Daily news update , Real odisha local news

ଦେଖନ୍ତୁ Socking ଭିଡ଼ିଓ – ରାତି ଅଧରେ ଘରକୁ ଆସିଲା ollywood ଅଭିନେତା ପିଣ୍ଟୁ ନନ୍ଦଙ୍କ ଆତ୍ମା…ଆଉ ତାପରେ ଯାହା ହେଲା, ଦେଖିଲେ ଆଶ୍ଚର୍ଯ୍ୟ ହେବେ..

0 5,242

ବନ୍ଧୁମାନେ ଅଲିଉଡ଼ ଅଭିନେତା ପିଣ୍ଟୁ ନନ୍ଦ, ଯିଏ ଜଣେ ଏମିତି ଅଭିନେତା ଥିଲେ ଯାହାଙ୍କର ଭିନ୍ନ ଭିନ୍ନ ଅଭିନୟରେ ଭିନ୍ନ ଯାଦୁ ରହିଥିଲା ।ତାଙ୍କର କମେଡି ଓ ଖଳନାୟକ ଭୂମିକା କୁ କେହି କେବେ ଭୁଲି ପାରିବେ ନାହିଁ ।ହେଲେ ଆଜି ସେହି ପିଣ୍ଟୁ ନନ୍ଦ ଏହି ଦୁନିଆରେ ନାହାନ୍ତି, ଖୁବ ଅଳ୍ପ ବୟସରେ ସେ ସବୁଦିନ ପାଇଁ ଏହି ଦୁନିଆ କୁ ଛାଡ଼ି ଚଳି ଯାଇଛନ୍ତି।

ଏବେ ସମସ୍ତେ ସେହି ପିଣ୍ଟୁ ଙ୍କୁ ମନେ ପକାଇ ଖୁବ ଦୁଃଖ ପ୍ରକାଶ କରିଛନ୍ତି କିନ୍ତୁ ଏହି ଭିତରେ ଏକ ଘଟଣା ବିଷୟରେ ଶୁଣିବାକୁ ମିଳିଛି ।ତେବେ କୁହାଯାଇଛି କି ପିଣ୍ଟୁ ଙ୍କର ମୃତ୍ୟୁ ପରେ ତାଙ୍କର ଆତ୍ମା ଆସି ଘରେ ପହଞ୍ଚିଛି ଆଉ ତାପରେ ଯାହା ଘଟୁଛି ଦେଖନ୍ତୁ ଆଗକୁ ।

ତେବେ ଦର୍ଶକବନ୍ଧୁ ପିଣ୍ଟୁ ନନ୍ଦ ମାତ୍ର 47 ବର୍ଷ ବୟସ ରେ ମୃତ୍ୟୁ ବରଣ କରିଛନ୍ତି ଯେଉଁ କାରଣ ତାଙ୍କ ଜୀବନରେ ଅନେକ ଆଶା ରହିଯାଇଛି ।ଜୀବନରେ କେମିତି କଣ କରିବେ ସେ ନେଇ ବହୁତ କିଛି ସ୍ୱପ୍ନ ଥିଲା ତାଙ୍କର, ହେଲେ ସେସବୁ ଅଧାରେ ରହିଗଲା ।ଆଉ ବର୍ତ୍ତମାନ ପିଣ୍ଟୁ ଙ୍କ ଆତ୍ମା ଘରକୁ ଆସିବା କଥା ଜଣା ପଡିବା ପରେ ସେ ଯାହା କହିଛନ୍ତି ତାହା ତ ଅବିଶ୍ୱସନୀୟ ।ତେବେ କୁହାଯାଇଛି କି ପିଣ୍ଟୁ କୁଆଡେ ଆତ୍ମା ହେଇ ନିଜ ମାଆ ଙ୍କ ପାଖକୁ ଆସିଥିଲେ ।ଆଉ ମାଆ ଙ୍କୁ କହିଥିଲେ କି”ମୁଁ ପିଣ୍ଟୁ କହୁଛି, ମାଆ ମୋ ଜୀବନରେ ଅନେକ ଆଶା ରହିଗଲା ।ଭଗବାନ ଙ୍କ ଉପରେ କେତେ ଭରଷା କରିଥିଲି ସବୁ ଭାଙ୍ଗିଗଲା, କେତେ ଇଛା ଥିଲା ତୋ କୋଳରେ ଟିକିଏ ଶୋଇବା ପାଇଁ କିନ୍ତୁ ତା ବି ହେଲାଣି” ।

ପିଣ୍ଟୁ ଙ୍କର ଆତ୍ମା ଏହା ବି କହିଥିଲେ କି “ଚାହୁଁ ଥିଲି ବାପା ପାଖରୁ ଟିକିଏ ଗାଳି ଶୁଣିଥାନ୍ତି, ସେ ସବୁବେଳେ କହନ୍ତି ତୋ ଦ୍ୱାରା କିଛି ହେଇ ପାରିବନି ଏମିତି ବୁଲ ।ସ୍ତ୍ରୀ କରି ପ୍ରତିଭା ଙ୍କୁ ଆଣିଥିଲି କିନ୍ତୁ ତାଙ୍କୁ ଜୀବନରେ କରିଥିବା ଭୁଲ ପାଇଁ ଶେଷ ଥର ତାଙ୍କୁ କ୍ଷମା ମାଗିବାକୁ ଚାହୁଁଥିଲି ।ଦୁଇ ପୁଅ ଙ୍କୁ କୋଳରେ ଜାବୁଡି ନେଇ କେତେ ଗେଲ କରିଥାନ୍ତି ଆଉ ତାଙ୍କଠାରୁ ବି କ୍ଷମା ମାଗିଥାନ୍ତି ବହୁତ ଭୁଲ ହେଇଛି ମୋ ଦ୍ୱାରା ଯେଉଁଥି ପାଇଁ ପିଲାଙ୍କୁ ବହୁତ କଷ୍ଟ ହେଇଚି ।ହେଲେ ତାଙ୍କ ବାପା ଡାକ ବି ଶୁଣି ପାରିଲି ନାହିଁ,ଆଉ ଏବେ ସମୟ ଅଛି ନା ସାହସ ଏମିତି କଥା କହିବା ପାଇଁ ।

ତେବେ ମାଆ ପୁଣି ଥରେ ସମସ୍ତଙ୍କୁ ଦେଖିବାର ଆଶା ଆଶାରେ ରହିଗଲା,ହେଲେ ମାଆ ମୋ ଖବର ଶୁଣି ସମସ୍ତେ ଦୁଃଖ କରୁଥିବେ ।ତେଣୁ ସମସ୍ତଙ୍କୁ କାନ୍ଦିବାକୁ ମନା କରିବୁ ଆଉ ମୋ ଭୁଲ ପାଇଁ କ୍ଷମା ମାଗୁଛି ବୋଲି କହିଦେବୁ” ।ତେବେ ଏମିତି କିଛି ନିଜର ଶେଷ ଆଶା ବିଷୟରେ ପିଣ୍ଟୁ ଙ୍କର ଆତ୍ମା କହୁଛି ବୋଲି ଜାଣିବାକୁ ମିଳିଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.