Daily news update , Real odisha local news

ଛାତ୍ର ଆଣିଲେ ସାଙ୍ଘାତିକ ଅଭିଯୋଗ ! ସ୍କୁଲରେ ପାଠ ନପଢେଇ ମୋବାଇଲରେ ଗପୁଛନ୍ତି ମ୍ୟାଡ଼ାମ ,କହିଲେ ପିଲାଙ୍କୁ ବାଡାଉଛନ୍ତି ମନ ଇଚ୍ଛା ସ୍କୁଲକୁ ଆସୁଛନ୍ତି…ଦେଖନ୍ତୁ video

0 176

ବନ୍ଧୁମାନେ ବର୍ତ୍ତମାନ ସୋସିଆଲ ମେଡିଆ ମାଧ୍ୟମରେ କିଛି ଏମିତି ଘଟଣା ଆଖି ଆଗକୁ ଆସୁଛି ଯାହା ଉପରେ ହୁଏତ ଖୁବ କମ ନଜର ଦିଆଯାଏ ।ତେବେ ଆମର ଦେଶର ଭବିଷ୍ୟତ ହେଉଛନ୍ତି ଛାତ୍ରଛାତ୍ରୀ ଆଉ ସେହି ଛାତ୍ରଛାତ୍ରୀ ଙ୍କୁ ଭଲ ମଣିଷ କରିବା ପାଇଁ ସ୍କୁଲ ମାନଙ୍କରେ ଉଚିତ ଶିକ୍ଷକ ମାନଙ୍କୁ ନିଯୁକ୍ତି ଦିଆଯାଇଛି ।

ତେବେ ଯଦି ସେହି ଶିକ୍ଷକ ଶିକ୍ଷୟତ୍ରୀ ମନେ ସ୍କୁଲ ଆସି ନିଜ ମନ ଇଛା କାମ କଟିବେ ତେବେ ସେତେବେଳେ ଛାତ୍ରଛାତ୍ରୀ ଙ୍କର ଭବିଷ୍ୟତ କଣ ହେବ ଆପଣ ଚିନ୍ତା କରି ପାରୁଥିବେ ।ତେବେ ବର୍ତ୍ତମାନ ଏକ ଭାଇରଲ ଭିଡ଼ିଓରେ ଦେଖିବାକୁ ମିଳିଛି ଜଣେ ସ୍କୁଲ ଶିକ୍ଷୟତ୍ରୀ ଦିନ 2ଟାରେ ଆସୁଥିବା ସହିତ ସ୍କୁଲରେ ଫୋନ ଦେଖୁଛ ଆଉ ପଚାରିବାରୁ ମେଡିଆଙ୍କୁ କହୁଛନ୍ତି ହୁ ଆର ୟୁ ।

ତେବେ ସ୍କୁଲ ଗୋଟିଏ ପବିତ୍ର ମନ୍ଦିର ପରି ଆଉ ଶିକ୍ଷକ ଶିକ୍ଷୟତ୍ରୀ ସେହି ଆଲୋକ ଯିଏ ପିଲାଙ୍କ ଭବିଷ୍ୟତ କୁ ଆଲୋକିତ କରିଥାନ୍ତି ।ଆଉ ଆଜିକାଲି ଶିକ୍ଷକ ଶିକ୍ଷୟତ୍ରୀ ଙ୍କୁ ଦେଖନ୍ତୁ ସ୍କୁଲ ଯାଉଛନ୍ତି କିନ୍ତୁ ମନ ଇଚ୍ଛା ଆଉ ସେଠାରେ ପାଠ ପଡ଼ା ନାଆରେ ସବୁକିଛି ହେଉଛି ।ତେବେ ବନ୍ଧୁମାନେ ଏହି କଥା ଆମେ ନୁହେଁ ଆଜିର ଏହି ଭିଡ଼ିଓ କହୁଛି ତେବେ ଏମିତି ଜଣେ ସ୍କୁଲ ଦିଦିଙ୍କୁ ମେଡିଆ ଆଗରେ ଧରା ପଡି ଯାଇଛନ୍ତି ।ଅକ ତାପରେ ବି ଦିଦିଙ୍କ ର ମୁହଁ ବଡ଼ ଟାଣ ନିଜ ଦୋଷ କୁ ସ୍ୱୀକାର ନକରି ମେଡିଆ ଉପରକୁ ପ୍ରଶ୍ନ କରିବାରେ ଲାଗିଛନ୍ତି ।

