Daily news update , Real odisha local news

ଗୋପାଳ ଙ୍କ ଅସଲ ମୁଖା ଖୋଳୁଛି …ଦେଖନ୍ତୁ ଭିଡିଓ କ’ଣ ଥିଲା ଗୋପାଳ ର Planing  ଗୋପାଳକୁ ପାଗଳ କହି, କୋର୍ଟରେ ହେଇଥିଲା ପ୍ରବଳ ଗାଳି

0 4,433

ଦେଖୁ ଦେଖୁ ଅନେକ ଦିନ ବିତିଗଲାଣି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ଙ୍କ ହତ୍ୟାକାଣ୍ଡ କୁ, କିନ୍ତୁ ଆଜି ଯାଏ ଜଣା ପଡିଲା ନାହିଁ କେଉଁ କାରଣ ରୁ ASI ଗୋପାଳ ଦାସ ମନ୍ତ୍ରୀ ଙ୍କୁ ହତ୍ୟା କରିଥିଲେ ବୋଲି। କିଏ କହୁଛି ଗୋପାଳ ପାଗଳ ଅଟନ୍ତି କିଏ କହୁଛି ବ୍ୟକ୍ତିଗତ ଶତ୍ରୁତା ନେଇ ହତ୍ୟା ହୋଇଛି ମାତ୍ର ବର୍ତ୍ତମାନ ଯାଏଁ କ୍ରାଇମବ୍ରାଞ୍ଚ ବି ହାତ କୁଣ୍ଢେଇକି ବସିଛି।

ତେବେ ଏହି ମଧ୍ୟରେ ଗୋପାଳ ଦାସ ଙ୍କ ର ଅତୀତ ଖୋଲିଛି ଗୁମର ଯାହା ବିଷୟ ରେ ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ।

ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ଆଜି ASI ଗୋପାଳ ଙ୍କ ଗୁଳି ମାଡ଼ ରେ ମୃତ୍ୟୁ ବରଣ କରିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ। ତେବେ ସୂଚନା ଅନୁସାରେ , ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ଆଜି ଏକ କାର୍ଯ୍ୟକ୍ରମ ରେ ଯୋଗ ଦେବା କୁ ଯାଉଥିବା ବେଳେ ଏହିଭଳି ଅଘଟଣ ଘଟିଥିଲା। ତେବେ ନବ ଦାସ , କାର ରୁ ତଳ କୁ ଉଲ୍ହେଇବା ସମୟ ରେ ଏ ଏସ ଆଇ (ASI) ଗୋପାଳ କୃଷ୍ଣ ସ୍ୱାସ୍ଥ୍ୟ ମନ୍ତ୍ରୀ ଙ୍କୁ ଗୁଳି ମାଡ଼ କରିଥିଲେ।ତେବେ ଏହି ଗୁଳି ମାଡ଼ ରେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ ଙ୍କ ର ମୃତ୍ୟୁ ହୋଇ ଥିଲା।ତେବେ ଏହା ପରେ ASI ଗୋପାଳ ଙ୍କୁ ଗିରଫ କରିଥିଲା ପୋଲିସ ଆଉ କଣ ରହିଛି ଏହା ପଛର କାରଣ ତାହା ବିଷୟ ରେ ଜାଣିବା ପାଇଁ ଚେଷ୍ଟା କରିଥିଲା।

ତେବେ ବର୍ତ୍ତମାନ ASI ଗୋପାଳ ଦାସ ଙ୍କ ର ଇତିହାସ ଖୋଲିବା ପରେ ଜଣା ପଡ଼ିଛି କି , ASI ଗୋପାଳ ଦାସ ମାନସିକ ବିମାର ଅଟନ୍ତି ଏବଂ ସେ ପାଗଳ ଅଟନ୍ତି। ତେବେ ଆଜକୁ ପ୍ରାୟ ଦଶ ବର୍ଷ ହେବ ସେ ଯେତିକି କେସ କୁ ନିଜ ହାତରେ ନେଇଥିଲେ ସେହି ସବୁ କେସ ରେ ସଠିକ ଭାବରେ କାର୍ଯ୍ୟ କରି ନଥିଲେ। ଏପରି କି ୨୦୧୩ ମସିହା ରେ ଗୋଟିଏ ଦୁଷ୍କର୍ମ ମାମଲା ର ଦାୟିତ୍ୱ ମଧ୍ୟ ତାଙ୍କ ହାତରେ ନ୍ୟସ୍ତ ଥିଲା ।ତେବେ ଏହାକୁ ନେଇ କୋର୍ଟ ରେ ମଧ୍ୟ ଗୋପାଳ ଙ୍କୁ ପ୍ରବଳ ଗାଳି ପଡିଥିଲା ।କାରଣ ଜଣେ ପାଗଳ ମଣିଷ ଙ୍କୁ ଦୁଷ୍କର୍ମ ଭଳି କେସ ର ଦାୟିତ୍ବ ଦେବା ଉଚିତ ନଥିଲା।

ତେବେ ଯାହା ଜଣାପଡିଛି କି ଗୋପାଳ ଦାସ ମାନସିକ ରୋଗରେ ଆକ୍ରାନ୍ତ ତଥା ସେ ପାଗଳ ବୋଲି ପୋଲିସ ଡିପାର୍ଟମେଣ୍ଟ ଜାଣିଥିଲେ ଆଉ ଏହା ପରେ ମଧ୍ୟ କିଭଳି ଭାବରେ ତାଙ୍କୁ ଚାକିରୀ ରେ ରଖା ଯାଇଥିଲା। ତେବେ ଅନେକ ଥର ଗୋପାଳ ନିଜେ ତାଙ୍କର ମାନସିକ ରୋଗ ର ରିପୋର୍ଟ ଦେଖାଇ ଛୁଟି ମଧ୍ୟ ନେଉଥିଲେ। କିନ୍ତୁ ଏହା ସବୁ ପରେ ମଧ୍ୟ ତାଙ୍କ ପାଖରୁ ରିର୍ବଲ ବଲ ନିଆଯାଇ ନଥିଲା କଣ ପାଇଁ ତାହାକୁ ନେଇ ପ୍ରଶ୍ନ ଉଠିଛି।ତେବେ ଏହି ଘଟଣା ଟି ବର୍ତ୍ତମାନ ଖୁବ ଭାଇରାଲ ହେବା ଲାଗିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.