ବାହାଘର ମିଛ, ଆମ ବାହାଘର ସତ ବାହାଘର ନୁହେଁ, ସେ ବାହାଘର ଥିଲା contractual agreement ମୁହଁ ଖୋଲି କହିଲେ ଅନୁଭବ ଜାଣନ୍ତୁ ସତ୍ୟତା
” ଏ ବାହାଘର ମିଛ, ଏ ସଂଖ୍ୟା ସିନ୍ଦୁର ବି ମିଛ।ଏହା ବାହାଘର ନୁହେଁ ଏହା କେବଳ ଗୋଟେ କଣ୍ଟ୍ରାକ ତେବେ ସବୁକିଛି ଜାଣି ମଧ୍ୟ ଲୋକେ ଦେଖାଣି ପାଇଁ ମୋ ପାଇଁ ବ୍ରତ ରଖିବା ର କଣ ଆବଶ୍ୟକ ରହିଛି, କଣ ଆବଶ୍ୟକ ରହିଛି ସ୍ୱାମୀ ର ସୁଖ ମନାସୀ ଉପବାସ କରିବାର”।
ବନ୍ଧୁଗଣ ଏହା ଆମେ ନୁହେଁ ଏହା କହିଛନ୍ତି ଆମ ଲୋକପ୍ରିୟ ଓଲିଉଡ ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି। ଯାହାକୁ ନେଇ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଖୁବ ଚର୍ଚ୍ଚା ଚାଲିଛି ଆଉ ଏହା ପଛରେ ଥିବା ସତ୍ୟତା ବିଷୟ ରେ ଜାଣିବା ପରେ ଆପଣ ନିଶ୍ଚିତ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ। ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ସୂଚନା ବିଷୟରେ।
ତେବେ ବନ୍ଧୁଗଣ ଆପଣ ମାନେ ଜାଣିଛନ୍ତି କି ଆମ ଓଡ଼ିଆ ସିନେମା ର ପରିଚିତ ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି ଙ୍କୁ ସମସ୍ତେ ପସନ୍ଦ କରନ୍ତି। କିନ୍ତୁ କିଛି ବର୍ଷ ହେବ ତାଙ୍କର ବୈବାହିକ ସମ୍ପର୍କ କୁ ନେଇ ବିବାଦ ରେ ରହୁଥିଲେ ଏବଂ ବର୍ତ୍ତମାନ ତାଙ୍କର ପତ୍ନୀ ଅଭିନେତ୍ରୀ ବର୍ଷା ମଧ୍ୟ ତାଙ୍କ ଘର ଛାଡ଼ି ବାହାରେ ରହୁଛନ୍ତି। ତେବେ କିନ୍ତୁ ବର୍ଷା ତାଙ୍କ ଜୀବନ ରୁ ଚାଲିଯିବା ପରେ ପୁଣି ଥରେ ଅନୁଭବ ମହାନ୍ତି ଙ୍କ ର ଏକ ନୂଆ ସିନେମା ଆସିବାକୁ ଯାଉଛି ଯାହାକୁ ନେଇ ଖୁବ ଚର୍ଚ୍ଚା ମଧ୍ୟ ଚାଲିଛି ଯାହାର ନାମ ରହିଛି “ଲଭ ଇନ ଲଣ୍ଡନ”।
ତେବେ ବନ୍ଧୁଗଣ ଏହି ସିନେମା ର ଏକ ଧମାକାଦାର ସିନ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଭାଇରାଲ ହେବା ରେ ଲାଗିଛି ଯାହାକୁ ଦେଖିଲେ ଆପଣ ଜାଣି ପାରିବେ କି ଏହି ସିନେମା ଟି କେଉଁ ଭଳି ରହିଛି ବୋଲି। ତେବେ ସେହି ସିନ ରେ ଅନୁଭବ ଡାଇଲଗ କରିଛନ୍ତି କି, ” ଏ ବାହାଘର ମିଛ, ଏ ସଂଖ୍ୟା ସିନ୍ଦୁର ବି ମିଛ।ଏହା ବାହାଘର ନୁହେଁ ଏହା କେବଳ ଗୋଟେ କଣ୍ଟ୍ରାକ , ଯାହା ଆମେ ଦୁହେଁ ଜାଣିଛୁ। ତେବେ ସବୁକିଛି ଜାଣି ମଧ୍ୟ ଲୋକେ ଦେଖାଣି ପାଇଁ ମୋ ପାଇଁ ବ୍ରତ ରଖିବା ର କଣ ଆବଶ୍ୟକ ରହିଛି, କଣ ଆବଶ୍ୟକ ରହିଛି ସ୍ୱାମୀ ର ସୁଖ ମନାସୀ ଉପବାସ କରିବାର।
ତେବେ ଏହା କହିଛନ୍ତି ଅନୁଭବ ମାତ୍ର ପରେ ଜଣେ ସ୍ୱାମୀ ହିସାବ ରେ ନିଜ ସ୍ତ୍ରୀ ଙ୍କୁ ଜଳ ପିଆଇ ତାଙ୍କ ର ବ୍ରତ ଭାଙ୍ଗିଛନ୍ତି ଅନୁଭବ। ତେବେ ଏହା ହେଉଛି ଅନୁଭବ ମହାନ୍ତି ଙ୍କ ର ଆଗାମୀ ସିନେମା ଲଭ ଇନ ଲଣ୍ଡନ ର ଏକ ସିନ ଅଟେ ଯାହାକୁ ନେଇ ଚାରିଆଡେ ବର୍ତ୍ତମାନ ଖୁବ ଚର୍ଚ୍ଚା ଚାଲିଛି। ତେବେ ବନ୍ଧୁଗଣ ଆପଣ ମାନେ ନିଶ୍ଚିତ ଭାବରେ ଏହି ଭିଡ଼ିଓ ଟିକୁ ଦେଖନ୍ତୁ ଏବଂ ସିନେମା ହଲ କୁ ଆମ ଅନୁଭବ ଭାଇ ଙ୍କ ର ଏହି ସିନେମା ଦେଖିବା ପାଇଁ ଆସନ୍ତୁ ଏବଂ ଏହାର ମଜା ନିଅନ୍ତୁ ନିଶ୍ଚିତ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।