ବନ୍ଧୁଗଣ ବର୍ତ୍ତମାନ ପୁଣି ଆସିଛି ଏକ ବଡ଼ ଖବର , ତେବେ ପୁଣି ଥରେ ବିବାଦ ଘେର ରେ ଓଲିଉଡ ଜଗତ ର ମିୟୁଜିକ ଷ୍ଟାର ହ୍ୟୁମାନ ସାଗର ।ତେବେ ଆପଣ ମାନେ ଜାଣିଥିବେ କି କିଛି ଦିନ ତଳେ ହ୍ୟୁମାନ ସାଗର ନିଜ ବୈବାହିକ ଜୀବନ କୁ ନେଇ ବିବାଦ ରେ ଥିଲେ। ଏବଂ ଏଇ କିଛି ଦିନ ତଳେ ତାଙ୍କର ବୈବାହିକ ଜୀବନ କୁ ନେଇ ସମାଧାନ ହୋଇଛି ।
ମାତ୍ର ପୁଣି ବର୍ତ୍ତମାନ ସେ ବିବାଦ ଘେର ରେ ଫସିଛନ୍ତି ।ତେବେ କିନ୍ତୁ ଏଥର ତାଙ୍କର ସ୍ତ୍ରୀ କି ପରିବାର କୁ ନେଇ ନୁହେଁ ବରଂ କମେଡ଼ିଆନ ଗୁଲୁଆ ।ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘଟଣା ବିଷୟରେ।
ତେବେ ଆପଣ ମାନେ ଓଲିଉଡ ର ଗାୟକ ହ୍ୟୁମାନ ସାଗର ଙ୍କୁ ବେଶ ଭଲ ଭାବରେ ଜଣାଇଥିବେ , ସେ ଜଣେ ଭଲ ଗାୟକ ଅଟନ୍ତି ଏବଂ ବର୍ତ୍ତମାନ ଓଲିଉଡ ର ପ୍ରାୟ ସିନେମା ଗୀତ ଓ ଆଲବମ ସେ ଗାଇଥାନ୍ତି। ସେ ଜଣେ ଯାଦୁଗର ଭଳି ଯେଉଁ ଗୀତ କୁ ଗାଇଥାନ୍ତି ସେହି ଗୀତ ରେ ଏକ ନୂଆ ପ୍ରାଣ ଭରି ଦେଇଥାନ୍ତି। ସୁନ୍ଦର ଗୀତ କୁ ତାଙ୍କର ଆକର୍ଷଣୀୟ କଣ୍ଠ ସମସ୍ତ ଙ୍କୁ ମୁଗ୍ଧ କରି ଦେଇଥାଏ। କିନ୍ତୁ ବର୍ତ୍ତମାନ ସେ ଏକ ବିବାଦ ରେ ପଡିଛନ୍ତି ଆଉ ଏହି ବିବାଦ ତାଙ୍କର ସ୍ତ୍ରୀ ନିଜେ ଆଣିଛନ୍ତି ହ୍ୟୁମାନ ସାଗର ଙ୍କ ନାମ ରେ।
ତେବେ ଗୁଲୁଆ ଭାଇ କହିଛନ୍ତି କି, “ତୁମେ ଯେତେ ବଡ଼ ମଣିଷ ହୁଅ ନା କାହିଁକି ଜଣଙ୍କ ର ଜୀବିକା ଛଡେଇ ନେବା ନହାତି ଭୁଲ କଥା।ତେବେ ଗୋଟିଏ ସୋ ରେ ହ୍ୟୁମାନ ଭାଇ ଙ୍କ ଟିମ ମୋତେ ଯିବାକୁ ମନା କ୍ର8ଦେଲେ ।ମୋତେ ଗୋଟିଏ ସୋ କୁ ଲୋକମାନେ ମୋତେ ନିମନ୍ତ୍ରଣ କରିଥିଲେ ମାତ୍ର ହ୍ୟୁମାନ ଭାଇ ଙ୍କ ଟିମ ବାରଣ କଲେ ।କିନ୍ତୁ ଷ୍ଟେଜ ଟି ଦର୍ଶକ ଙ୍କର, ଆମେ ତାଙ୍କୁ ହୃଦୟ ଭଲ ପାଉ ,କେବଳ ଉପର ଦେଖେଇବା କୁ ନୁହେଁ ।”
ତେବେ ହ୍ୟୁମାନ ଭାଇ ଜଣେ ଗର୍ବୀ ଓ ଅହଙ୍କାରୀ ଲୋକ ଅଟନ୍ତି ଆଉ ତାଙ୍କର ଟିମ ତାଙ୍କ କଥା ରେ ଉଠ ବସ ହୁଅନ୍ତି। , କିନ୍ତୁ ତାଙ୍କର ଏହି ଗୁଣ କେବେ ବି ଭଲ କଥା ନୁହେଁ, ହ୍ୟୁମାନ ଭାଇ ଙ୍କ ର ଏହି ଗର୍ବ ଅହଂକାର ବେଶୀ ଦିନ ରହେ ନାହିଁ ।ତେବେ ମୁଁ ଚାଂହୁଛି କି ହ୍ୟୁମାନ ଭାଇ ଙ୍କ ର ପ୍ରକୃତ ରୂପ ସମସ୍ତେ ଜାଣନ୍ତୁ ବୋଲି। ତେବେ ମୁଁ ତାଙ୍କର ଜଣେ ବଡ ଫ୍ୟାନ ଅଟେ, ମାତ୍ର ନିଆଳି ରେ ସୋ ବେଳେ ମୋତେ ମନା କରିଥିଲେ ହ୍ୟୁମାନ ଭାଇ ଙ୍କ ଟିମ। ତେବେ ଏହା କହିଛନ୍ତି ଗୁଲୁଆ ଭାଇ ନିଜେ।ତେବେ ତାଙ୍କର ଏହି ଭିଡ଼ିଓ ଟି ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ନିଆଁ ଭଳି ଭାଇରାଲ ହେବା ରେ ଲାଗିଛି ।ତେବେ ଆପଣ ମଧ୍ୟ ତାଙ୍କର ଏହି ଭିଡ଼ିଓ ଟିକୁ ଦେଖନ୍ତୁ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।