ଚଳନ୍ତା ବସରେ ଡ୍ରାଇଭରଙ୍କୁ ଆସିଲା ହୃଦଘାତ, ରାଜରାସ୍ତାରେ ଘଟିଗଲା ମୃତ୍ୟୁର ତାଣ୍ଡବ!, ଭିଡ଼ିଓ ହେଲା ଭାଇରାଲ…କେତେ ଭୟଙ୍କର ଥିଲା ସେହି ସମୟର ଦୃଶ୍ୟ
ବନ୍ଧୁଗଣ ବର୍ତ୍ତମାନ ଆମେ ଟେକ୍ନୋଲୋଜି ତଥା ସୋସିଆଲ ମିଡ଼ିଆ ସହ ବେଶ ଜଡିତ ଅଟୁ। ଏବଂ ବର୍ତ୍ତମାନ ର ଦୁନିଆଁ ରେ ସୋସିଆଲ ମିଡ଼ିଆ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି। ତେବେ ଏହି ମିଡ଼ିଆ ସାହାଯ୍ୟ ରେ ଆମେ ସମସ୍ତ ଖବର ବିଷୟରେ ଜାଣିପାରୁ।
ତେବେ ଏହି ସୋସିଆଲ ମିଡ଼ିଆ ମାଧ୍ୟମରେ ଆପଣ ଏହିପରି ଅନେକ ଭିଡ଼ିଓ ଦେଖିଥାଉ କିଛି ରେ ଆମେ ଜ୍ଞାନ ଆହରଣ କରିଥାଉ ତ ଆଉ କେତେକ ରେ ମଜା ମସ୍ତି। ମାତ୍ର କେବେ କେବେ ସୋସିଆଲ ମିଡ଼ିଆ ରେ ଏହିପରି କିଛି ଭିଡିଓ ଆମ ଆଗକୁ ଆସିଯାଇ ଥାଏ ଯାହାକୁ ଦେଖିଲେ ଆମେ ଆଶ୍ଚର୍ଯ୍ୟ ଚକିତ ହୋଇଯାଉ ଏବଂ ଏହିପରି ଘଟଣା କେବେ ବି ନହେଉ ବୋଲି ପ୍ରାର୍ଥନା କରିଥାଉ।
ତେବେ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଏହିପରି ଏକ ଘଟଣା ଦେଖିବା କୁ ମିଳିଛି ଯାହା ସମସ୍ତ ଙ୍କୁ ଆବାକ କରିବା ସହ ବିଚଳିତ ମଧ୍ୟ କରି ଦେଇଛି। ତେବେ ଘଟଣା ଟି କିଛି ଏହିପରି ରହିଛି ଜଣେ ମେଟ୍ରୋ ବସ ଚାଳକ ଙ୍କ ର ବସ ଚଳାଉ ଥିବା ସମୟ ରେ ତାଙ୍କୁ ହୃଦଘାତ ଆସିଥିଲା। ଆଉ ସେ ବସ ଚଲେଇବା ମଧ୍ୟରେ ହିଁ ଟଳି ପଡି ମୃତ୍ୟୁ ବରଣ କରିଥିଲେ। ତେବେ ଆପଣ ଭାବନ୍ତୁ କି କିପରି ପରିସ୍ଥିତି ସୃଷ୍ଟି ହୋଇଥିବ ସେହି ସ୍ଥାନ ରେ। ତେବେ ସମ୍ପୂର୍ଣ୍ଣ ଘଟଣା ଟି ବିଷୟ ରେ ଜାଣିଲେ ଚକିତ ହୋଇଯିବେ।
ତେବେ ଘଟଣା ଟି ହେଉଛି ମଧ୍ୟପ୍ରଦେଶ ର ଗୋହରପୁର ଠାରେ ଯେଉଁ ଠାରେ ଜଣେ ମେଟ୍ରୋ ବସ ର ଡ୍ରାଇଭର ଗତ ୨୫ ତାରିଖ ରେ ଗୋହରପୁର ରାସ୍ତା ଉପରେ ବସ ଚଳାଉ ଥିବା ସମୟ ରେ ହଠାତ ତାଙ୍କୁ ହାଟ ଆଟାକ ଆସି ଥିଲା। ଏବଂ ସେ ସେହିପରି ବସ ଚଳନ୍ତା ଅବସ୍ଥା ରେ ଟଳି ପଡ଼ିଥିଲେ। ଆଉ ତାଙ୍କର ମୃତ୍ୟୁ ହୋଇଥିଲା। ତେବେ ଯେହେତୁ ବସ ଟି ଚଳନ୍ତା ଅବସ୍ଥା ରେ ଥିଲା ତେଣୁ ଵସ ଟି ବହୁତ ଆଗ କୁ ନିୟନ୍ତ୍ରଣ ହରାଇ ମାଡି ଯାଇଥିଲା।ଯାହା ଫଳରେ ସେଠାରେ ପରିସ୍ଥିତି ସଙ୍ଗିନୀ ହୋଇଥିଲା।
this video is really scary
A major road accident took place in Jabalpur, the driver suffered a heart attack in a moving bus, 2 people including the bus driver died on the spot #jabalpur #Accident@NavPMishra pic.twitter.com/gi2uJQjLT0
— Harshit Mishra (@00HarshitMishra) December 3, 2022
ତେବେ ପ୍ରତ୍ୟକ୍ଷ ଦର୍ଶୀ ମାନେ ମଧ୍ୟ ଏହି ଦୃଶ୍ୟ କୁ ଦେଖି ଆଚମ୍ବିତ ହୋଇ ଯାଇଥିଲେ। ତେବେ ବସ ଟି ନିୟନ୍ତ୍ରଣ ହରାଇ ଆଗକୁ ମାଡି ଯିବା କାରଣ ରୁ ଅନ୍ୟ ଜଣେ ବ୍ୟକ୍ତି ଙ୍କ ର ମୃତ୍ୟୁ ହେବା ସହ ଅନ୍ୟ ୧୦ ରୁ ଉର୍ଦ୍ଧ ଲୋକେ ଗୁରୁତର ଆହାତ ହୋଇଥିବା ସୂଚନା ରହିଛି। ତେବେ ପରେ ସେହି ଡ୍ରାଇଭର ଙ୍କୁ ହସ୍ପିଟାଲ କୁ ଚିକିତ୍ସା ପାଇଁ ନେଇଥିବା ବେଳେ ଡାକ୍ତର ସ୍ପଷ୍ଟ କରିଛନ୍ତି କି , ଡ୍ରାଇଭର ଙ୍କ ର ହୃଦଘାତ ରେ ମୃତ୍ୟୁ ହୋଇଛି ବୋଲି। ତେବେ ଏହା ପ୍ରଥମ ଘଟଣା ନୁହେଁ ପୂର୍ବରୁ ଏହିପରି ଘଟଣା ମଧ୍ୟ ଦେଖିବା କୁ ମିଳିଥିଲା। ତେବେ କିନ୍ତୁ ଏହି ଘଟଣା ଟି କୁ ନେଇ ବେଶ ଚର୍ଚ୍ଚା ଚାଲିଛି ବର୍ତ୍ତମାନ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।