରେ ଯାଆଁଳା ପିଲା ହେବା ପଛରେ ମାଆ ର କିଛି ଭୁଲ ରହିଥାଏ ।

ତେବେ ଗର୍ଭବତୀ ହେବା ପରେ ବା ପୂର୍ବରୁ ନାରୀ ମନେ ଏମିତି କିଛି ଭୁଲ କରିଥାନ୍ତି ଯାହାର ପରିଣାମ ଯାଆଁଳା ପିଲା ଜନ୍ମ ହୁଅନ୍ତି ।ତେବେ ମାଆ ମାନେ କରୁଥିବା ସେହି ଭୁଲ ଗୁଡ଼ିକ କଣ ଆସନ୍ତୁ ଜାଣିବା ।

-ତେବେ ଗର୍ଭବତୀ ଥିବା ବେଳେ ଯଦି ମହିଳା ମାନେ ଗର୍ଭପାତ କରିବା ପାଇଁ କିଭି ଔଷଧ ଖାଇଥାନ୍ତି ତେବେ ସେତେବେଳେ ଶରୀରରେ ଫଳିକାଲ ସିମଳାଇଟିଂ ହରମୋନ ର ମାତ୍ର କମିଯାଇଥାଏ । ଶୁକ୍ରାଣୁ ଭାଙ୍ଗି ଯାଇ 2ଖଣ୍ଡ ହେଇଯାଏ ଆଉ ସେତେବେଳେ ଯାଆଁଳା ପିଲା ହେବାର ସମ୍ଭାବନା ଥାଏ ।

-ଯଦି କୋଉ ମହିଳାଙ୍କ ର ପରିବାର ରେ ପୂର୍ବରୁ କାହାର ଯାଆଁଳା ପିଲା ଜନ୍ମ ହେଇଥାନ୍ତି ତେବେ ସେହି ମହିଳା ଙ୍କର ଯାଆଁଳା ପିଲା ହେବାର ସମ୍ଭାବନା ରହିଥାଏ ।

-ଯେଉଁ ମହିଳା ମାନେ ଅଧିକ ନନଭେଜ ଖାଇବାକୁ ପସନ୍ଦ କରନ୍ତି ଆଉ ସେମାନେ ମୋଟା ହେବା ସହିତ ଅଧିକ ଉଚ୍ଚତା ଯୁକ୍ତ ହେଇଥିଲେ ବି ସେମାନଙ୍କ ର ଯାଆଁଳା ପିଲା ଜନ୍ମ ହେବାର ସମ୍ଭାବନା ରହିଥାଏ ।କାରଣ ସେମାନଙ୍କ ହରମୋନ ରେ ବହୁତ ସମୟରେ ପରିବର୍ତ୍ତନ ଦେଖାଯାଏ ।

-ଯେଉଁ ମହିଳା ମାନଙ୍କ ର ଆଗରୁ 2ଟି ବା 3ଟି ପିଲା ଥିବେ ତେବେ ସେମାନଙ୍କ ପାଖରେ ବି ଯାଆଁଳା ପିଲା ଜନ୍ମ ହେବାର ସମ୍ଭାବନା ରହିଥାଏ ।କାରଣ ସେମାନଙ୍କ ଶରୀରରେ ଅଧିକ ଅଣ୍ଡାକୋଷ ନିର୍ମିତ ହେବାର କ୍ଷମତା ଅଧିକ ହେଇଥାଏ ଆଉ ସେହି ଅଣ୍ଡାକୋଷ ଗୁଡିକ ସୁରକ୍ଷିତ ବି ରହିଥାଏ ।

-ସବୁଠାରୁ ବଡ଼ କାରଣ ହେଉଛି ଯାଆଁଳା ପିଲା ଜନ୍ମ ହେବା ପଛରେ ତାହା ହେଉଛି ମାଆ ରହୁଥିବା ସ୍ଥାନର ଜଳବାୟୁ ।ତେବେ ଜାଣି ରଖନ୍ତୁ ଆଫ୍ରିକାରେ ଅଧିକ ଯାଆଁଳା ପିଲା ଜନ୍ମ ହେବା ପଛରେ ସେଠାକାର ଜଳବାୟୁ କାରଣ ଅଟେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.