ବନ୍ଧୁଗଣ ଆମେ ଯେତେ ଅତ୍ୟାଧୁନିକ ଯୁଗରେ ରହିଲେ ମଧ୍ୟ ଆମ ଶାସ୍ତ୍ର କୁ ମନିଥାଉଏବଂ ଏହି ଶାସ୍ତ୍ର ରେ ଲେଖାଥିବା ଅନେକ କିଛି ରୁ ଆମେ ଆମ ଭବିଷ୍ୟତ ବିଷୟ ରେ ଜାଣି ପରିଥାଉ। ତେବେ କୁହାଯାଏ କି ଜନ୍ମ ସମୟ ରୁ ହିଁ ଜଣେ ନିଜ ଭାଗ୍ୟ ଓ ସୌଭାଗ୍ୟ କୁ ସାଥିରେ ଧରି ଆସିଥାଏ। ତେବେ ଏହି ପୋଷ୍ଟ ମାଧ୍ୟମ ରେ ଆମେ ଆପଣ ଙ୍କୁ ଜଣେଇବୁ କି ୧୯୮୦ ରୁ ୨୦୦୦ ମସିହା ମଧ୍ୟରେ ଜନ୍ମ ଗ୍ରହଣ କରିଥିବା ବ୍ୟକ୍ତି ଙ୍କ ର ସ୍ଵଭାବ କିପରି ହୋଇଥାଏ ବୋଲି।
୧୯୮୦-୧୯୮୪:-
ଏମାନେ ଖୋଲା କିସମ ର ହୋଇଥାନ୍ତି। ଏମାନଙ୍କ ର ଅନେକ ବନ୍ଧୁ ରହିବା ସହ ପରିବାର ରେ ଏମାନେ ସମସ୍ତ ଙ୍କ ସହ ହସି ମଜି ରହିଥାନ୍ତି। ଏମାନଙ୍କ ର ସ୍ଵଭାବ ଓ ବ୍ୟବହାର ଦ୍ବାରା ଲୋକେ ଖୁବ ଶୀଘ୍ର ଆକର୍ଷିତ ହୋଇଯାଇଥାନ୍ତି।ଏମାନେ ବହୁତ ସରଳ ଓ ସହଜ ବିଶ୍ୱାସୀ ହୋଇଥାନ୍ତି। ସମସ୍ତ ଙ୍କୁ ବେଶ ସହଜ ରେ ବିଶ୍ୱାସ କରି ନିଅନ୍ତି କିନ୍ତୁ ଏମାନେ ନିଜର ଏହି ଗୁଣ ପାଇଁ ସମସ୍ୟା ରେ ମଧ୍ୟ ପଡ଼ିଥାନ୍ତି।
୧୯୮୨-୧୯୮୪:-
ଏମାନେ ଅନ୍ୟ ମାନଙ୍କ ଠାରୁ ବହୁତ ଭିନ୍ନ ହୋଇଥାନ୍ତି ଏମାନେ ନିଜ ସହ ବେଶ ଖୁସି ରେ ରହିପାରନ୍ତି।ଅନ୍ୟର ସାହାରା ବନିବା ଏମାନ ଙ୍କୁ ପସନ୍ଦ ନଥାଏ। ଏମାନେ ବହୁତ ଦୟାଳୁ ପ୍ରକୃତି ର ହୋଇଥାନ୍ତି। ସମସ୍ତ ଙ୍କ ସହ ମିଳିମିଶି ରହିବା ଏମାନ ଙ୍କୁ ଖୁବ ପସନ୍ଦ ଆସିଥାଏ। ମାତ୍ର ଏହି ଗୁଣ ପାଇଁ ଏମାନ ଙ୍କୁ ଅନେକ ଅସୁବିଧା ରେ ପଡିବାକୁ ହୋଇଥାଏ ମଧ୍ୟ।
୧୯୮୪-୧୯୮୭:-
ଏମାନେ ବହୁତ ଭଲ ସ୍ଵଭାବ ର ହୋଇଥାନ୍ତି ଯାହାକୁ ଥରେ ନିଜର କରି ନିଅନ୍ତି ତା ପାଇଁ ସବୁକିଛି କରିବାକୁ ପ୍ରସ୍ତୁତ ରହିଥାନ୍ତି। ଏମାନେ ଉପରୁ ବହୁତ କଠିନ ଦେଖା ଯାଇଥାନ୍ତି ମାତ୍ର ହୃଦୟ ରୁ ବହୁତ ଭକ ଓ ଯତ୍ନବାନ ହୋଇଥାନ।ଏମାନେ ନିଜ ପରିବାର ଓ ପ୍ରିୟଜନ ଙ୍କ ପ୍ରତି ବହୁତ ଉଦାର ହୋଇଥାନ୍ତି।
୧୯୯୭-୧୯୯୦:-
