ରାଷ୍ଟ୍ରପତି ମୋତେ ଡାକିଲେ ଉତ୍ତମ ଭାଇ ଆସ, ଆଉ ପୁଅ କଥା ପଚାରିଲେ ଫୋଟ ଉଠାଇଲେ ।ଆମ ମହା ମହିବ ରାଷ୍ଟ୍ରପତି ଙ୍କ ବିଶାଳ ହୃଦୟ ସେଥିପାଇଁ ପାଇଁ ତ ଆଜି ଦେଶରେ ସର୍ବୋଚ୍ଚ ପଦ ରେ ରହି ବି ସେ ନିଜ ଜନ୍ମ ମାଟି କୁ ଭୁଲି ନାହାନ୍ତି ।ସେଥିପାଇଁ ତ ନିଜ ଜନ୍ମ ମାଟି ର ପୁଅ ଉତ୍ତର ମହାନ୍ତି ଙ୍କ ସହିତ ବିଶେଷ ସାକ୍ଷାତ କରିଛନ୍ତି ।ତେବେ ବନ୍ଧୁମାନେ ନିକଟରେ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଓଡିଶା ଗ୍ରସ୍ଥ ରେ ଆସିଥିବା ବେଳେ ଓଲିଉଡ ର ଆଜି ଧାଡ଼ିର ପ୍ରକ୍ଷାତ ଅଭିନେତା ଉତ୍ତର ମହାନ୍ତି ଙ୍କୁ ପାଖକୁ ଡାକି ଫୋଟ ନେବା ସହିତ ତାଙ୍କ ପରିବାର ବିଷୟରେ ପଚାରି ବୁଝିଥିଲେ ।
ବନ୍ଧୁମାନେ ଆମ ଦେଶର ପ୍ରଥମ ମହିଳା ଆଦିବାସୀ ରାଷ୍ଟ୍ରପତି ହେଉଛନ୍ତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ, ଆଉ ଖୁସିର କଥା ହେଉଛି କି ସେଆଁ ଓଡ଼ିଶା ମାଟିର ଝିଅ ଓ ବୋହୁ ।
ଆଜି ଏତେ ବଡ଼ ପଦ ରେ ରହି ବି ତାଙ୍କର ବ୍ୟବହାର ଓ ଚାଲିଚଳଣୀ ପ୍ରତ୍ୟେକ ଓଡ଼ିଆ ଙ୍କୁ ଗର୍ବିତ କରାଇ ପାରିଛି ।ତେବେ ମାନ୍ୟବର ରାଷ୍ଟ୍ରପତି କିଛି ଦିନ ତଳେ ଓଡିଶା ଆସିଥିଲେ ଆଉ ସେହି ସମୟରେ ସେ ଉତ୍ତର ମହାନ୍ତି ଙ୍କ ସହିତ ସାକ୍ଷାତ କରିଥିଲେ ।ତେବେ ନିଜେ ରାଷ୍ଟ୍ରପତି ଓ ଉତ୍ତମ ମହାନ୍ତି ଉଭୟ ଓଡିଶା ର ବାରିପଦା ମାଟିରେ ଜନ୍ମିତ ।ତେଣୁ ରାଷ୍ଟ୍ରପତି ଉତ୍ତମ ମହାନ୍ତି ଙ୍କ ସହିତ କଥା ହେବା ପରେ ତାଙ୍କ ଖୁସି ଦର୍ଶକ ସହିତ ବାଣ୍ଟିଛନ୍ତ ଓ ରାଷ୍ଟ୍ରପତି ସହିତ କଣ କଥା ହେଲେ ସେ ବିଷୟରେ ବତାଇଛନ୍ତି ।
ତେବେ ଉତ୍ତର ମହାନ୍ତି ଙ୍କୁ ରାଷ୍ଟ୍ରପତି ଦେଖିବା ପରେ ତାଙ୍କୁ କହିଥିଲେ ବି “ଉତ୍ତମ ଭାଇ ପାଖକୁ ଆସନ୍ତୁ, ତାପରେ ବାବୁସାନ କଥା ପଚାରିଥିଲେ” ।ବାବୁ ସାନ ଙ୍କର ଦମନ ଫିଲ୍ମ ଙ୍କୁ କେମିତି ରାଷ୍ଟ୍ରପତି ଭବନରେ ସମସ୍ତେ ଦେଖିଥିଲେ ସେ ବିଷୟରେ ବି ରାଷ୍ଟ୍ରପତି ବତାଇଥିଲେ ।ଏହାପରେ ରାଷ୍ଟ୍ରପତି ଙ୍କୁ ମହାଦେବ କୃଷ୍ଣ ଚନ୍ଦ୍ର ଭଞ୍ଜ ଦେବ ସ୍ୱୟଂ ଶାସିତ ମହାବିଦ୍ୟାଳୟ ର 15 ତମ ଜନ୍ମ ଜୟନ୍ତୀ କୁ ତାଙ୍କୁ ମୁଖ୍ୟ ଅତିଥି ଭାବେ ଯୋଡି ଦେବାକୁ ନିମନ୍ତ୍ରଣ କରିଥିଲେ ଉତ୍ତମ ମହାନ୍ତି ।ଏହି ଭିତରେ ପ୍ରାୟ 15 ମିନିଟ ଧରି କଥା ହେଇଥିଲେ ରାଷ୍ଟ୍ରପତି ଓ ଉତ୍ତମ ମହାନ୍ତି ଆଉ ଶେଷରେ ରାଷ୍ଟ୍ରପତି ଙ୍କ ସହିତ ଫୋଟ ବି ନେଇଥିଲେ ଉତ୍ତମ ମହାନ୍ତି ।
ଉତ୍ତର ମହାନ୍ତି କହିଥିଲେ କି ରାଷ୍ଟ୍ରପତି ଯେତେବେଳେ ଝାଡ଼ଖଣ୍ଡ ରେ ଗଭରନର ଥିଲେ ସେତେବେଳୁ ତାଙ୍କ ସହିତ ସମ୍ପର୍କ ରହିଛି ।ଏହା ବ୍ୟତୀତ ଆଗରୁ ବି ଉତ୍ତମ ମହାନ୍ତି ଙ୍କର କୌଣସି ଏସୋସିଏସନ ସାମିଲ ହେଇଥିଲେ ।ତେବେ ବର୍ତ୍ତମାନ ରାଷ୍ଟ୍ରପତି ହେବା ପରେ ବି ମହାମହିମ ଙ୍କ ଏମିତି ବଦାନ୍ୟ କୁ ଦେଖି ନିଜେ ଉତ୍ତମ ମହାନ୍ତି ନିଜର ଖୁସି କୁ ଜଣାଇଛନ୍ତି ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।