ଚାରିଆଡେ ଚହଳ ସୃଷ୍ଟି କରୁଛି ଏହି ଭିଡିଓ ଯୁବତୀଙ୍କ ଗୋଟିଏ ଜିଦ୍ ‘ମୁଁ ମୋଦୀଙ୍କୁ ବାହା ହେବି”, ତାଙ୍କୁ ଡାକ… ଆଗ ମୁଁ ତାଙ୍କୁ…’ଆପଣ…ଦେଖନ୍ତୁ VIDEO
ଦିନକୁ ଦିନ ରାଜଧାନୀ ଭୁବନେଶ୍ବର ରେ ନିଆରା ନାଟକ ଦେଖିବାକୁ ମିଳୁଛି କୋଉଠି କିଏ ବସି ଧାରଣା ଦେଲାଣି ତ ପୁଣି କିଏ ପୁଣି କାହାକୁ ମାର ଧର କଲାଣି ।ତେବେ ଏମିତି ଘଟଣା ର ରାଜଧାନୀର ନିତିଦିନିଆ ଘଟଣା ପାଲଟି ଗଲାଣି ଯାହାକୁ ଲୋକମାନେ ଦେଖି ବି ଅଣଦେଖା କରୁଛନ୍ତି ।
ତେବେ ଇଏ କିଏ ଜଣେ ମହିଳା ଯିଏ ସିଧା ପ୍ରଧାନମନ୍ତ୍ରୀ ଙ୍କ ବିଷୟରେ କହୁଛନ୍ତି, ସେ ପୁଣି ଏମିତି ସେମିତି କଥା କହୁନାହାନ୍ତି ସିଧା ପ୍ରଧାନମନ୍ତ୍ରୀ ଙ୍କୁ ବିବାହ କରିବେ କହୁଛନ୍ତି ।ଆଉ ଏହା ଛଡା ଯୁବତୀ କଣ କଣ କହୁଛନ୍ତି ଶୁଣିଲେ ହୋସ ଉଡିଯିବ ।
ତେବେ ଯୁବତୀ କହୁଛନ୍ତି “ମୁଁ ମୋଦି ବାବୁଙ୍କ ପାଇଁ ଦିନ ରାତି ଚିନ୍ତା କରେ ଆଉ ମୁଁ ମୋଦି ଙ୍କୁ ବାହା ହେବି। ଇଏ ନବୀନ ସରକାର ଆମକୁ କିଛି ଦେଲାନି ଆମ ଗରିବ ଲୋକ ଆଜ୍ଞା ଆମ କଥା କିଏ ପଚାରେ। ମୁଁ କେବଳ ମୋଦି ଙ୍କୁ ଥରେ ଦେଖା କରିବା କୁ ଚାହୁଛି , ମୋତେ ଟିକେ ଯିବାକୁ ଦିଅ ।ମୁଁ ସିଧା ଯାଇ ନବୀନ ବାବୁଙ୍କ ସହ କଥା ହେବି, ଆଉ ଏ ପୋଲିସ ପୋଷାକ ପିନ୍ଧା ଲୋକଙ୍କୁ ମୁଁ ବହୁତ ଘୃଣା କରେ ଏମାନେ ସବୁ କୁକୁର ଗୁଡାକ” ।ତେବେ ଯୁବତୀ ଏହି ପରି ଲଗାତାର ଅନେକ କିଛି କହିବା ରେ ଲାଗିଛନ୍ତି ଯେଉଁ ଥିରେ ସେ ନବୀନ ସରକାର ଙ୍କୁ ଖୁବ ଗାଳି କରୁଛନ୍ତି ।
ତେବେ ସୂଚନା ଅନୁଯାୟୀ ମହିଳା ଜଣକ ଦୁଇ ଜଣ ପୋଲିସ ଅଧିକାରୀ ଙ୍କ ପାଖରେ ପହଁଚି ଯାଇଛନ୍ତି ଆଉ ସେଠାରେ ସେ ନବୀନ ବାବୁ ଙ୍କ ପାଖକୁ ଯିବାକୁ ଚେଷ୍ଟା କରୁଛନ୍ତି ।ତେବେ ପୋଲିସ ମନେ ତାଙ୍କୁ ଅଟକାଇବାରୁ ସେ ଏମିତି ସବୁ କହି ନବୀନ ସରକାର ଙ୍କୁ ଗାଳି କରିବା ସହ ପ୍ରଧାନମନ୍ତ୍ରୀ ଙ୍କୁ ବିବାହ କରିବେ ଆଉ ତାଙ୍କୁ କେତେ ଭଲ ପାଆନ୍ତି ବୋଲି କହିବାରେ ଲାଗିଛନ୍ତି ।ପୋଲିସ ତାଙ୍କୁ ସେଠାରୁ ଯେତେ ଚାଲିଯିବାକୁ କହୁଥିଲେ ବି ସେ ବାରମ୍ବାର ଜିଦି କରି ପୁଣି ଓଲଟା ପୋଲିସ ଙ୍କୁ ବି ଗାଳି ଦେଉଛନ୍ତି ।ତେବେ ବର୍ତ୍ତମାନ ଏହି ମହିଳାଙ୍କ ର ଅଦ୍ଭୁତ ଜିଦି କରୁଥିବାର ଭିଡ଼ିଓ ସୋସିଆଲ ମେଡିଆରେ ଭାଇରଲ ହେବାରେ ଲାଗିଛି ।
ରାଜଧାନୀ ରେ ଏମିତି ଅନେକ ହାଇ ଭୋଲ୍ଟେଜ ଡ୍ରାମା ସବୁବେଳେ ଦେଖିବାକୁ ମିଳୁଛି ଏହା କିଛି ନୂଆ ନୁହେଁ ତେବେ ମହିଳାଙ୍କ ମୋଦି ଙ୍କୁ ବିବାହ କରିବା କଥା କରୁଥିବାରୁ ଭିଡ଼ିଓଟି ସୋସିଆଲ ମେଡିଆରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି ।ତେବେ ଆପଣ ବି ଏହି ଭିଡ଼ିଓ ଦେଖିଲେ ବୁଝି ପାରିବେ ମହିଳା ଜଣକ କେମିତି ନବୁଝିଲା ପରି ଲଗାତାର ଜିଦି କରୁଛନ୍ତି ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।