ସୋସିଆଲ ମିଡ଼ିଆ ରେ ଆମ ଓତଃପ୍ରୋତ ଭାବରେ ଜଡିତ ଅଟୁ , ତେବେ ଏହି ମିଡ଼ିଆ ରେ ଆମେ ଅନେକ ପ୍ରକାରର ଘଟଣା ଓ ଦୁର୍ଘଟଣା ବିଷୟରେ ଭିଡିଓ ସବୁ ଦେଖିବାକୁ ପାଇଥାଉ।
ମାତ୍ର କେବେ କେବେ ଏହି ସୋସିଆଲ ମିଡ଼ିଆ ରେ ଏପରି କିଛି କମେଡି ଭିଡ଼ିଓ ଭାଇରାଲ ହୋଇଥାଏ ଯାହାକୁ ଦେଖିଲେ ଆମେ ଅତ୍ୟନ୍ତ ଭୟଭୀତ ହେବା ସହ ଆଶ୍ଚର୍ଯ୍ୟ ଚକିତ ମଧ୍ୟ ହୋଇ ଯାଇଥାଉ। ତେବେ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଏହିପରି ଏକ ଘଟଣା ନିଆଁ ଭଳି ଭାଇରାଲ ହେବାରେ ଲାଗିଛି ଯାହା ବିଷୟ ରେ ଜାଣିବା ପରେ ଆପଣ ଙ୍କ ର ଆଖି ଖୋଲା କୁ ଖୋଲା ରହିଯିବ।
ତେବେ ବର୍ତ୍ତମାନ ଏହିଭଳି ଏକ ଭିଡ଼ିଓ ସୋସିଆଲ ମିଡ଼ିଆ ରେ ନିଆଁ ଭଳି ଭାଇରାଲ ହେବା ରେ ଲାଗିଛି ଯାହାକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ। ତେବେ ଘଟଣା ଟି କିଛି ଏହିପରି ରହିଛି କି ବିଦ୍ୟାଳୟ ରେ କ୍ରୀଡ଼ା ପ୍ରତିଯୋଗିତା ସମୟ ରେ ଘଟି ଯାଇଛି ଏକ ଅଘଟଣ ଏବଂ ଜଣେ ଛାତ୍ର ଙ୍କ ତଣ୍ଟି ରେ ପଶି ଯାଇଛି ଜାଭଳିନ। ତେବେ ଏହି ଘଟଣା କୁ ନେଇ ବର୍ତ୍ତମାନ ଚାଲିଆଡ଼େ ଖେଳି ଯାଇଛି ଆତଙ୍କ। ମାତ୍ର ବର୍ତ୍ତମାନ ଛାତ୍ର ଜଣଙ୍କ ସୁସ୍ଥ ଥିବା ନେଇ ରହିଛି ସୂଚନା।
ସୂଚନା ଅନୁସାରେ, ବଲାଙ୍ଗୀର ର ଅଗଲପୁର ପ୍ରାଥମିକ ବିଦ୍ୟାଳୟ ରେ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଉଛି। ଏବଂ ଏହା ପାଇଁ ବିଦ୍ୟାଳୟ ରେ ବିଭିନ୍ନ ପ୍ରକାର ର କ୍ରୀଡା ପ୍ରତିଯୋଗିତା ଚାଲିଥିଲା। ତେବେ ଏହି ସମୟ ରେ ଜାଭଲୀନ ପ୍ରତିଯୋଗିତା ଚାଲିଥିଲା। ତେବେ ଏହି ସମୟ ରେ ଦୁର୍ଭାଗ୍ୟ ବଶତଃ ଜାଭଳିନ ଯାଇ ଜଣେ ଛାତ୍ର ଙ୍କ ତଣ୍ଟି ରେ ପଶି ଯାଇଥିଲା ଯାହା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ଚକିତ ହୋଇଯାଇ ଥିଲେ ଏବଂ ଛାତ୍ର କୁ ସଂଗେ ସଂଗେ ନିକଟ ରେ ଥିବା ଭୀମଭୋଇ ହସ୍ପିଟାଲ ରେ ଭର୍ତ୍ତି କରିଥିଲେ। ତେବେ ଯେଉଁ ଛାତ୍ର ଙ୍କ ତଣ୍ଟି ରେ ଜାଭଳିନ ପଶି ଯାଇଛି ସେ ହେଉଛନ୍ତି ସଦାନନ୍ଦ ମେହେର।
ତେବେ ସଦାନନ୍ଦ ଜାଭଳିନ ଖେଳ ଦେଖୁଥିବା ବେଳେ ଏହିପରି ଅଘଟଣ ଘଟି ଯାଇଥିଲା। ତେବେ ତାଙ୍କୁ ହସ୍ପିଟାଲ ରେ ଭର୍ତ୍ତି କରିବା ପରେ ଡାକ୍ତର ତାଙ୍କୁ ଚିକିତ୍ସା ଆରମ୍ଭ କରିଥିଲେ।
ତେବେ କିଛି ସମୟ ର ଚିକିତ୍ସା ପରେ ସଫଳତା ପୂର୍ବରୁ ଛାତ୍ର ସଦାନନ୍ଦ ଙ୍କ ତଣ୍ଟି ରୁ ଜାଭଳିନ କୁ ବାହାର କରାଯାଇ ଥିଲା। ଏବଂ ବର୍ତ୍ତମାନ ଯାହା ସୂଚନା ରହିଛି କି ଛାତ୍ର ଜଣଙ୍କ ସୁସ୍ଥ ଅଛନ୍ତି ଏବଂ ତାଙ୍କର ସେହିପରି କୌଣସି କ୍ଷତି ହୋଇ ନାହିଁ। ତେବେ ବନ୍ଧୁଗଣ ଆପଣ ମାନେ କୌଣସି କାର୍ଯ୍ୟ କରୁଥିଲେ ଆବଶ୍ୟକତା ଠାରୁ ଅଧିକ ସତର୍କ ରୁହନ୍ତୁ ଏବଂ ସୁରକ୍ଷିତ ରୁହନ୍ତୁ। ତେବେ ଏହି ଘଟଣା ଟି କୁ ନେଇ ଚାରିଆଡେ ଆତଙ୍କ ଖେଳି ଯାଇଥିବା ଜଣା ପଡ଼ିଛି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।