Daily news update , Real odisha local news

ଦେଖନ୍ତୁ ଭାଇରାଲ Video: ହସି ହସି ଯାଉଥିଲେ ରାସ୍ତାରେ 2 ଯୁବକ, ହଠାତ ଟଳମଳ ହୋଇ ଭୁସୁଡି ପଡିଲା କାନ୍ଥ, ଆଉ ତା’ପରେ ଯାହା ହେଲା ଦେଖିଲେ ଛାତି ଥରି ଉଠିବ

0 13,012

ବନ୍ଧୁଗଣ ବର୍ତ୍ତମାନ ଆମେ ଟେକ୍ନୋଲୋଜି ତଥା ସୋସିଆଲ ମିଡ଼ିଆ ସହ ବେଶ ଜଡିତ ଅଟୁ। ଏବଂ ବର୍ତ୍ତମାନ ର ଦୁନିଆଁ ରେ ସୋସିଆଲ ମିଡ଼ିଆ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି। ତେବେ ଏହି ମିଡ଼ିଆ ସାହାଯ୍ୟ ରେ ଆମେ ସମସ୍ତ ଖବର ବିଷୟରେ ଜାଣିପାରୁ।

ତେବେ ଏହି ସୋସିଆଲ ମିଡ଼ିଆ ମାଧ୍ୟମରେ ଆପଣ ଏହିପରି ଅନେକ ଭିଡ଼ିଓ ଦେଖିଥାଉ କିଛି ରେ ଆମେ ଜ୍ଞାନ ଆହରଣ କରିଥାଉ ତ ଆଉ କେତେକ ରେ ମଜା ମସ୍ତି। ମାତ୍ର କେବେ କେବେ ସୋସିଆଲ ମିଡ଼ିଆ ରେ ଏହିପରି କିଛି ଭିଡିଓ ଆମ ଆଗକୁ ଆସିଯାଇ ଥାଏ ଯାହାକୁ ଦେଖିଲେ ଆମେ ଆଶ୍ଚର୍ଯ୍ୟ ଚକିତ ହୋଇଯାଉ।

ତେବେ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଏହିପରି ଏକ ଘଟଣା ର ଲାଇଭ ଭିଡ଼ିଓ ଖୁବ ଭାଇରାଲ ହେବା ରେ ଲାଗିଛି , ଯାହାକୁ ଦେଖିଲେ ଆପଣ ନିଜ ଆଖି କୁ ବିଶ୍ୱାସ କରି ପାରିବେ ନାହିଁ। ତେବେ ଘଟଣା ଟି କିଛି ଏହିପରି ଥିଲା କି ରାସ୍ତା ରେ ତିନି ଜଣ ଯୁବକ ବେଶ ଖୁସି ମଜା ମସ୍ତି କରି ଯାଉଥିଲେ। କିନ୍ତୁ ରାସ୍ତା ରେ ଯିବା ସହ ତାଙ୍କ ସହ କିଛି ଏହିପରି ଘଟିଲା ଯାହା ସମସ୍ତ ଙ୍କୁ ଆଶ୍ଚର୍ଯ୍ୟ ଚକିତ କରି ଦେଇଥିଲା। ମାତ୍ର ତିନି ଜଣ ଯୁବକ ଙ୍କ ର ଭାଗ୍ୟ ଭଲ ଥିଲା ବୋଲି ମୃତ୍ୟୁ କୁ ବହୁତ ପାଖ ରୁ ଦେଖିବା ପରେ ମଧ୍ୟ ସେମାନେ ଫେରି ଆସିଥିଲେ।

ତେବେ ଘଟଣା ଟିର ଲାଇଭ ଭିଡ଼ିଓ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଖୁବ ଭାଇରାଲ ହେବା ରେ ଲାଗୁଛି।ତେବେ ଏହି ଭିଡ଼ିଓ ଟିରେ ଦେଖା ଯାଇଛି କି ତିନି ଜଣ ସାଙ୍ଗ ପରସ୍ପର ସହ ବେଶ ହସି ମଜା ମସ୍ତି କରି ରାସ୍ତା ରେ ଯାଉଛନ୍ତି। ଆଉ ରାସ୍ତା ର ଅନ୍ୟ ପାର୍ଶ୍ଵ ରୁ ଗାଡି ଗୁଡିକ ଯିବା ଆସିବା ମଧ୍ୟ କରୁଛନ୍ତି। ତେବେ କିନ୍ତୁ ହଠାତ କିଛି କ୍ଷଣ ମଧ୍ୟରେ ରାସ୍ତା ର ପାଚେରୀ ଟି ଗଳି ପଡ଼ିଲା ଏବଂ ଭାଙ୍ଗି ରୁଜୀ ଚୁର ମାର ହୋଇଗଲା। ମାତ୍ର ଯୁବକ ଗୁଡିକ ଏହାର ଶବ୍ଦ ଶୁଣିବା ପରେ ସେଠାରୁ ଧାଇଁ ପଳେଇ ଥିଲେ ଆଉ ତାଙ୍କର ଜୀବନ ବଂଚି ଯାଇଥିଲା।

ତେବେ ରାସ୍ତା କଡରେ ଥିବା ପାଚେରୀ ଟି ରାସ୍ତା ଉପର କୁ ନପଡ଼ି ରାସ୍ତା ର ବିପରୀତ ଦିଗ ରେ ପଡିଲା ବୋଲି ଏହି ଯୁବକ ମାନ ଙ୍କ ର ଜୀବନ ବଂଚି ଗଲା। ନହେଲେ ଏମାନ ଙ୍କ ର ଜୀବନ ଯିବା ନିଶ୍ଚିତ ଥିଲା। ତେବେ ରାସ୍ତା ରେ ଯାଉଥିବା ବେଳେ ଏହିପରି ଅନେକ ଘଟଣା ଦେଖିବା କୁ ମିଳେ। ତେବେ ସେଠାରେ ଲାଗିଥିବା ସିସିଟିଭି କ୍ୟାମେରା ରେ ଏହା ରେକର୍ଡ ହୋଇଥିଲା ଯାହାକି ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ନିଆଁ ଭଳି ଭାଇରାଲ ହେବା ରେ ଲାଗିଛି। ତେବେ ଆପଣ ମାନେ ରାସ୍ତା ରେ ଯିବା ବେଳେ ନିଶ୍ଚିତ ଭାବରେ ସାଵଧାନ ରୁହନ୍ତୁ ଏବଂ ସୁରକ୍ଷିତ ରୁହନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.