ଦେଖନ୍ତୁ Live ଭିଡିଓ : CCTV ରେ ରେକର୍ଡ ହୋଇଥିବା ଭିଡିଓ ଟି ଦେଖିସାରିଲା ପରେ ହୁଏତ ଆପଣଙ୍କ ମୁଣ୍ଡ କିଛି କାମ କରିବନି, ୩୦ ହଜାରରୁ ଅଧିକ ଲୋକ ଦେଖିସାରିଲେନି…
ବନ୍ଧୁମାନେ ଆପଣ ସୋସିଆଲ ମେଡିଆରେ ଅନେକ ପ୍ରକାରର ଭିଡିଓ ଦେଖୁଛନ୍ତି ସେହି ଭିତରେ ବହୁତ ଦୁର୍ଘଟଣା ର ଭିଡିଓ ବି ଆମ ନଜରରେ ପଡିଥାଏ ।ଆଉ ଯାହା ଦେଖିଲା ପରେ ଆମ ମନରେ ଡର ସୃଷ୍ଟି ହେଇଥାଏ କିନ୍ତୁ ସମୟ ଆସିଲେ ସେହି ଭୁଡ଼ିଓରୁ ଆମେ ବହୁତ କିଛି ଶିଖି କାମରେ ଲାଗାଉ ।
ତେବେ ଆପଣ ମାନେ ତ ଜାଣିଛନ୍ତି ବର୍ତ୍ତମାନ ରାସ୍ତା ଉପରେ ଗାଡ଼ି ଚଲେଇବା କେତେ ମୁସ୍କିଲ ହେଇ ଗଲାଣି ।ଦିନକୁ ଦିନ ଦୁର୍ଘଟଣା ବଡିବାରେ ଲାଗୁଛି ତେବେ ଠିକ ସେମିତି ରାସ୍ତାରେ ସ୍କୁଟିରେ ଦୁଇ ସ୍ୱାମୀ ସ୍ତ୍ରୀ ଯାଉଥିଲେ କିନ୍ତୁ ରାସ୍ତା ଉପରେ ସେମାନଙ୍କ ସହ ଯାହା ଘଟିଲା ତାହା ହୋସ ଉଡେଇ ଦେବ ।
ତେବେ ବର୍ତ୍ତମାନ ର ଅତ୍ୟାଆଧୁନିକ ଯୁଗରେ ବହୁତ ନୂଆ ନୂଆ ଜିନିଷ ବାହାରିଲାଣି ଆଉ ଆମେମଧ୍ୟ ସେସବୁର ବ୍ୟବହାର କରୁଛୁ ।ତେବେ ବହୁତ ସମୟରେ ସେହି ଜିନିଷ ଗୁଡିକ ପାଇଁ ଏମିତି ପରିସ୍ଥିତି ଉପୁଜିଥାଏ ଯାହା ଜୀବନ ବି ନେଇ ଯାଏ ।ତେବେ ଦେଖନ୍ତୁ ସ୍କୁଟିରେ ଗୋଟିଏ ଦମ୍ପତି ବସି କୁଆଡେ ଯାଉଥିଲେ କିନ୍ତୁ ମଝି ରାସ୍ତାରେ ସ୍କୁଟିରେ ନିଆଁ ଲାଗିଗଲା କିନ୍ତୁ ଉଭୟଙ୍କର ଟିକିଏ ବୁଢ଼ୀ ପାଇଁ ଜୀବନ ବଞ୍ଚି ଗଲା ।ତେବେ ଏହି ଘଟଣା କେମିତି ଥିଲା ଆସନ୍ତୁ ସେ ବିଷୟରେ ଜାଣିବା ।
ଆପଣ ବର୍ତ୍ତମାନ ଦେଖୁଥିବେ କୋଉଠି ବାଇକରେ ନିଆଁ ଲାଗି ଗଲାଣି ତ କୋଉଠି ସ୍କୁଟି ସହିତ ମଣିଷ ବି ଜଳି ଗଲେଣି ।ତେବେ ଏମିତି ବହୁତ ବେଳେ ଘଟୁଛି କିନ୍ତୁ ଆଜି ଏମିତି ଏକ ଘଟଣା ଘଟିଛି କିନ୍ତୁ ଦୁଇ ଦୁଇଟି ଜୀବନ ଅଳ୍ପକେ ବଞ୍ଚି ଯାଇଛି ।ତେବେ ଏକ ସିସିଟିଭି ଫୋଟେଜ ରେ ଦେଖା ଯାଉଛି ସ୍ୱାମୀ ସ୍ତ୍ରୀ ସ୍କୁଟିରେ ଆସି ଗୋଟିଏ ଦୋକାନ ଆଗରେ ସ୍କୁଟି ରଖୁଛନ୍ତି ଆଉ ଦୋକାନ କୁ ଯାଉଛନ୍ତି ।ଆଉ ସେତିକିବେଳେ ହଠାତ ସ୍କୁଟି ଇଞ୍ଜିନ ଧୂଆଁ ବାହାରୁଛି ଆସୁ ତାପରେ ସ୍କୁଟି ଧୀରେ ଧୀରେ ଜଳିବାରେ ଲାଗୁଛି ।
ଆଉ ଏହି ଦୃଶ୍ୟ ସେହି ଦମ୍ପତି ସହିତ ଦୋକାନୀ ଓ ପାଖ ଲୋକମାନେ ବି ଦେଖୁଛନ୍ତି ଆଉ ତାପରେ ପାଣି ନେଇ ସେହି ସ୍କୁଟି କୁ ଲିଭାଇବାରେ ଲାଗିଛନ୍ତି କିନ୍ତୁ ସ୍କୁଟିରୁ ନିଆଁ ଲିଭୁ ନାହିଁ ।ତେବେ ସେହି ସମୟରେ ଜଣେ ବ୍ୟକ୍ତି ଯିଏ ଏକ ଫାୟାର ଏସ୍ଟିଙ୍ଗଗୁଇସ ଧରି ଆସିଲେ ଆଉ ପୁରା ସ୍କୁଟିରେ ମାରି ଚାଲିଲେ ।ଯାହା ପରେ ନିଆଁ ଲିଭିଗଲା, ତେବେ ଭାବିଲେ ଯଦି ପୁରା ନିଆଁ ଲାଗିଥାନ୍ତା ତେବେ କେତେ କଣ କ୍ଷତି ହେଇଥାନ୍ତା ।ତେବେ ସେହି ଯୁବକଙ୍କ ର ଉପସ୍ଥିତ ବୁଦ୍ଧି କୁ ମାନିବାକୁ ପଡିବ ।ତେବେ ଏହି ଘଟଣା ଏବେ ସୋସିଆଲ ମେଡିଆରେ ଖୁବ ଭାଇରଲ ହେବାରେ ଲାଗୁଚି ।ତେବେ ମନେ ରଖନ୍ତୁ ସବୁ ନିଆଁ ପାଣିରେ ଲିଭେ ନାହିଁ ପ୍ରେଟ୍ରୋଲ ବା ଡିଜେଲ ବା ଅନ୍ୟ କୋଉଥିରେ ନିଆଁ ଲାଗିଥିଲେ ତୁରନ୍ତ ଅଗ୍ନିଶମ ବିଭାଗକୁ ଜଣାନ୍ତୁ କିନ୍ତୁ ପାଣି ବ୍ୟବହାର କରନ୍ତୁ ନାହିଁ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।