ଏମାନେ ବହୁତ ସରଳ ଓ ସହଜ ବିଶ୍ୱାସୀ ହୋଇଥାନ୍ତି। ସମସ୍ତ ଙ୍କୁ ବେଶ ସହଜ ରେ ବିଶ୍ୱାସ କରି ନିଅନ୍ତି କିନ୍ତୁ ଏମାନେ ନିଜର ଏହି ଗୁଣ ପାଇଁ ସମସ୍ୟା ରେ ମଧ୍ୟ ପଡ଼ିଥାନ୍ତି।ଏମାନେ ସମସ୍ତ ଙ୍କ ସହ ମିଶନ୍ତି ନାହିଁ ମାତ୍ର ଥରେ ଯାହାକୁ ଭଲ ପାଇଥାନ୍ତି ତାଙ୍କୁ ପାଇଁ କିଛି ବି କରିବାକୁ ପଛନ୍ତି ନାହିଁ।
୧୯୯୦-୧୯୯୨:-
ଏମାନେ ନିଜ ବୁଦ୍ଧି ଓ ଜ୍ଞାନ ବଳରେ ଦୁନିଆଁ ରେ ସଫଳତା ହାସଲ କରିଥାନ୍ତି ଏବଂ ଲୋକପ୍ରିୟ ମଧ୍ୟ ହୋଇଥାନ୍ତି। ଏମାନେ ଉପରୁ ବହୁତ କଠିନ ଦେଖା ଯାଇଥାନ୍ତି ମାତ୍ର ହୃଦୟ ରୁ ବହୁତ ଭଲ ଓ ଯତ୍ନବାନ ହୋଇଥାନ୍ତି। ଯେଉଁ ଭଳି ଦେଖା ଯାଇଥାନ୍ତି ତାର ପୁରା ବିପରୀତ ହୋଇଥାନ୍ତି ଏମାନେ।
୧୯୯୨-୧୯୯୫:-
ଏମାନେ ବହୁତ ଶାନ୍ତ ସ୍ଵଭାବ ର ହୋଇଥାନ୍ତି। ନିଜର ଚତୁରତା ପାଇଁ ବେଶ ଲୋକପ୍ରିୟ ଅଟନ୍ତି।ଏମାନେ ରଚନାତ୍ମକ ହୋଇଥାନ୍ତି କିନ୍ତୁ ଲୋକଙ୍କ ସହ ମିଳିମିଶି ରହିବା ଓ ନିଜ ପରିବାର କୁ ଖୁବ ପସନ୍ଦ କରନ୍ତି। ଏମାନେ ଟିକେ ଉଗ୍ର ସ୍ଵଭାବ ର ଅଟନ୍ତି କିନ୍ତୁ କେଉଁ ସମୟ ରେ କଣ କରିବ ଉଚିତ କଣ ନୁହେ ତାଙ୍କୁ ବେଶ ଭଲ ଭାବରେ ଜଣାଥାଏ।
୧୯୯୫-୧୯୯୮:-

ଏମାନେ ବହୁତ ଭଲ ଗୁଣ ଓ ରୂପର ହୋଇଥାନ୍ତି। ଖୁବ ଶୀଘ୍ର ଅନ୍ୟ ଙ୍କୁ ନିଜର ପରିପରନ୍ତୁ, ଏମାନଙ୍କୁ ମଧ୍ୟ ସମସ୍ତେ ନିଜର କରି ରଖିବାକୁ ପସନ୍ଦ କରନ୍ତି।ଏମାନେ ସମସ୍ତ ଙ୍କ ସହ ମିଶନ୍ତି ନାହିଁ ମାତ୍ର ଥରେ ଯାହାକୁ ଭଲ ପାଇଥାନ୍ତି ତାଙ୍କୁ ପାଇଁ କିଛି ବି କରିବାକୁ ପଛନ୍ତି ନାହିଁ।
୧୯୯୮-୨୦୦୦:-
ଏମାନେ ପରିଶ୍ରମୀ ଏବଂ ଆତ୍ମହତ୍ୟା ବିଶ୍ୱାସୀ ହୋଇଥାନ୍ତି। ନିଜ ଉପରେ ଥିବା ବିଶ୍ୱାସ ବଳରେ ଏମାନେ ସଫଳତା ପ୍ରାପ୍ତ କରିଥାନ୍ତି।ଏମାନେ ବହୁତ ସମ୍ବେଦନଶୀଳ ହୋଇଥାନ୍ତି, ଏବଂ ଏହି ବ୍ୟକ୍ତି ଙ୍କ ର ଏହି ଗୁଣ ପାଇଁ ସମସ୍ତେ ଏମାନ ଙ୍କୁ ବହୁତ ଭଲ ପାଇଥାନ୍ତି। ଲୋକଙ୍କ ଠାରୁ ନିଜର କାମ ଆଦାୟ କରିବାରେ ସକ୍ଷମ ହୋଇଥାନ୍ତି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।