Daily news update , Real odisha local news

ଟ୍ରେନ Dangerous Rail track… ଦୁନିଆଁ ର ସବୁଠାରୁ ଭୟଙ୍କର “ପାଣି ଭିତରେ ଚାଲୁଥିବ ଟ୍ରେନ” ଏମିତି ଦୃଶ୍ୟ ଜୀବନରେ କେବେ ଦେଖି ନଥିବେ… 96 Million ରୁ ଅଧିକ ଲୋକ ଦେଖି ସାରିଲେଣି…

0 221

ବନ୍ଧୁଗଣ ଆମ ଦୁନିଆଁ ରେ ଏହିପରି କିଛି ରେଳ ଲାଇନ ରହିଛି ଯାହାକୁ ଦେଖିଲେ ଆପଣ ଙ୍କୁ ଆଶ୍ଚର୍ଯ୍ୟ ଚକିତ ଲାଗିବ ଏବଂ ଏହି ଟ୍ରେନ ରେ ଯିବା କୌଣସି ଆଡ଼ଭାଞ୍ଚର କରିବା ଠାରୁ କମ ହେବ ନାହିଁ। ତେବେ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଏହିପରି କେତେକ ଭିଡ଼ିଓ ଭାଇରାଲ ହେଉଛି ଯାହାକୁ ଦେଖଲା ପରେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ ଏବଂ ଏହି ଟ୍ରେନ ରେ ଯିବାକୁ ଇଚ୍ଛୁକ ହେବେ। ତେବେ ଆସନ୍ତୁ ଜାଣିବା ସେହି ଖତରନାକ ରେଳ ଲାଇନ ଗୁଡିକ ବିଷୟ ରେ।

୧.ଅଣ୍ଡର ୱାଟର ରେଲୱେ :-

ସୂଚନା ଅନୁସାରେ ଦୁବାଇ ସରକାର ଏକ ଯୋଜନା କାର୍ଯ୍ୟକାରୀ କରିଛନ୍ତି ଯେଉଁ ଥିରେ ଟ୍ରେନ ମାଟି ଉପରେ ନୁହେଁ ବରଂ ଏହି ଟ୍ରେନ ପାଣି ଭିତର ଦେଇ ଯିବ। ତେବେ ଲୋକମାନେ ଏହି ଟ୍ରେନ ରେ ଗଲେ ଏକ ଭିନ୍ନ ଅନୁଭୂତି ପାଇବେ ଏବଂ ଏହା ଖୁବ ରମାଞ୍ଚକ ରେଳ ଯାତ୍ରା ହେବେ ନିଶ୍ଚିତ। ତେବେ ଖୁବ ଶୀଘ୍ର ଦୁବାଇ ରେ ଏହା ଲୋକଙ୍କ ପାଇଁ ଉପଲବ୍ଧ ହେବା କୁ ଯାଉଛି।

୨.ସନର ମନରେଲ:-

ବନ୍ଧୁଗଣ ଆପଣ ମାନେ ଟ୍ରେନ କୁ ସବୁବେଳେ ଟ୍ରାକ ଉପରେ ଚାଲି ବାର ଦେଖି ଥିବେ କିନ୍ତୁ ଆମେ ଆପଣ ଙ୍କୁ ଯେଉଁ ଟ୍ରେନ ଟି ବିଷୟ ରେ ଜଣେଇବା କୁ ଯାଉଛୁ ସେହି ଟ୍ରେନ ଟି ଟ୍ରାକ ଉପରେ ନୁହେଁ ବରଂ ତଳେ ଚାଲେ। ତେବେ ଏହି ଟ୍ରେନ ଟିକୁ ଏହିଭଳି ଜ୍ଞାନ କୌଶଳ ରେ ବନା ଯାଇଛି ଯାହାକି କୋଉ ବି ଗଳି ରେ ଚାଲିପାରିବ ଯାହାକୁ ଦେଖିଲେ ଟ୍ରେନ ଓଲଟା ଚାଲୁଥିବା ପ୍ରିତୀୟମାନ ହେବ।

୩.ଜେ ଆର ମଙ୍ଗଳେ:-

ବନ୍ଧୁଗଣ ଏହି ଜେ ଆର ମଙ୍ଗଳେ ଟ୍ରେନ ଟି ହେଉଛି ଦୁନିଆଁ ର ସବୁଠାରୁ ଦ୍ରୁତ ଗତି ରେ ଚାଲୁଥିବା ଟ୍ରେନ । ଆପଣ ଜାଣିଲେ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ କି ମାତ୍ର ଅଢେ଼ଇ ମିନିଟ ରେ ଏହି ଟ୍ରେନ ଟି ୬୫୦ କିଲୋମିଟର ରାସ୍ତା ଅତିକ୍ରମ କରିପାରେ ବୋଲି। ଏହି ଟ୍ରେନ ରେ ବସିବା ର ଅନୁଭୂତି କିଛି ଅଲଗା ରହିବ କାରଣ ଏହା ଭିତରେ ଟ୍ରେନ ର ସ୍ପୀଡ଼ ଏବଂ କେତେ କିଲୋମିଟର ରହିଛି ପହଁଚିବା କୁ ତାହା ଜାଣିହେବ।

୪.ଦା ଘାନ:-

ଦା ଘାନା ଟ୍ରେନ ଟି ହେଉଛି ଦୁନିଆଁ ର ସବୁ ଠାରୁ ଲମ୍ବା ଟ୍ରେନ ଯାହାକି ଅଷ୍ଟ୍ରେଲିଆ ରେ ରହିଛି। ତେବେ ଏହି ଟ୍ରେନ ର ଲମ୍ବ ଏତେ ଅଧିକ କି ଜଣେ ବ୍ୟକ୍ତି ଙ୍କୁ ଷ୍ଟେସନ ରୁ ଟ୍ରେନ ରେ ଚଢ଼ିବା ପାଇଁ ୩୦ ମିନିଟ ସମୟ ଅପେକ୍ଷା କରିବା କୁ ପଡିବ ଟ୍ରେନ ଆସିବା ପରେ ମଧ୍ୟ।

୫.ଭର୍ଚ୍ୟୁଆଲ ଟ୍ରେନ:-

ଏହି ଟ୍ରେନ ଟିକୁ ଆପଣ ଚାଇନା ରେ ଦେଖିବାକୁ ପାଇବେ ଯାହାକି ଟ୍ରେନ ଟ୍ରାକ ରେ ନୁହେଁ ବରଂ ବାଇକ ବସ ଯାଉଥିବା ରୋଡ଼ ରେ ଚାଲିଥାଏ। ଏହି ଟ୍ରେନ ଟି କୁ ଥରେ ଚାର୍ଜ କରିଲେ ଏହା ୨୫ କିଲୋମିଟର ପର୍ଯ୍ୟନ୍ତ ଚାଲିଥାଏ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.