ପୁରା ଭିଡ଼ିଓ ଦେଖିଲେ ଆପଣ ଜାଣି ପାରିବେ ଘଟଣା କିଛି ଏମିତି ଥିଲା କି ସ୍କୁଲର ଗୋଟିଏ କ୍ଳାସ ରୁମ ଭିତରକୁ ଦିଦି ପଶିଯାଇ ତାଙ୍କୁ ଇଂଲିଶ ବହି ମାଗିଥିଲେ ।ଆଉ ଏଥିରେ ପିଲା ବହି ଆଣି ନାହାନ୍ତି ବୋଲି କହିଥିଲେ ତେବେ ସେତେବେଳେ କ୍ଲାସ ରୁମ ବାହାରେ ଥିବା ସ୍କୁଲ ଡ଼ାରେକ୍ଟର କ୍ଲାସ ରୁମ ବାହାରକୁ ବାହାର କରି ଦେଇଥିଲେ ।ଆଉ ସବୁପିଲା କ୍ଲାସ ବାହାରକୁ ବାହାରି ଆସିଥିଲେ ଏହିଠାରୁ ସବୁକିଛି ଆରମ୍ଭ ହେଇଥିଲା ।ତେବେ ଏପଟେ ପିଲା ମାନେ କହୁଛନ୍ତି କି ଦିଦି ବିଜ୍ଞାନ ବହି ମାଗିଥିଲେ ଇଂଲିଶ ବହି ନୁହେଁ ।ଆଉ ସ୍କୁଲରେ ରୁଟିଂ କି ସିଲାବସ କିଛି ଦିଆଯାଇନି ତ ଆମେ ଜାଣି ନାହୁଁ କୋଉଦିନ କୋଉ ବହି ଆଣିବୁ ।

ଛାତ୍ରଛାତ୍ରୀ ଏହା ବି କହିଛନ୍ତି କି ଦିଦି ସବୁଦିନ ଡେରିରେ ସ୍କୁଲ ଆସନ୍ତି ଆଉ କ୍ଲାସ ଭିତରେ ମୋବାଇଲ ଦେଖନ୍ତି ପାଠ ପଡ଼ାନ୍ତି ନାହିଁ ଆଉ କିଛି କହିଲେ ଅଭିଭାବକ ଙ୍କୁ ଗାଳି କରନ୍ତି ।ତେବେ ଏମିତି ସବୁ ଘଟଣା ନୀତିଦିନ ଘଟୁଥିଲା କିନ୍ତୁ ଆଜି ଯେତେବେଳେ ମେଡିଆ ଆଗରେ ଏହି ସବୁ ସତ ସମ୍ନାକୁ ଆସିଗଲାରୁ ମେଡିଆ ଦିଦିଙ୍କୁ ପ୍ରଶ୍ନ କରିବାରୁ ସେ ମେଡିଆଙ୍କୁ କହୁଛନ୍ତି ହୁ ଆର ୟୁ ।ଆଉ ମେଡିଆ ନାଁରେ ଆଜି କେସ କରିବେ ଧମକ ଦେଉଛନ୍ତି, ତେବେ ଆପଣ ଏହି ଦିଦି ଙ୍କୁ ଦେଖି ଜାଣି ପାରୁଥିବେ ସେ ସ୍କୁଲରେ କଣ କରନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.