ଟ୍ରେନ Crossing Pamban Bridge… ଏମିତି ଦୃଶ୍ୟ ଜୀବନରେ କେବେ ଦେଖି ନଥିବେ… 96 Million ରୁ ଅଧିକ ଲୋକ ଦେଖି ସାରିଲେଣି… –
ବନ୍ଧୁଗଣ ଆମ ଦୁନିଆଁ ରେ ଏହିପରି କିଛି ରେଳ ଲାଇନ ରହିଛି ଯାହାକୁ ଅତିକ୍ରମ କରିବା ମୃତ୍ୟୁ କୁ ଅତିକ୍ରମ କରିବା ସହ ସମାନ ହୋଇଥାଏ। ଏହି ରେଳ ରେ ଯାତ୍ର କରିବା ଯମ କି ଗୁଆ ଦେଇ ଯିବା ବୋଲି କହିବା ସହିତ ସମାନ ହୋଇଥାଏ।
ତେବେ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଏହିପରି ଏକ ଭିଡ଼ିଓ ଭାଇରାଲ ହେଉଛି ଯାହାକୁ ଦେଖଲା ପରେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ ,ଏବଂ ଆପଣ ଙ୍କୁ ଏତେ ଭୟଭୀତ ଲାଗିବ କି ଆପଣ ଆଉ କେବେ ନି ଟ୍ରେନ ରେ ଯାତ୍ରା କରିବା କଥା ସ୍ୱପ୍ନ ରେ ବି ଭାବି ପାରିବେ ନାହିଁ। ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଭିଡ଼ିଓ ଟି ବିଷୟରେ।
ବନ୍ଧୁଗଣ ବର୍ତ୍ତମାନ ର ଟେକ୍ନୋଲୋଜି ର ଦୁନିଆଁ ରେ ସୋସିଆଲ ମିଡ଼ିଆ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି। ତେବେ ଏହି ମିଡ଼ିଆ ସାହାଯ୍ୟ ରେ ଆମେ ସମସ୍ତ ଖବର ବିଷୟରେ ଜାଣିପାରୁ।ତେବେ ଏହି ସୋସିଆଲ ମିଡ଼ିଆ ମାଧ୍ୟମରେ ଆପଣ ଏହିପରି ଅନେକ ଭିଡ଼ିଓ ଦେଖିଥାଉ କିଛି ରେ ଆମେ ଜ୍ଞାନ ଆହରଣ କରିଥାଉ ତ ଆଉ କେତେକ ରେ ମଜା ମସ୍ତି। ମାତ୍ର କେବେ କେବେ ସୋସିଆଲ ମିଡ଼ିଆ ରେ ଏହିପରି କିଛି ଭିଡିଓ ଆମ ଆଗକୁ ଆସିଯାଇ ଥାଏ ଯାହାକୁ ଦେଖିଲେ ଆମେ ଆଶ୍ଚର୍ଯ୍ୟ ଚକିତ ହୋଇଯାଉ।ତେବେ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଏହିପରି ଏକ ଭିଡ଼ିଓ ଭାଇରାଲ ହେଉଛି ଯାହାକୁ ଦେଖିଲେ ଆପଣ ଙ୍କ ଆଖି ଖୋଲା କୁ ଖୋଲା ରହିଯିବ।
ତେବେ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଭାଇରାଲ ହେଉଛି ଏହିପରି ଏକ ରେଳ ଲାଇନ ଯାହା ଅତ୍ୟନ୍ତ ଭୟଙ୍କର ଅଟେ। ତେବେ ଏହି ରେଳ ଲାଇନ ଟି ଏପରି ରହିଛି ଯାହାକି ଦେଖିଲେ ଲାଗୁଛି ଯେପରି ମୃତ୍ୟୁ କୁ ଆଖି ଆଗରେ ଦେଖିବା ଭଳି। ଆଜ୍ଞା ହଁ ଆପଣ ଙ୍କୁ କଥା ଟି ଆଶ୍ଚର୍ଯ୍ୟ ଚକିତ ଲାଗୁଥିଲେ ମଧ୍ୟ ଏହା ସତ୍ୟ ଅଟେ। ତେବେ ଭିଡ଼ିଓ ଟି ରେ ଦେଖା ଯାଇଛି କି ଏକ ରେଳ ଧାରଣା ଏକ ସମୁଦ୍ର ମଧ୍ୟ ଦେଇ ପ୍ରାୟ ଦୁଇ କିଲୋମିଟର ପର୍ଯ୍ୟନ୍ତ ପ୍ରସ୍ତୁତ କରାଯାଇଛି।ଯାହାକି ପମ୍ବନ ପୋଲ ଉପରେ ରହିଛି।
ମାତ୍ର ତା ଭିତରେ ଟ୍ରେନ ଟି ପୁରା ଯାତ୍ରୀ କୁ ନେଇ ଅତ୍ୟନ୍ତ ଆଶ୍ଚର୍ଯ୍ୟ ଜନକ ଭାବରେ ସମୁଦ୍ର ଦେଇ ଥିବା ଟ୍ରାକ ରେ ଯାଉଛି ଆଉ ତାହାକୁ ଅତିକ୍ରମ ମଧ୍ୟ କରୁଛି। ତେବେ କିନ୍ତୁ ଯଦି ଟିକିଏ ଏପଟ ସେପଟ ହୋଇଯିବ ତେବେ ସମସ୍ତ ଯାତ୍ରୀ ଙ୍କ ସହ ଟ୍ରେନ ର କିଛି ପତା ମିଳିବ ନାହିଁ ସୁନିଶ୍ଚିତ। ତେବେ ଏହି ସମୟ ରେ ଅତି ଦ୍ରୁତ ଗତି ରେ ପବନ ହେବା ରୁ ଟ୍ରେନ ଟି ସେହି ବ୍ରିଜ ଜୁ କର୍ସ କରୁ ନାହିଁ ଅଧାରେ ଛିଡା ହୋଇ ଯାଇଛି। ତେବେ ଏହାର ଭିଡ଼ିଓ ଟି ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଭାଇରାଲ ହେବା ରେ ଲାଗିଛି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।