Daily news update , Real odisha local news

ଚ୍ୟାଲେଞ୍ଜ ! ମାତ୍ର ଗୋଟିଏ ଦିନରେ ମୁହଁର ସବୁ ଦାଗ ହୋଇଯିବ ଗାଏବ ମୁହଁ ହୀରା ଭଳି ଚମକିବ – Beauty Tips

0 3,595

ନାରୀ ସୁନ୍ଦର ଚେହେରା ପ୍ରତି ସବୁବେଳେ ଲୋଭ ଥାଏ, ଆଉ ନିଜ ଫେସକୁ ସୁନ୍ଦର କରିବା ପାଇଁ ଆପଣ ବହୁତ କିଛି କରିଥାନ୍ତି।ତେବେ ଆପଣଙ୍କ ହାତ ପାହାନ୍ତାରେ ଏମିତି କିଛି ରହିଛି ଯାହାକୁ ବ୍ୟବହାର କଲେ ଆପଣ ଗୋଟିଏ ଦିନ ଭିତରେ ପାଇପାରିବେ ସୁନ୍ଦର ମଖମଲ ଚେହେରା।ଏହା ବ୍ୟତୀତ ଏହି ଯଦି ଫେସରେ କିଛି ଦାଗ ବା ବ୍ରଣ ଥିବ ତେବେ ତା ବି ଦୂର ହେବ ।ତେବେ ଏବେ ଆପଣ ନିଶ୍ଚୟ ଜାଣିବାକୁ ଚାହୁଁଥିବେ କଣ ସେହି ଉପାୟ ଆଉ କେମିତି ଏହାର ବ୍ୟବହାର କରିବେ ।ତେବେ ଆସନ୍ତୁ ସେ ବିଷୟରେ ଭଲକରି ଜାଣିବା ।

ରିମେଡି ପାଇଁ ଆବଶ୍ୟକ ସାମଗ୍ରୀ:-

-ଆଳୁ
– ଦହି
-ଚାଉଳ ଗୁଣ୍ଡ
-କ୍ଷୀର
-ଆଲୋବେରା
– ଗ୍ଲିସେରିନ
-ମୁଲତାନୀ ମାଟି
-ମହୁ

ରିମେଡି ର ପ୍ରସ୍ତୁତି ଓ ବ୍ୟବହାର:-

-ତେବେ ପ୍ରଥମେ ଗୋଟିଏ ମିଡ଼ିୟମ ସାଇଜର ଆଳୁ ନିଅନ୍ତୁ ଆଉ ତାକୁ ଧୋଇ ଚୋପା ଛଡେଇ ଦିଅନ୍ତୁ ।ଏବେ ସେହି ଆଳୁ କୁ ଛୋଟ ଛୋଟ କରି କାଟି ଗ୍ରାଣ୍ଡିଂ କରିନିଅନ୍ତୁ, ଏବେ ସେହି ପେଷ୍ଟ କୁ କପଡ଼ାରେ ଚିପୁଡି ଆଳୁ ରସ ବାହାର କରନ୍ତୁ ।ଏବେ ସେହି ଆଳୁ ରସ କେମିତି ବ୍ୟବହାର କରିବେ ଆସନ୍ତୁ ଜାଣିବା ।

  ଫେସ କ୍ଲିଞ୍ଜୋର:-

ଫେସ କ୍ଲିଞ୍ଜୋର ଆପଣ ପ୍ରଥମେ କିଛି ଦହି ନିଅନ୍ତୁ ଆଉ ସେଥିରେ କିଛି ଆଳୁ ରସ ମିଶାନ୍ତୁ ।ଏହାପରେ ସେହି ପେଷ୍ଟ କୁ ନେଇ ନିଜ ଫେସରେ ଭଲ କ୍ତି ଲଗାନ୍ତୁ, ଟ୍ରବେ ଲଗାଇବାର କିଛି ସମୟ ପରେ ଏକ ସୂତା କପଡ଼ାରେ ଫେସ କୁ ପୋଛି ଦିଅନ୍ତୁ ।

ଫେସ ସ୍କ୍ରଵ:-

ତେବେ ଫେସ ସ୍କ୍ରଵ ତିଆରି ପାଇଁ ଆପଣ ପ୍ରଥମେ କିଛି ଚାଉଳ ଗୁଣ୍ଡ ନିଅନ୍ତୁ ତେବେ ସେଥିରେ ଆବଶ୍ୟକ ମୁତାବକ କ୍ଷୀର ମିଶାନ୍ତୁ ।ଏହାପରେ ସେଥିରେ କିଛି ଆଳୁ ରସ ପକାଇ ଏକ ପେଷ୍ଟ ତିଆରି କରନ୍ତୁ ।ଏହାପରେ ସେହି ପେଷ୍ଟ ରୁ ସ୍ୱଳ୍ପ ନେଇ ନିଜ ଫେସରେ ଲଗାନ୍ତୁ ଆଉ ଫେସକୁ କିଛି ସମୟ ସ୍କର୍ବ କରନ୍ତୁ ତାପରେ ଏକ ସୂତା କପଡ଼ାରେ ଫେସ ପୋଛି ଦିଅନ୍ତୁ ।

ଫେସ ମସାଜ:-

ଫେସ ମସାଜ ତିଆରି ପାଇଁ ଆପଣ ଅଳ୍ପ ଗ୍ଲିସେରିନ ଓ ଅଳ୍ପ ଆଳୁ ରସ ନେଇ ଏକ ପେଷ୍ଟ ତିଆରି କରନ୍ତୁ ।ତାପରେ ସେହି ପେଷ୍ଟ କୁ ନେଇ ନିଜ ଫେସରେ ଭଲ ଭାବରେ ଲଗାନ୍ତୁ ଆଉ ଫେସ କୁ ମସାଜ କରନ୍ତୁ ।ଏହାପରେ ପୂର୍ବ ପରି ଏକ ସୂତା କପଡ଼ାରେ ନିଜ ମୁହଁକୁ ପୋଛି ଦିଅନ୍ତୁ ।

ଫେସ ପେକ:-

ଫେସ ପେକ ତିଆରି ପାଇଁ ଆପଣ ପ୍ରଥମେ କିଛି ମୁଲତାନୀ ମାଟି ନିଅନ୍ତୁ ସେଥିରେ ଏକ ଚାମୁଚ ମହୁ ଓ କିଛି ଆଳୁ ରଶ ମିଶାନ୍ତୁ ।ତେବେ ମିଶେଇ ଥିବା ପେଷ୍ଟ କୁ ନିଜ ଫେସର ସବୁ ଜାଗାରେ ଭଲ କରି ଲଗେଇ ନିଅନ୍ତୁ ଯେମିତି କୋଉଠି କମ ବେଶୀ ଲାଗିବ ନାହିଁ ।ଏହାପରେ ମୁହଁ ଶୁଖିଗଲେ ସୂତା କପଡ଼ାରେ ରେ ପୋଛି ଦିଅନ୍ତୁ ଆଉ ଶେଷରେ ମୁହଁରେ ମଏଶ୍ଚରାଇଜର ଲଗାଇ ପାରିବେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.