ଛିଃ.. ଛିଃ.. ପୁଣି ଓଡ଼ିଶାରେ ଲଜ୍ୟା ! ନିଜର 3 ବର୍ଷର ଛୁଆକୁ ଛାଡି ପ୍ରେମିକ ସହ ଫେ-ରାର ହୋଇଯାଇଛି ମାଆ, ଗତ 7 ଦିନ ଧରି କିଛି ବି ଖାଉନାହିଁ ଛୁଆ ” ମୋ ଛୁଆକୁ କ୍ଷୀର ଦେଇଯା…ଦେଖନ୍ତୁ video”
“ତୁ ଯୁଆଡେ ଯାଉଛୁ ଜା , ଯାହା ସହ ରହିବୁ ରହ, ଯାହା କରୁଛୁ କର ହେଲେ ମୋ ଛୁଆ କୁ ଆସି କ୍ଷୀର ଦେଇଯା। ତୁ ମୋ ଛୁଆ କୁ କ୍ଷୀର ଦେବା ପରେ ମୁଁ ତୋତେ ଏଠି ରହିବାକୁ କହିବିନି କିମ୍ବା ତୁ ରହିବାକୁ ଚାହିଁଲେ ତଡି ଦେବିନି ତୁ ମୋ ଛୁଆ କୁ କ୍ଷୀର ଦେଇ ଯା”।
ବନ୍ଧୁଗଣ ଏହା ହେଉଛି ଜଣେ ବାପ ର ହୃଦୟ ର କଥା ନିଜ ଛୁଆ ପାଇଁ , ଯେଉଁ ଛୁଆ କୁ ତାର ମା ଛାଡି ଦେଇ କୁଆଡେ ଚାଲିଯାଇଛି। ତେବେ ଘଟଣା ଟି ହେଉଛି ଯାଜପୁର ର ,ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘଟଣା ବିଷୟରେ।
ବନ୍ଧୁଗଣ ସ୍ୱାମୀ ସ୍ତ୍ରୀ ଙ୍କର ସମ୍ପର୍କ ଏକ ପବିତ୍ର ସମ୍ପର୍କ ହୋଇଥାଏ। ଆମ ପୁରାଣ ଶାସ୍ତ୍ରରେ ମଧ୍ୟ ଉଲ୍ଲେଖ ରହିଛି ସ୍ୱାମୀ ସ୍ତ୍ରୀ ମଧ୍ୟରେ ଥିବା ଏକ ପବିତ୍ର ଓ ସ୍ୱତନ୍ତ୍ର ସମ୍ପର୍କ ବିଷୟ ରେ ଯାହାକି ଅନ୍ୟ ସବୁ ସମ୍ପର୍କ ଠାରୁ ବହୁତ ବଡ଼ ହୋଇଥାଏ। ଏହା ବିଶ୍ୱାସ ,ଭଲ ପାଇବା ଏବଂ ବୁଝାମଣା ର ସଂସାର ହୋଇଥାଏ ଆଉ ଉଭୟ ଉଭୟ ଙ୍କ ପାଇଁ ନିଷ୍ଠା ଭାବ ରଖିଥାନ୍ତି। କିନ୍ତୁ ବର୍ତ୍ତମାନ ର ଟେକ୍ନୋଲୋଜି ତଥା ଆଡ଼ଭାନ୍ସ ଦୁନିଆଁ ରେ ସବୁ ଭୁଲି ଯାଉଛନ୍ତି ଏହାର ବିଶେଷତ୍ୱ। ସାମାନ୍ୟ କଥା କୁ ନେଇ ସ୍ୱାମୀ ସ୍ତ୍ରୀ କୁ ହତ୍ୟା କରୁଛି ତ କେତେବେଳେ ସ୍ତ୍ରୀ ସ୍ୱାମୀ ଙ୍କୁ ହତାଦର କରୁଛି।
ତେବେ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଏହିଭଳି ଏକ ଦମ୍ପତି ଙ୍କ ର ଭିଡ଼ିଓ ଭାଇରାଲ ହେବା ରେ ଲାଗିଛି ଯେଉଁ ଥିରେ ବୋଳି ପଡିଛି କୁନି ପିଲା ଟିଏ। ଆଉ ମହିଳା ଜଣଙ୍କ ଜଣେ ମା ହୋଇ ନିଜର କ୍ଷୀର ଖାଉଥିବା ଛୁଆ କୁ ଛାଡି ଅନ୍ୟ ପୁରୁଷ ସହ କୁଆଡେ ପଳେଇ ଯାଇଛନ୍ତି। ନିଜ ପିଲାର ଦୁଃଖ ଦେଖି ବର୍ତ୍ତମାନ ମିଡ଼ିଆ ରେ ଏହିପରି କିଛି ସ୍ୱାମୀ କହିଛନ୍ତି ଜାଣିଲେ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ। ତେବେ ଘଟଣା ଟି ହେଉଛି ଯାଜପୁର ଜିଲ୍ଲା ର। ସୂଚନାଯୋଗ୍ୟ ଯେ, ଯାଜପୁର ଜିଲ୍ଲା ର ସାମା ମୁଣ୍ଡା ୨୦୧୭ ମସିହାରେ ରଜନୀ ଙ୍କୁ ପ୍ରେମ ବିବାହ କରିଥିଲେ।
ଆଉ ବର୍ତ୍ତମାନ ତାଙ୍କର ଗୋଟିଏ ୩ ବର୍ଷ ର ପୁଅ ।ମାତ୍ର କିଛି ଦିନ ତଳେ ରଜନୀ ଓ ସାମା ଙ୍କ ମଧ୍ୟରେ ଝଗଡା ହୋଇଥିଲା ଆଉ ଏଥିରେ ରାଗି ରଜନୀ ଅନ୍ୟ ଜଣେ ପୁରୁଷ ସହ ଘରୁ ପଳେଇଛି। ତେବେ ବର୍ତ୍ତମାନ ନିଜ କୁନି ପୁଅ ର ପେଟ ର ଭୋକ ଦେଖି ସାମା କହିଛନ୍ତି କି , “ତୁ ଯୁଆଡେ ଯାଉଛୁ ଜା , ଯାହା ସହ ରହିବୁ ରହ, ଯାହା କରୁଛୁ କର ହେଲେ ମୋ ଛୁଆ କୁ ଆସି କ୍ଷୀର ଦେଇଯା। ତୁ ମୋ ଛୁଆ କୁ କ୍ଷୀର ଦେବା ପରେ ମୁଁ ତୋତେ ଏଠି ରହିବାକୁ କହିବିନି କିମ୍ବା ତୁ ରହିବାକୁ ଚାହିଁଲେ ତଡି ଦେବିନି ତୁ ମୋ ଛୁଆ କୁ କ୍ଷୀର ଦେଇ ଯା। ତେବେ ଏହି ଭିଡ଼ିଓ ଟି ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ନିଆଁ ଭଳି ଭାଇରାଲ ହେଉଛି ଏବଂ ସମସ୍ତ ଙ୍କୁ ଦୁଃଖିତ କରିଦେଇଛି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।