Daily news update , Real odisha local news

ଛି..ଛି..ସ୍ୱାମୀର ଶାରୀରିକ ସୁଖ ପାଇଁ ସ୍ତ୍ରୀ ବି ସାଜିଥିଲା ଭଉଣୀ .. ଦେଖନ୍ତୁ ଏହି VIRAL ଭିଡ଼ିଓ ଟିକୁ …

0 551

କିଛି ମୁହୂର୍ତ୍ତର ଖୁସି ଓ କେତେଟା ଟଙ୍କା ପାଇଁ ଏଠି ସ୍ୱାମୀ ସ୍ତ୍ରୀର ସମ୍ପର୍କ ରର୍ଥ ପାଲଟି ଯାଉଛି ଆଉ ସ୍ୱାମୀ ସ୍ତ୍ରୀ ସମ୍ପର୍କ ପାଲଟି ଯାଇଛି ଭାଇ ଭଉଣୀ ର ସମ୍ପର୍କ ।ତେବେ ବନ୍ଧୁମାନେ ଆମ ହିନ୍ଦୁ ଶାସ୍ତ୍ର ଅନୁସାରେ ବିବାହ କୁ ଏକ ପବିତ୍ର ବନ୍ଧନ ବଲ୍ଲୀ କୁହାଯାଏ କିନ୍ତୁ ଆଜି ରହି ସମ୍ପର୍କର ଅର୍ଥ ହିଁ କିଛି ନାହିଁ ।

ଯେମିତି କଥାରେ କୁହାଯାଏ କର୍ପୂର ଉଡି ଯାଇଛି କାନି ପଡି ରହିଛି, ଠିକ ସେହି ପରି ବିବାହ ବୋଲି ଏକ ସମ୍ପର୍କ ରହିଛି କିନ୍ତୁ ଏହାର ଅର୍ଥ ହଜି ଯାଇଛି ।ଆଜିକାଳୀ ଲୋକଙ୍କୁ କେବଳ ଗୋଟିଏ ଖୁସି ଦରକାର ସେଥିପାଇଁ ସେମାନେ ପ୍ରେମ ଓ ବିବାହ କୁ ଏକ ଖେଳ କରି ଦେଇଛନ୍ତି ।

ତେବେ ଆଜି ବି ଏମିତି ଏକ ଘଟଣା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି, କାରଣ ଏଠାରେ ଦେଖିବାକୁ ମିଳିଛି କେମିତି ସ୍ୱାମୀ ସ୍ତ୍ରୀ ମିଶି ଭାଇ ଭଉଣୀ ପାଲଟିଥିଲେ ଆଉ ଛଳନା ସ୍ୱାମୀ ଖେଳି ଚାଲିଥିଲା ସେକ୍ସ ଓ ଟଙ୍କା ର ଖେଳ ।ହଁ ବନ୍ଧୁମାନେ ଆମ ଯୁବପିଢ଼ି ଏତେ ନୀଚ ଅବସ୍ଥା କୁ ଆସି ଗଲେଣି କି ସେମାନେ ନିଜର ମାଁ ମହତ ସବୁକିଛି ଭୁଲି ସାରିଲେଣି ।ଆଉ ଆଜି ଏହି ଯୁବତୀ ବି ଯେମିତି ଏକ ମିଛ ଜଳ ଭିତରେ ଫସି ସବୁକିଛି ହରେଇ ଦେଇଛନ୍ତି ତାହା ଉପରେ ଥରେ ନିଶ୍ଚୟ ନଜର ପକାଇ ଦେଖନ୍ତୁ ।

ତେବେ ସୋସିଆଲ ମେଡିଆରେ ଜଣେ ଯୁବତୀ କହିଛନ୍ତି କି ସଞ୍ଜୀବ କୁମାର ମହାପାତ୍ର ନାମକ ଜଣେ ଯୁବକ ତାଙ୍କୁ ବହୁତ ଦିନ ଧରି ଭଲ ପାଇଁ ଆସୁଥିଲେ ।ତେବେ ସେହି ଭଲପାଇବା ଏକ ବାହାନା ଥିଲା ଯୁବତୀଙ୍କ ଠାରୁ ଟଙ୍କା ଲୁଟିବା ପାଇଁ ।ତେବେ ଏସବୁ ବିଷୟରେ ଯୁବତୀଙ୍କୁ କିଛି ଜଣା ନଥିଲା, ଯୁବକ ଜଣକ ଯୁବତୀଙ୍କୁ ଫସେଇବା ପାଇଁ ସେ ସରକାରି ଚାକିରୀ କରିଛନ୍ତି ବୋଲି କହିଥିଲେ ।ଅନ୍ୟପଟେ ନାନା ବାହାନା କ୍ତି ଯୁବତୀ ପକ୍ଷରୁ ଖୁବ ଟଙ୍କା ଲୁଟି ଚାଲୁଥିଲେ, ତେବେ ଏଥିରେ ଯୁବକ ଙ୍କ ସାଥ ଦେଇଥିଲେ ତାଙ୍କ ସ୍ତ୍ରୀ ।

ତେବେ ଯୁବତୀଙ୍କ ଖିବା ଅନୁସାରେ ଯୁବକ ବହୁତ ଆଗରୁ ବିବାହ କରି ସାରିଛନ୍ତି ଆଉନିଜ ସ୍ତ୍ରୀ କୁ ସେ ତାଙ୍କର ଭଉଣୀ ବୋଲି ପରିଚୟ ଦେଇ ଆସିଛନ୍ତି ।ତେବେ ଯେତେବେଳେ ଯୁବତୀ ଯୁବକ ଙ୍କୁ ବିବାହ କଥା କହନ୍ତି ସେତେବେଳେ ଯୁବକ କଥା ଗଦେଇ ଚାଲନ୍ତି ଆଉ ଏବେ ଦୀର୍ଘ 12 ବର୍ଷ ପରେ ଯାଇ ଯୁବତୀ ଜଣକ ଏହି ସତ ଜାଣିବା ପରେ ପୋଲିସ ର ଦ୍ୱାରସ୍ଥ ହେଇ ସେହି ସ୍ୱାମୀ ସ୍ତ୍ରୀ ବିରୋଧରେ ଅଭିଯୋଗ କରିଛନ୍ତି ।ତେବେ ଯୁବତୀଙ୍କ କହିବା ଅନୁଯାୟୀ ଯୁବକ ଜଣକ ତାଙ୍କ ଠାରୁ ପ୍ରାୟ ଦୁଇ ଲକ୍ଷ ରୁ ଅଧିକ ଟଙ୍କା ଲୁଟିଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.