Daily news update , Real odisha local news

କଲେଜ ଭିତରେ ଭଉଣୀ ସମାନ ଛାତ୍ରୀକୁ ଟୋକା ଲଗେଇ ଦେଲା କିସ୍ କହୁଛି “ଆଉ ସମସ୍ତଙ୍କ ଆଗରେ ତାର ଚଉଠି ରାତି ବି କରିବ”ଦେଖନ୍ତୁ ଭାଇରାଲ ଭିଡିଓ ଅଧିକ ରୁ ଅଧିକ ସେୟାର କରନ୍ତୁ…

0 364

ବନ୍ଧୁଗଣ ବର୍ତ୍ତମାନ ଆପଣ ଦେଖିବାକୁ ପାଉଥିବେ କି ଛାତ୍ରଛାତ୍ରୀ ମାନେ ଆଉ ଛାତ୍ର ଛାତ୍ରୀ ଭାବରେ ନାହାନ୍ତି ଏମାନେ ଏହିପରି ସବୁ କାର୍ଯ୍ୟ କରିଛନ୍ତି କଲେଜ ଓ ସ୍କୁଲ ରେ ଯାହା ବିଷୟରେ ଜାଣିଲେ ଆପଣ ମାନେ ମୁଣ୍ଡ ରେ ହାତ ଦେବେ।

ତେବେ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଏହିପରି ଏକ ଭିଡ଼ିଓ ନିଆଁ ଭଳି ଭାଇରାଲ ହେବା ରେ ଲାଗିଛି ଯେଉଁ ଠାରେ ଜଣେ ଛାତ୍ର କଲେଜ ର ଡନ ସାଜିଛନ୍ତି ଆଉ ଜଣେ ଝିଅ କୁ ଜବରଦସ୍ତ କରି ଅନ୍ୟ ଜଣେ ପୁଅ ସହ ବିବାହ କରାଉଛନ୍ତି ଆଉ ସମସ୍ତ ଙ୍କ ଆଗରେ ତାଙ୍କୁ କିସ କରିବାକୁ ମଧ୍ୟ ବାଧ୍ୟ କରୁଛନ୍ତି।

ତେବେ ବନ୍ଧୁଗଣ ସମ୍ପୂର୍ଣ୍ଣ ଘଟଣା ଟି କିଛି ଏହିପରି ରହିଛି କି , ଘଟଣା ଟି ହେଉଛି ବ୍ରହ୍ମପୁର ର ଏକ କଲେଜ ର ଯେଉଁ ଠାରେ ଜଣେ ଛାତ୍ର କଲେଜ ରେ ଡନ ଭଳି ବୁଲୁଛନ୍ତି ଆଉ ସେ କାହାକୁ ବି ଖାତର କରୁ ନାହାନ୍ତି। ଆଉ ସେହି ଛାତ୍ର ଜଣଙ୍କ ଅନ୍ୟ ଜଣେ ଛାତ୍ର ଙ୍କ ବିବାହ କରିବା ପାଇଁ କଲେଜ କୁ ଆସିଛନ୍ତି ।ଏବଂ କଲେଜ କ୍ୟାମ୍ପସ ବାହାରେ କଲେଜ ରୁ ସେହି ପୁର ର ସାଙ୍ଗ ପସନ୍ଦ କରୁଥିବା ଝିଅ କୁ ଜବରଦସ୍ତ ଡାକିକି ଆଣିଛନ୍ତି ଆଉ ତା ସାଙ୍ଗରେ ଅନ୍ୟ ଛାତ୍ର ଓ ଛାତ୍ରୀ ମାନେ ମଧ୍ୟ ସେଠାରେ ଉପସ୍ଥିତ ରହିଛନ୍ତି।

ତେବେ ସମସ୍ତ ଙ୍କ ଆଗରେ ସେହି ଦାଦା ଛାତ୍ର ଜଣଙ୍କ କହୁଛନ୍ତି କି , କେହି ମୋର କିଛି କରିପାରିବେ ନାହିଁ ମୁଁ କଲେଜ ର ମାଲିକ। ଯାଉ ପରେ ମୋର ୫୦୦ ଟଙ୍କା କିନ୍ତୁ ଆଜି ମୋ ସାଙ୍ଗ ର ବାହାଘର ଏଇଠି ହବ ଆଉ ଚଉଠି ବି ଏଇଠି ହବ।ପରେ ଭିଡ଼ିଓ ରେ ଦେଖା ଯାଇଛି କି ସେହି ଛାତ୍ରୀ ଙ୍କୁ ସେଠାରେ ଜୋର କରି ବସି ରଖି ଅନ୍ୟ ଛାତ୍ର ଜଣ ଙ୍କ ତାଙ୍କୁ କିସ କରୁଛନ୍ତି ।ତେବେ ଏହି ସମୟ ରେ ସେ ଦାଦା ଛାତ୍ର ଜଣଙ୍କ ଛାତ୍ରୀ କୁ କହୁଛନ୍ତି କି ତୁ ମୋ ସାଙ୍ଗ ର ହାତ କୁ ଧରେ ଆଉ ତୁମ ମାନଙ୍କ ର ବାହାଘର ଆଜି ମୁଁ କରିଦେଲି।

ତେବେ ଏହା ପରେ ସେହି ଛାତ୍ରୀ ଙ୍କ ସହ ଅନେକ ପ୍ରକାରର ଖରାପ ବ୍ୟବହାର ମଧ୍ୟ କରିଛନ୍ତି ।ତେବେ ଏହାର ଭିଡିଓ ଟି ସୋସିଆଲ ମିଡ଼ିଆ ରେ ଭାଇରାଲ ହୋଇଥିଲା ଆଉ ଛାତ୍ରୀ ଙ୍କ ଅଭିଯୋଗ କ୍ରମେ ପୋଲିସ ଉକ୍ତ ଛାତ୍ର ଙ୍କୁ ଚିହ୍ନଟ କରି ସେମାନ ଙ୍କୁ ଗିରଫ କରି ଥାନା କୁ ନେଇଛନ୍ତି। ତେବେ ଏହି ଭିଡ଼ିଓ ଟିକୁ ଦେଖିଲେ ଆପଣ ଭାବି ପାରୁଥିବେ କି ଆଜି କାଲି ର ଛାତ୍ର ଛାତ୍ରୀ ମାନେ କେଉଁ ଭଳି ଭାବରେ ସବୁ କାର୍ଯ୍ୟ କରୁଛନ୍ତି। ତେବେ ଏହା ଆଗାମୀ ପିଢୀ ପାଇଁ ଅତ୍ୟନ୍ତ ନିନ୍ଦନୀୟ ଅଟେ। ତେବେ ଘଟଣା ଟି ଖୁବ ଚର୍ଚ୍ଚା ରେ ରହିଛି ବର୍ତ୍ତମାନ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.