Daily news update , Real odisha local news

( ଯାଦୁ,କାଛୁ,କୁଣ୍ଡିଆ ) ସବୁଦିନ ପାଇଁ ଭଲ କରିବାର ଘରୋଇ ଉପାୟ 100% ଗ୍ୟାରେଣ୍ଟି – HEALTH TIPS

0 1,345

ବନ୍ଧୁମାନେ ଗ୍ରୀଷ୍ମ ଦିନ ଆସିଲା ମାନେ ଆମ ଶରୀର ରେ ବିଭିନ୍ନ ପ୍ରକାର ଚର୍ମ ରୋଗ ଦେଖିବାକୁ ମିଳିଥାଏ ।ଆଉ ଏହି ରୋଗ ଗୁଡିକୁ ଭଲ କରିବା ଖୁବ କାଠିକର ପାଠ ହେଇ ପଡେ ।ଗରମ ସାଙ୍ଗକୁ ଦିନକୁ ଦିନ ଏହି ଚର୍ମ ରୋଗ ଗୁଡିକ ବଡିବା ସହିତ କୁଣ୍ଡେଇ ହେବା ଓ ସେଥିରୁ ଦୁର୍ଗନ୍ଧ ହେବାକୁ ଲାଗିଥାଏ ।

ତେବେ କହି ଚର୍ମ ରୋଗରେ ପୀଡିତ ହେଇଥିଲେ ସେହିଁ ଜାଣିଛନ୍ତି ଚର୍ମ ରୋଗରେ କେତେ କଷ୍ଟ ହେଇଥାଏ ।ତେବେ ଏହି ଚର୍ମ ତୋଗ ସହଜରେ ଭଲ ବି ହେଇ ନଥାଏ କିନ୍ତୁ ଆଜିକାଲି ବହୁତ ଘରୋଇ ଉପାୟ ଗୁଡିକ ସାହାଯ୍ୟରେ ଅନେକ ରୋଗକୁ ମୂଳରୁ ଭଲ କରି ହେଉଛି ।ଠିକ ସେମିତି ଚର୍ମ ରୋଗ ପାଇଁ ବି ଗୋଟିଏ ଏମିତି ଘରୋଇ ଉପାୟ ରହିଛି ଯାହାର ବ୍ୟବହାର ମାତ୍ରେ ଆପଣଙ୍କ ର ଚର୍ମ ରୋଗ ମୂଳରୁ ଭଲ ହେଇଯିବ ।

ତେବେ ଆଜି ଆମେ ଆପଣଂକୁ ସେହି ଘଟି ଉପାୟ ବିଷୟରେ ବତାଇବୁ ଯାହା ଯେକେହିବି ଯେକୌଣସି ଚର୍ମ ରୋଗ ପାଇଁ ବ୍ୟବହାର କରି ପାରିବେ ଓ ବ୍ୟବହାର କରିବାର କିଛିଦିନ ଭିତରେ ଚମତ୍କାର ବି ଦେଖି ପାରିବେ ।ତେବେ ଆସନ୍ତୁ ଏହି ରିମେଡି କଣ ଆଉ ଏହାର ପ୍ରସ୍ତୁତି ଓ ବ୍ୟବହାର ବିଷୟରେ ଜାଣିବା ।

ରିମେଡି ପାଇଁ ଆବଶ୍ୟକ ସାମଗ୍ରୀ:-

-ହଳଦୀ
-ଆଲଭେରା ଜେଲ
-ନିମ୍ବ ତେଲ

ରିମେଡି ପ୍ରସ୍ତୁତି ପ୍ରଣାଳୀ:-

-ଆପଣଂକୁ ଏହି ରିମେଡି ତିଆରି କରିବା ପାଇଁ ପ୍ରଥମେ ଦୁଇ ରୁ ତିନି ଖଣ୍ଡ ଶୁଖିଲା ହଳଦୀ ନିଅନ୍ତୁ,ଆଉ ସେହି ହଳଦୀ ଗୁଡିକର ଗୁଣ୍ଡ ତିଆରି କରନ୍ତୁ ।ତାପରେ ଆପଣ ହଲଦୀଗୁଣ୍ଡ ରେ କିଛି ଏଲୋଭେରା ଜେଲ ମିଶାନ୍ତୁ,ଆଉ ଶେଷରେ 3 ଚାମୁଚ ନିମ୍ବ ତେଲ ସେହି ହଲଦୀଗୁଣ୍ଡ ରେ ମିଶାଇ ଏକ ପେଷ୍ଟ ତିଆରି କରନ୍ତୁ ।ତାପରେ ଆପଣ ଏହି ପେଷ୍ଟ କୁ କିଛି ସମୟ ଯାଏ ଗ୍ୟାସରେ ରଖି ଫୁଟାନ୍ତୁ ତାପରେ ଆପଣଙ୍କ ର ଏହି ରିମେଡି ତିଆରି ହେଇଯିବ ।

ରିମେଡି ର ବ୍ୟବହାର:-

-ଏହି ରିମେଡି ରେ ବ୍ୟବହାର ହେଇଥିବା ସାମଗ୍ରୀ ଗୁଡିକ ଚର୍ମ ରୋଗ ପାଇଁ ଖୁବ ଉପକାରୀ ତେଣୁ ଆପଣଂକୁ ଏହାର ବ୍ୟବହାର କରିବା ପୂର୍ବରୁ କୁଣ୍ଡିଆ ହେଇଥିବା ଜାଗାକୁ ଭଲ ଭାବରେ ନିମ୍ବ ପାଣିରେ ଧୋଇ ଦେବାକୁ ପଡିବ ।ତାପରେ ଏହି ପେଷ୍ଟ କୁ ସେହି ଜାଗାରେ ଲଗାଇ ରଖି ଦିଅନ୍ତୁ,ତେବେ ଏହି ପେଷ୍ଟ କୁ ରାତିରେ ଲଗାଇବେ ।ଆଉ ସକାଳୁ ଉଠି ସେହି ଜାଗାକୁ ପୁଣି ନିମ୍ବ ପାଣିରେ ଧୋଇ ଦେବେ ।ମାତ୍ର କିଛି ଦିନ ଏହି ରିମେଡି ର ବ୍ୟବହାର କଲା ପରେ ଦେଖିବେ ଆପଣଙ୍କ ର କାଛୁ,କୁଣ୍ଡିଆ ପରି ରୋଗ ମୂଳରୁ ଶେଷ ହେଇଯିବ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.