ବର୍ତ୍ତମାନ ର ଏହି ଅତ୍ୟାଧୁନିକ ଯୁଗରେ ଲୋକ ମାନେ ଏତେ ଆଡ଼ଭାନ୍ସ ହୋଇ ଗଲେଣି ଯେ ,ଭଗବାନ ଙ୍କୁ ମଧ୍ୟ ମର୍ଡନ ଅଂଧାଜ ରେ ପରିବେଷଣ କରୁଛନ୍ତି। ଚାଲିଛି ଭଗବାନ ଙ୍କ ନାମ ସଂକୀର୍ତ୍ତନ ଆଉ ସାମ୍ନା ରେ ଅଛନ୍ତି ପ୍ରଭୁ ଚୈତନ୍ୟ କିନ୍ତୁ ଭଗବାନ ଙ୍କ ନାମ କୁ ଜପ କରାଯାଉଛି ମର୍ଡନ ରାମାଣ୍ଟିକ ଗୀତ ରେ।
ଆଉ ଏହି ଗୀତ ରେ ଠାକୁର ଙ୍କ ଆଗରେ ଚାଲିଛି ରାସଲୀଳା ଯାହା ଦେଖିଲେ ଆପଣ ମଧ୍ୟ ମୁଣ୍ଡ ରେ ହାତ ଦେବେ। ତେବେ ଆପଣ ଙ୍କୁ ମଧ୍ୟ ଲାଗିବ କି ଏହି ମର୍ଡନ ଯୁଗର ଲୋକ ମାନେ କାହାକୁ କେଉଁ ସ୍ଥାନ ରେ ନେଇ ରହିଛନ୍ତି ବୋଲି।
ତେବେ ବନ୍ଧୁଗଣ ଆପଣ ମାନେ ଜାଣିଛନ୍ତି କି ବର୍ତ୍ତମାନ ର ଟେକ୍ନୋଲୋଜି ତଥା ଡିଜିଟାଲ ର ଯୁବରେ ଲୋକମାନେ ସୋସିଆଲ ମିଡ଼ିଆ କୁ ନିଜର ଗୁଣ ଦେଖାଇବା ର ପ୍ଲାଟଫର୍ମ ଭାବରେ ବାଚିଛନ୍ତି। ଯେଉଁ ସବୁ ନୂଆ ଏବଂ ଲୋକପ୍ରିୟ ଗୀତ କିମ୍ବା ଡାଇଲଗ ଆସୁଛି ତାହାକୁ ନେଇ ଲୋକମାନେ ଭିନ୍ନ ଭିନ୍ନ ରିଲ ଭିଡ଼ିଓ ବନାଇ ସୋସିଆଲ ମିଡ଼ିଆ ରେ ସେୟାର କରୁଛନ୍ତି। ତେବେ ଲୋକମାନେ ମଧ୍ୟ ଏହାକୁ ଦେଖିବାକୁ ପସନ୍ଦ କରୁଛନ୍ତି ଯାହା ତାଙ୍କୁ ଖୁସି ଦେଉଛି ମଧ୍ୟ। ତେବେ କିନ୍ତୁ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଏହିପରି ଏକ ଭିଡ଼ିଓ ଭାଇରାଲ ହେବା ରେ ଲାଗୁଛି ଜାହାକୁ ଦେଖିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ଚକିତ ହୋଇ ମୁଣ୍ଡ ରେ ହାତ ଦେବେ।
ତେବେ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଭାଇରାଲ ହେଉଥିବା ଭିଡ଼ିଓ ଟିରେ ଦେଖା ଯାଇଛି ଯେ, ଜଣେ ବ୍ୟକ୍ତି ଙ୍କ ଘରେ ଭଗବାନ ଶ୍ରୀ ଚୈତନ୍ୟ ଆସିଛନ୍ତି ଆଉ ସେଠାରେ ନାମ ସଂକୀର୍ତ୍ତନ ଚାଲିଛି। ତେବେ ଯେଉଁ ମାନେ ସେଠାରେ ଭଗବାନ ଙ୍କ ନାମ ସଂକୀର୍ତ୍ତନ କରିବା ପାଇଁ ଆସିଛନ୍ତି ସେମାନେ ଭକ୍ତି ରେ ନୁହେଁ ବରଂ ଭଗବାନ ଙ୍କ ର ନାମ କୁ ମର୍ଡନ ଭାବରେ ଏକ ହିନ୍ଦୀ ରୋମାଣ୍ଟିକ ଗୀତ ରେ ସ୍ୱର କରିଛନ୍ତି। ଆଉ ସେହି ଗୀତ ରେ ଭଗବାନ ଙ୍କ ର ନାମ ଜପ କରୁଛନ୍ତି। ତେବେ ଆହୁରୀ ଆଶ୍ଚର୍ଯ୍ୟ ଜନକ ଯେ ସେହି ଗୀତ ରେ ସାମ୍ନା ରେ କିଛି ଲୋକ ବଡ଼ ରୋମାଣ୍ଟିକ ଆନ୍ଦାଜ ରେ ଡ୍ୟାନ୍ସ କରୁଛନ୍ତି।
ଯାହାର ର ଭିଡ଼ିଓ ଟିକୁ ଦେଖିଲେ ଏପରି ଲାଗୁଛି ଯେପରି ସେଠାରେ ଭଗବାନ ଙ୍କ ପୂଜା ନୁହେଁ ବରଂ ରାସଲୀଳା ଚାଲିଛି ବୋଲି। ତେବେ କେହି ଜଣେ ବ୍ୟକ୍ତି ଏହି ସମ୍ପୂର୍ଣ୍ଣ ଘଟଣା ଟିର ଭିଡ଼ିଓ ବନାଇ ସୋସିଆଲ ମିଡ଼ିଆ ରେ ସେୟାର କରି ଥିଲେ। ତେବେ ଏହି ଭିଡ଼ିଓ ଟି ସୋସିଆଲ ମିଡ଼ିଆ ରେ ଆସିବା ପରେ ସବୁ ଏହାକୁ ଦେଖି ଆଶ୍ଚର୍ଯ୍ୟ ଚକିତ ହୋଇଯାଇଛନ୍ତି ଆଉ ସମସ୍ତେ ନିଜ ନିଜର ଭିନ୍ନ ମତ ମଧ୍ୟ ଦେଇଛନ୍ତି। ତେବେ ଆପଣ ମାନେ ମଧ୍ୟ ଏହି ଭିଡ଼ିଓ ଟିକୁ ଥରେ ନିଶ୍ଚିତ ଦେଖନ୍ତୁ ଆଉ ନିଜର ମତ ରଖନ୍ତୁ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।