ଛିଃ…ଛିଃ…ଲଜ୍ୟା – Kiss କଲା ରଞ୍ଜନ ଆମ ଦୁଇ ଭଉଣୀଙ୍କୁ ଟାଣିନେଇ ଘରେ ପୂରାଇ ଭିତରୁ କବାଟ ବନ୍ଦକରି ଡ୍ରେସ୍ ଖୋଲିଲେ,ଆଉ ତାପରେ କଲେ ଏମିତି…ଦେଖନ୍ତୁ Viral ଭିଡ଼ିଓ ଟିକୁ….
ବର୍ତ୍ତମାନର ଏହି 21st ସେଞ୍ଚୁରୁରେ ବିଶ୍ଵ ର ପ୍ରାୟ ସମସ୍ତ ଦେଶ ନିଜକୁ ଏକ ବିକାଶର ପଥରେ ଗତି କରିବାରେ ଲାଗିଛି। କିନ୍ତୁ ବର୍ତ୍ତମାନ ର ଏହି ଅତ୍ୟାଧୁନିକ ତଥା ଟେକନୋଲୋଜି ର ଦୁନିଆଁ ରେ ନାରୀ ମାନଙ୍କ ପ୍ରତି କେଉଁଠି ବି ଅର୍ଥାତ କୌଣସି ବି ଦେଶ ରେ ନାରୀ ମାନେ ସୁରକ୍ଷିତ ନୁହଁନ୍ତି ।
ଘରେ ବାହାରେ , ଅଫିସ ରେ କିମ୍ବା ଶିକ୍ଷା ଅନୁଷ୍ଠାନ ରେ କେଉଁଠି ବି ସେ ନିଜକୁ ସୁରକ୍ଷିତ ମନେ କରି ପାରେ ନାହିଁ ସବୁଠି ତା ଉପରେ ଥାଏ ଖରାପ ନଜର। ତେବେ ବର୍ତ୍ତମାନ ଏହିପରି ଏକ ଘଟଣା ବିଷୟ ରେ ଆମେ ଆପଣ ଙ୍କୁ ଜଣେଇବୁ ଯାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ।
ତେବେ ଏହିଭଳି ଏକ ଘଟଣା ଦେଖିବା କୁ ମିଳିଛି ଭଦ୍ରକ ଜିଲ୍ଲା ର ଯେଉଁ ଠାରେ ସାଧାରଣ ପିଲାଙ୍କ ମଧ୍ୟରେ ବିଦ୍ୟାଳୟ ରେ ହୋଇଥିବା ଝଗଡା କୁ ନେଇ ଦୁଇ ଜଣ ନାବାଳିକା ଭଉଣୀ ଙ୍କୁ ସେହି ଗ୍ରାମ ର ଜଣେ ଯୁବକ ବଳାତ୍କାର କରିଛନ୍ତି। ତେବେ ନିଶ୍ଚିତ ଭାବରେ ଏହା ଏକ ଅତ୍ୟନ୍ତ ଲଜ୍ୟା ଜନକ ଘଟଣା , ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘଟଣା ଟି ବିଷୟ ରେ। ତେବେ ଘଟଣା ଟି ହେଉଛି ଭଦ୍ରକ ଜିଲ୍ଲା ର , ତେବେ ଗତକାଲି ବିଦ୍ୟାଳୟ ରେ ଦୁଇ ଜଣ ପିଲାଙ୍କ ମଧ୍ୟରେ ପାଟି ତୁଣ୍ଡ ହୋଇଥିଲା।
ତେବେ କିନ୍ତୁ ଏହି ଛୁଆ ଙ୍କ ଝଗଡା କୁ ବିଦ୍ୟାଳୟ ରେ ହିଁ ଜଣେ ଶିକ୍ଷୟତ୍ରୀ ସମାଧାନ କରି ଦେଇଥିଲେ। ।ମାତ୍ର ଜଣ ଛାତ୍ରୀ ଙ୍କ ର ମା ବାପା ତଥା ସେହି ଗ୍ରାମ ର ଉମା ଓ ରଞ୍ଜନ ଏହି ଘଟଣା କୁ ନେଇ ଅନ୍ୟ ଛାତ୍ରୀ ଙ୍କ ଘରେ ପଶି ଥିଲେ। ତେବେ ସେଠାରେ ସେମାନେ ସେହି ଛାତ୍ରୀ ଙ୍କ ମା ଙ୍କୁ ଗାଳି କରିବା ସହ ପିଟି ଥିଲେ। ଯାହାକୁ ଦେଖି ତାଙ୍କ ର ଦୁଇ ଝିଅ ମା ଙ୍କ ପାଖକୁ ଆସିଥିଲେ ଆଉ ମା ଙ୍କୁ ବଞ୍ଚେଇବା କୁ ଚେଷ୍ଟା କରିଥିଲେ।ମାତ୍ର ସେହି କର୍ଧିତ ଯୁବକ ଜଣଙ୍କ ଦୁଇ ଝିଅ ଙ୍କୁ ବି ଛାଡି ନଥିଲା।
ସେ ଦୁଇ ଭଉଣୀ କୁ ମାରିବା ଓ ଗାଳି କରିବା ସହ ଘର ଭିତର କୁ ଟାଣି ନେଇ ତାଙ୍କୁ ଖରାପ ବ୍ୟବହାର ସହ ତାଙ୍କର ଡ୍ରେସ ଖୋଲି ତାଙ୍କୁ ବଳାତ୍କାର କରିଥିଲା। ତେବେ ଏହି ସବୁ ଗ୍ରାମ ଲୋକେ ଦେଖୁଥିଲେ ମାତ୍ର କେହି କିଛି କହୁ ନଥିଲେ ସେହି ଲୋକ ଭୟ ରେ। ତେବେ ବର୍ତ୍ତମାନ ଏହି ଘଟଣା କୁ ନେଇ ମା ଓ ଦୁଇ ଝିଅ ଥାନା ରେ ଅଭିଯୋଗ କରିଛନ୍ତି। ତେବେ ସାମାନ୍ୟ ପିଲାଙ୍କ କଥା କୁ ନେଇ ଦୁଇ ଭଉଣୀ ଙ୍କୁ ବଳାତ୍କାର କରିବା ନିଶ୍ଚିତ ଭାବରେ ଏକ ଘୃଣ୍ୟ ଘଟଣା ଅଟେ। ତେବେ ଉକ୍ତ ଯୁବକ ଙ୍କୁ କୋଠର ଦଣ୍ଡ ମିଳିବା ନିହାତି ଆବଶ୍ୟକ ଅଟେ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।