Daily news update , Real odisha local news

ଛିଃ…ଛିଃ…ଲଜ୍ୟା ମନ୍ଦିର ଭିତରେ ଯୁବତୀଙ୍କୁ KISS କଲେ ଯୁବକ,ଆଉ ତାପରେ ଯାହା ହେଲା…ଦେଖନ୍ତୁ VIRAL ଭିଡ଼ିଓ ଟିକୁ….

0 236

ବର୍ତ୍ତମାନ ର ଏହି ଅତ୍ୟାଧୁନିକ ଯୁଗ ର ଶିକାର ହୋଇ ରେ ଯୁବପୀଢ଼ି ମାନେ ଆଉ ପାଠ ପଢା ରେ ଧ୍ୟାନ ନଦେଇ ଧୀରେ ଧୀରେ ପ୍ରେମ ସମ୍ପର୍କରେ ବାନ୍ଧି ହେଉଛନ୍ତି ।ଖାଲି ଏତିକି ନୁହେଁ ଏମାନେ ପ୍ରେମ ରେ ପଡି ଏକ ପ୍ରକାର ର ଅନ୍ଧ ପାଲଟି ଯାଉଛନ୍ତି ।ଯାହା ଫଳରେ ଏହି ଯୁବ ପିଢୀ ଙ୍କୁ କଣ ଠିକ ଓ କଣ ଭୁଲ ଜାଣିପାରୁନାହାନ୍ତି ।

ପ୍ରେମରେ ପଡି ସେମାନେ ନିଜ ବାପା – ମା ଙ୍କ କଥା ଭୁଲିଯିବା ସହ ସମାଜର ସମସ୍ତ ନୀତି ନିୟମ କୁ ମଧ୍ୟ ଭୁଲିଯାଉଛନ୍ତି । ଏମାନେ ନିଜର ଜୀବନ ର ବିକାଶ କରିବାର କଥା ନ ଭାବି ଓଲଟା ନିଜ ଜୀବନକୁ ଏକ ପ୍ରକାରର ନଷ୍ଟ କରିବାରେ ଲାଗିଛନ୍ତି ।

ତେବେ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଏହିପରି ଏକ ପ୍ରେମୀ ଯୁଗଳ ଙ୍କ ଉଗ୍ର କାଣ୍ଡ ର ଭିଡ଼ିଓ ଭାଇରାଲ ହେବା ରେ ଲାଗିଛି ଯାହା କୁ ଦେଖିବା ପରେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ ଆଉ ତାଙ୍କୁ ନିନ୍ଦା କରିବେ। ତେବେ ଭିଡ଼ିଓ ଟି କିଛି ଏହିପରି ରହିଛି କି ଏକ ପ୍ରେମୀ ଯୁଗଳ ପ୍ରେମ ଲୀଳା ରେ ପଡି ଏତେ ଅମଣିଷ ପାଲଟି ଯାଇଛନ୍ତି କି , ମନ୍ଦିର ଭଳି ପବିତ୍ର ସ୍ଥାନ କୁ ମଧ୍ୟ ଛାଡୁ ନାହାନ୍ତି ଆଉ ମନ୍ଦିର ମଧ୍ୟରେ ପରସ୍ପର ସହ ଅଶୀଳ କାର୍ଯ୍ୟ ରେ ବ୍ୟସ୍ତ ରହିଛନ୍ତି। ଯାହାର ଭିଡ଼ିଓ ଟି ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଭାଇରାଲ ହେବା ରେ ଲାଗିଛି।

ତେବେ ବନ୍ଧୁଗଣ ଆପଣ ମାନେ ଦେଖୁଥିବେ କି ବର୍ତ୍ତମାନ ର ପ୍ରେମ ର ଅର୍ଥ କେବଳ ଶାରୀରିକ ଆକର୍ଷଣ ଓ ଅଶୀଳ ସମ୍ପର୍କ ।ଆଉ ନିଜର ଏହି କାମନା କୁ ପୂରଣ କରିବା ପାଇଁ ସେମାନେ କିଛି ବି କରି ନେଉଛନ୍ତି , ନୀତି ନିୟମ , ମନ୍ଦିର କି ବିଦ୍ୟାଳୟ ଏପରି କି କିଛି ପିକନିକ ପ୍ଲେସ ବି ଛାଡୁ ନାହାନ୍ତି। ତେବେ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଦେଖା ଯାଇଛି ସେଥିରେ ମଧ୍ୟ ଦେଖା ଯାଇଛି କି। ଜଣେ ଯୁବକ ଓ ଜଣେ ଯୁବତୀ ମନ୍ଦିର କୁ ଆସିଥିଲେ। ଆଉ ମନ୍ଦିର ଭିତରେ ସେମାନେ ଠାକୁର ଙ୍କୁ ପୂଜା କରିବା ପାଇଁ ନୁହେଁ ବରଂ ନିଜର ଉଦେଶ୍ୟ ରେ ଯାଇଥିଲେ।

ଆଉ କେହି ଲୋକ ନଥିବା ଦେଖି ଉଭୟ ପରସ୍ପର କୁ ଚୁମ୍ବନ କରିବା ଆରମ୍ଭ କରି ଦେଇଥିଲେ ।ମାତ୍ର ଭୁଲି ଯାଇଥିଲେ କି ମନ୍ଦିର ଗୋଟିଏ ପବିତ୍ର ସ୍ଥାନ ଅଟେ ଏବଂ ଏହା ଜନ ସାଧାରଣ ଙ୍କ ର ଅଟେ ବୋଲି। ଆଉ ଏହି ସମୟ ରେ ଜଣେ ମହିଳା ପୂଜା କରିବା ପାଇଁ ଆସିଥିଲେ ଆଉ ଏହି ଯୁବକ ଓ ଯୁବତୀ ଙ୍କୁ ଏପରି ଦେଖିବା ପରେ ସେ ତାଙ୍କ ଉପରେ ବିରକ୍ତ ହୋଇଥିଲେ। ତେବେ କେହି ଜଣେ ଏହାର ଭିଡ଼ିଓ ବନାଇ ସୋସିଆଲ ମିଡ଼ିଆ ରେ ସେୟାର କରିଛନ୍ତି। ଯାହାକି ବର୍ତ୍ତମାନ ନିଆଁ ଭଳି ଭାଇରାଲ ହେବା ରେ ଲାଗିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.