ଛିଃ.. ଛିଃ.. ପୁଣି ଓଡ଼ିଶାରେ ଲଜ୍ୟା ! ଶେଷରେ ନିଜ ସ୍ୱାର୍ଥ ପାଇଁ ଗୋବର ଲିପିଲା ଭଳି ନିଜ ଝାଡାକୁ ଟ୍ରେନ ସିଟ୍ ରେ ଲିପି ଦୁର୍ବୁତ୍ତ,କଲା ଏମିତି – ଦେଖନ୍ତୁ VIDEO
ବନ୍ଧୁମାନେ ସୋସିଆଲ ମେଡିଆରେ ବିଭିନ୍ନ ପ୍ରକାରର ଭାଇରଲ ଭିଡ଼ିଓ ଆମେ ଦେଖିଥାଉ କିନ୍ତୁ ବେଳେ ବେଳେ କିଛି ଭିଡ଼ିଓ ଦେଖିଲେ ଖୁବ ଆଶ୍ଚର୍ଯ୍ୟ କରିଥାଏ ।ହଁ ବନ୍ଧୁମାନେ ଆଜିର ଏହି ଭିଡ଼ିଓ କୁ ଦେଖୁ ନାହାଁନ୍ତି ଭିଡିଓଟି କେମିତି ସମସ୍ତଙ୍କୁ ଝଟକା ଦେଉଛି ।ତେବେ ଏହି ଭିଡ଼ିଓରେ କିଛି ନଜର ଆସିଛି ଯାହା ହୁଏତ ନଦେଖିଲେ ଆପଣ ବିଶ୍ୱାସ କରିପାରିବେ ନାହିଁ ।
ତେବେ ଜଣେ ଯୁବକ ଆର. ପି. ଏଫ ଅଫିସର ଙ୍କୁ ଡରାଇବା ପାଇଁ ଟ୍ରେନ ସିଟରେ ନିଜ ଝାଡା କୁ ପୁରା ଗୋବର ଲିପିଲା ପରି ଲିପି ଦେଇଛନ୍ତି ।ତେବେ ଘଟଣା ଟି କେମିତି କଣ ଘଟିଛି ଆସନ୍ତୁ ସେ ଉପରେ ନଜର ଦେବା ।
ତେବେ ବର୍ତ୍ତମାନ ସମୟରେ ଲୋକମାନେ ନିଜର ସ୍ୱାର୍ଥ ଓ ଖୁସି ପାଇଁ କିଛି ବି କାମ କରି ଯାଉଛନ୍ତି ।ତେବେ ଆଜିର ଘଟଣା ବି କିଛି ଏମିତି ଥିଲା, ତେବେ ଗଞ୍ଜାମ ଜିଲ୍ଲାର ପୁରୁଷୋତ୍ତମ ନାୟକ ନାମକ ଯୁବକ ଯିଏ ଟ୍ରେନ ରେ ଝାଡା ଯାଇଥିଲେ ଆଉ ତାପରେ ସେହି ଝାଡ଼ାକୁ ଟ୍ରେନ ସିଟ ରେ ଲେପି ଦେଇଛନ୍ତି ।ତେବେ ଏହି ଘଟଣା କୁ ଯିଏ ବି ଦେଖୁଚି ସେ ଛିଃ ଛିଃ କରୁଛନ୍ତି ।ତେବେ ଅନ୍ୟପଟେ ଯୁବକ ଜଣକ ଏମିତି ସେ କାହିଁକି କରିଛନ୍ତି ଜାଣିଲେ ଝଟକା ଲାଗିବ, ତେବେ ଏମିତି ଅଭଦ୍ରାମି କରି ସେ କୁଆଡ଼େ ଆର. ପି. ଏଫ ଅଫିସର ଙ୍କୁ ଡରାଇ ପାରିବେ ।
ତେବେ ଯୁବକ କାରନାମା ଏତିକିରେ ଥମି ନାହିଁ ବରଂ ସେ 10 ଟଙ୍କିଆ ଵା 20 ଟଙ୍କିଆ ନୋଟରେ ଖରାପ ଭାଷା ଲେଖି ଆର. ପି. ଏଫ ଅଫିସର ଙ୍କୁ ଗାଳି କରିଛନ୍ତି ଓ ସେହି ନୋଟ କୁ ଟ୍ରେନ ରେ ଚାରି ଆଡ଼େ ଫିଙ୍ଗିଥିଲେ ।ଆଉ ଏହିସବୁ ସେ କର୍ଣ୍ଣଡ଼ ଫ୍ଲିମ ରୁ ଦେଖି ଶିଖିଛନ୍ତି କାରଣ କର୍ଣ୍ଣଡ଼ ଫ୍ଲିମରେ ପୁନିତ ରାଜ କୁମାର ଏମିତି କାମ କରିଛନ୍ତି ।ତେବେ ବନ୍ଧୁମାନେ ଏହି ସବୁ ଘଟଣା ଭୁବନେଶ୍ୱର, ପୁରୀ ଓ ବିଶାଖାପାଟଣା ଟ୍ରେନ ରେ ଘଟିଥିଲା ।ତେବେ ଯୁବକଙ୍କ ଏମିତି ଭାବରେ ରାଗ ବାହାର କରିବାର ଦେଖି ଖୁବ ଖରାପ ଲାଗୁଥିବା ବେଳେ ଏଥିରେ କିନ୍ତୁ ତାଙ୍କୁ କିଛି ଫରକ ପଡୁନାହିଁ ।
ତେବେ ଏହିପରି ଏକ ଘଟଣା ଏବେ ସୋସିଆଲ ମେଡିଆରେ ଖୁବ ଭାଇରଲ ହେଉଥିବା ବେଳେ ଏହି କାମ କରିଥିବା ଯୁବକ ଙ୍କ ପତା ମିଳୁ ନଥିଲା ।ତେବେ ବହୁତ କଷ୍ଟରେ ରେଲୱେ ପୋଲିସ ସେହି ବ୍ୟକ୍ତି ଙ୍କୁ ଖୋଜାଖୋଜି କରି ନିଜ ହେପାଜତ ରେ ନେଇଛନ୍ତି ।ତେବେ ଆପଣ ଯୁବକ ଙ୍କ ଏମିତି ଏକ କାଣ୍ଡ କୁ ଦେଖି କଣ ମତ ରଖିବେ ନିଶ୍ଚୟ ଜଣାନ୍ତୁ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।