Daily news update , Real odisha local news

ଓଃ କି ଡ୍ୟାନ୍ସ ! ଷ୍ଟେଜ ଉପରେ ଯୁବକ ଯୁବତୀଙ୍କ ଏମିତି ଡ୍ୟାନ୍ସ ଜୀବନରେ କେବେ ଦେଖି ନଥିବେ…

0 350

ବନ୍ଧୁମାନେ ଅନେକ ସମସୟରେ ସୋସିଆଲ ମେଡିଆରେ ଅନେକ ପ୍ରକାରର ଭିଡ଼ିଓ ଭାଇରଲ ହେଇଥାଏ ।ତେବେ ଯେତେବେଳେ କିଛି ନୂଆ ଓ ହଟକେ ଡ଼୍ୟାନ୍ସ କିମ୍ବା ଗୀତର ଭିଡ଼ିଓ ଦେଖିବାକୁ ମିଳେ ତାହା ଝୁବ ଜଲଦି ଲୋକ ମାନଙ୍କ ର ପ୍ରିୟ ହେଇଯାଏ ।ଆଉ ନିକଟରେ ଏମିତି ଏକ ଡ୍ୟାନ୍ସ ର ଭିଡ଼ିଓ ଦେଖିବାକୁ ମିଳିଛି ଯାହାକୁ ଦେଖିଲେ ଆପଣଙ୍କ ଆଖି ଲାଖି ରହିଯିବ ।

ତେବେ ଭିଡ଼ିଓ ରେ ଜଣେ ଯୁବକ ଯୁବତୀ ଡ୍ୟାନ୍ସ କରୁଥିବାର ନଜର ଆସିଥିବା ହେଲେ ଉଭୟ ନିଜ ଡ୍ୟାନ୍ସ ରେ ଷ୍ଟେଜ ଉପରେ ନିଆଁ ଲଗେଇ ଦେଉଛନ୍ତି ।

ତେବେ ବର୍ତ୍ତମାନ ସମୟରେ ସୋସିଆଲ ମେଡିଆ ସମସ୍ତ ଙ୍କ ପାଇଁ ଏକ ବଡ଼ ପ୍ଲାଟଫାର୍ମ ଅଟେ ।ଅନେକ ଲୋକ ନିଜ ଭିତରେ ଥିବା ଟେଲେଣ୍ଟ କୁ ଏହି ସୋସିଆଲ ମେଡିଆରେ ମାଧ୍ୟମରେ ବାହାରକୁ ଆଣିବାରେ ସକ୍ଷମ ହେବା ସହିତ ଦୁନିଆ ଆଗରେ ନିଜର ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରି ପାରୁଛନ୍ତି ।ତେବେ ଆପଣ ଅନେକ ଲୋକଙ୍କୁ ଦେଖୁଥିବେ ଯେଉଁମାନେ ସୋସିଆଲ ମେଡିଆରେ ନିଜର ଅନେକ ପ୍ରକାର ଡ୍ୟାନ୍ସ ଭିଡ଼ିଓ ପୋଷ୍ଟ କରିଥାନ୍ତି ।ଆଉ ଡ୍ୟାନ୍ସ ଭିଡ଼ିଓ ଖୁବ ଜଲଦି ଦର୍ଶକ ଙ୍କୁ ଆକୃଷ୍ଟ କରିଥାଏ ତେବେ ବର୍ତ୍ତମାନ ମିଶ ସୋନାଲି ଓ ରାଜା ଙ୍କର ଡ୍ୟାନ୍ସ ଭିଡ଼ିଓ ଟିକୁ ଲୋକମାନେ ଖୁବ ପସନ୍ଦ କରିବାରେ ଲାଗିଛନ୍ତି।

ତେବେ ଏକ ଭାଇରଲ ଭିଡ଼ିଓରେ ଜଣେ ଯୁବକ ଯୁବତୀ ଧଳା ଡ୍ରେସ ପିନ୍ଧି “ଗୋରା ଦେହ କୁ ଦେଖ କର ଦିୱାନା ହୋ ଗେୟା” ଗୀତରେ ଡ୍ୟାନ୍ସ କରୁଥିବାର ନଜର ଆସୁଛନ୍ତି ।ତେବେ ଉଭୟ ଙ୍କର ଡ୍ୟାନ୍ସ ର ଷ୍ଟେପ ଗୁଡିକ ଏତେ ମନ ଛୁଆଁ ହେଇଚି କି ଯିଏ ବି ଭିଡ଼ିଓ ଟିକୁ ଦେଖି ଆଖି ହଟେଇ ପାରୁ ନାହିଁ ।ତେବେ ଜଣା ପଡ଼ିଛି କି ଡ୍ୟାନ୍ସ କରୁଥିବା ଯୁବତୀ ହେଉଛନ୍ତି ମିସ ସୋନାଲି ଓ ଯୁବକ ଜଣକ ହେଉଛନ୍ତି ରାଜା ।ଆଉ ଉଭୟ ଉଭୟଙ୍କ ସହିତ ତାଳ ମିଶାଇ ଖୁବ ସୁନ୍ଦର ଡ୍ୟାନ୍ସ ଭିଡ଼ିଓ ଟିକୁ ପ୍ରସ୍ତୁତ କରୁଛନ୍ତି ।

ତେବେ ଆପଣ ମାନେ ତ ଭଲ ଭାବରେ ଜାଣିଛନ୍ତି କି ଡ୍ୟାନ୍ସ ଭିଡ଼ିଓ ଗୁଡିକ ଖୁବ ଜଲଦି ଆଖି ଦୃଶିୟା ହେଇଥାଏ ଆଉ ଗୋଟିଏ ସୁନ୍ଦର ଡ୍ୟାନ୍ସ ଦେଖିଲେ ତାହାକୁ ବାରମ୍ବାର ଦେଖିବାକୁ ଇଛା ହେଇଥାଏ ।ଆଉ ରାଜା ଓ ସୋନାଲି ଙ୍କର ଡ୍ୟାନ୍ସ ଟି ଠିକ ସେମିତି ସେଥିପାଇଁ ତ ବର୍ତ୍ତମାନ ଯାଏଏହି ଭିଡ଼ିଓ ଟିକୁ ବହୁତ ଲୋକମାନେ ଦେଖି ସାରିଲେଣି ।ଆଉ ଭିଡ଼ିଓ ଟି ବର୍ତ୍ତମାନ ସୋସିଆଲ ମେଡିଆରେ ଖୁବ ଜଲଦି ଭାଇରଲ ହେବାରେ ଲାଗିଛି, ତେବେ ଆପଣ ମାନେ ଯଦି ଏବେ ଯାଏ ଏହି ଭିଡ଼ିଓ ଟିକୁ ଦେଖି ନାହାନ୍ତି ତେବେ ଜଲଦି ଦେଖନ୍ତୁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.