ବନ୍ଧୁମାନେ ଆମ ପ୍ରତ୍ୟେକ ଲୋକ ମାନଙ୍କ ର ସକାଳୁ ଓ ସନ୍ଧ୍ୟାରେ ଅଭ୍ୟାସ ରହିଛି କି ସେହି ସମୟରେ ଗୋଟିଏ କପ ଚା ନିହାତି ଦରକାର ।ତେବେ କିଛି ଲୋକ ମାନଙ୍କ ର ରମିଟି ଅଭ୍ୟାସ ରହିଛି କି ସେମାନଙ୍କୁ ଦିନରେ 3 ରୁ 4 କପ ନହେଲେ ନହେବ ।ତେବେ ଆପଣ ଜାଣିଛନ୍ତି କି ଏହି ଚା ଆପଣଙ୍କ ପାଇଁ କାଳ ବି ସାଜିପାରେ, କାରଣ ଚା ପିଇବା ପରେ ଜଫି ଆପଣ ଏମିତି କିଛି ଖାଦ୍ୟ ଖାଉଛନ୍ତି ଯାହାର ଖରାପ ରିଏକ୍ସନ ଆମ ଶରୀରରେ ଦେଖିବାକୁ ମିଳିଥାଏ ।
ତେବେ ଚା ଯେ କେବଳ ଭାରତରେ ପିଆଯାଏ ସେମିତି ନୁହେଁ ବରଂ ଭାରତ ବାହାର ଦେଶରେ ବି ଏହାର ଖୁବ ଭଲ ଚାହିଦା ରହିଛି ।କିନ୍ତୁ ବହୁତ କମ ଲୋକ ଥିବେ ଯେଉଁମାନେ ଜାଣିଥିବେ କି ଚା ଦ୍ୱାରା ଏମିତି କିଛି ରୋଗ ହେଇଥାଏ ଯାହା ଜୀବନରେ କେବେ ଭଲ ହେଇ ନଥାଏ ।ତେବେ କେଉଁ କେଉଁ ରୋଗ ଚାହା ଦ୍ଵାରା କେମିତି ହୁଏ ଆସନ୍ତୁ ଜାଣିବା ।
-ପ୍ରଥମ କଥା ଆପଣ ସକାଳୁ ଉଠି ଚା ପିଉଛନ୍ତି ଆଉ ତାପରେ ଯଦି ଗଜା ମୁଗ ବୁଟ ଖାଉଛନ୍ତି ତେବେ ଜାଣି ରଖନ୍ତୁ ଏମିତି ଖାଇବା ଯୋଗୁ ଆପଣ ଙ୍କ ଶରୀରରେ ଧଳା ଧଳା ଚିହ୍ନ ହେଇଯାଏ ।ଆଉ ଏହା ଭଲ ହେବା ବହୁତ କଷ୍ଟ ଅଟେ, ତେଣୁ କେବେ ଚା ପରେ ଗଜା ମୁଗ କି ବୁଟ ଖାଆନ୍ତୁ ନାହିଁ ।
-ତେବେ ପାଣି ମଧ୍ୟ ଚା ପିଇବା ପରେ ପିଅନ୍ତୁ ନାହିଁ, ଆପଣ ଚା ପରେ ଯଦି ପାଣି ପିଉଛନ୍ତି ତେବେ ଦାନ୍ତ ରେ ଥଣ୍ଡା ଅନୁଭବ ହେବା ସହିତ ଝିମ ଝିମଝିମ ଅନୁଭୂତି ହେଇଥାଏ ।
-ଚା ପରେ କେବେ ଲେମ୍ବୁ ବା ଲେମ୍ବୁର ତିଆରି କୌଣସି ଜିନିଷ ଖାଆନ୍ତୁ ନାହିଁ କାରଣ ଏହା ବିଷ ପରି କାମ କରିବା ।ଆଉ ଅଜାଣତରେ ଏତେ ପ୍ରକାରର ଚର୍ମ ରୋଗ ଦେଖିଯିବ ଯେ ଆପଣ କେବେ ଚିନ୍ତା କରି ନଥିବେ ।ତେଣୁ ମନେ କରି କେବେ ଚା ପରେ ଲେମ୍ବୁ ଖାଇବେ ନାହିଁ ।
-ତେବେ ଏବେ ମନେ ରଖନ୍ତୁ ଚା ପରେ ବେଶନ ଓ ହଳଦୀରେ ତିଆରି ଖାଦ୍ୟ ଖାଆନ୍ତୁ ନାହିଁ ।ଯଦି ଆପଣ ଜାଣି ଶୁଣି ବି ଏହି ପରି ଖାଦ୍ୟ ଖାଉଛନ୍ତି ଚା ପିଇବା ପରେ ତେବେ ବହୁତ ଜଲଦି କେଶ ଝଡ଼ିବା ସହିତ କେଶ ପାଚି ଯାଇଥାଏ ।ତେବେ ଆପଣଙ୍କ ଏବେ ଯେତେବେଳେ ବି ଚା ପିଉଛନ୍ତି ତେବେ ଧ୍ୟାନ ଦେଇ ଏହି ଖାଦ୍ୟ ଗୁଡିକ ଖାଆନ୍ତୁ ନାହିଁ ।ତେବେ ବେଳେ ବେଳେ ଆମର ଛୋଟ ଛୋଟ ଭୁଲ ପାଇଁ ଅଜାଣତରେ ଆମ ସ୍ୱାସ୍ଥ୍ୟ ର ବହୁତ କ୍ଷତି କରିଦେଉ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।