ବନ୍ଧୁଗଣ ବର୍ତ୍ତମାନ ଆମେ ଟେକ୍ନୋଲୋଜି ତଥା ସୋସିଆଲ ମିଡ଼ିଆ ସହ ବେଶ ଜଡିତ ଅଟୁ। ଏବଂ ବର୍ତ୍ତମାନ ର ଦୁନିଆଁ ରେ ସୋସିଆଲ ମିଡ଼ିଆ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି। ତେବେ ଏହି ମିଡ଼ିଆ ସାହାଯ୍ୟ ରେ ଆମେ ସମସ୍ତ ଖବର ବିଷୟରେ ଜାଣିପାରୁ।
ତେବେ ଏହି ସୋସିଆଲ ମିଡ଼ିଆ ମାଧ୍ୟମରେ ଆପଣ ଏହିପରି ଅନେକ ଭିଡ଼ିଓ ଦେଖିଥାଉ କିଛି ରେ ଆମେ ଜ୍ଞାନ ଆହରଣ କରିଥାଉ ତ ଆଉ କେତେକ ରେ ମଜା ମସ୍ତି। ମାତ୍ର କେବେ କେବେ ସୋସିଆଲ ମିଡ଼ିଆ ରେ ଏହିପରି କିଛି ଭିଡିଓ ଆମ ଆଗକୁ ଆସିଯାଇ ଥାଏ ଯାହାକୁ ଦେଖିଲେ ଆମେ ଆଶ୍ଚର୍ଯ୍ୟ ଚକିତ ହୋଇଯାଉ।
ତେବେ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଏହିପରି ଏକ ଘଟଣା ଟି ବିଷୟ ରେ ଭାଇରାଲ ହେବା ରେ ଲାଗିଛି ଯାହା ବିଷୟ ରେ ଜାଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ।ତେବେ ବନ୍ଧୁଗଣ ଆପଣ ମାନେ ଲୋକଙ୍କୁ ନିଜ ଘରେ ବିଭିନ୍ନ ପ୍ରକାରର ପଶୁପକ୍ଷୀ ତଥା କୁକୁର ,ମାଙ୍କଡ , ଶୁଆ , ବିଲେଇ ଆଦି ଙ୍କୁ ପାଳିତ କରି ରଖିଥିବା ର ଦେଖିଥିବେ।ଆଉ କୁକୁର ମଣିଷ ର ବହୁତ ବିଶ୍ୱସ୍ତ ହୋଇଥାଏ ।ଆଉ ତାର ମାଲିକ କୁ ସେ ଖୁବ ଭଲ ପାଏ। ତେବେ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଏହିପରୀ କୁକୁର ଓ ମାଲିକ ର ଏକ ଭିଡ଼ିଓ ଭାଇରାଲ ହେବା ରେ ଲାଗିଛି ଯାହାକୁ ଦେଖିଲେ ଆପଣ କାନ୍ଦି ପକେଇବେ ।
ତେବେ ଏହି ଭିଡ଼ିଓ ଟି ରେ ଦେଖା ଯାଇଛି କି , ଜଣେ ବ୍ୟକ୍ତି ତାର ପୋଷା କୁକୁର କୁ ସାଙ୍ଗ ରେ ଧରି କାର ରେ ଆସୁଛନ୍ତି। ଆଉ ରାସ୍ତା କଡ଼ ର ଥିବା ଏକ ଖୁଣ୍ଟ ରେ କୁକୁର କୁ ବାନ୍ଧି ଦେଉଛନ୍ତି ଆଉ ସେଠାରୁ ପଳେଇ ଯାଉଛନ୍ତି। ତେବେ କୁକୁର ଟି ଏହାକୁ ଦେଖି ବହୁତ ଦୁଃଖିତ ହୋଇ ଯାଉଛି ଆଉ ସେ ତାର ମାଲିକ କି ଯେତେ ଚାହିଁଲେ ମଧ୍ୟ ତା ମାଲିକ ତାକୁ ସାଙ୍ଗ ରେ ନେଉ ନାହିଁ। ଆଉ ମାଲିକ ଚାଲି ଯିବା ପରେ କୁକୁର ଟି ସେହିପରି ତାର ମାଲିକ ର ବାଟ କୁ ଚାହିଁ ବସିଛି ଆଉ ଆଖିରୁ ଲୁହ ବାହାର କରୁଛି।
ତେବେ ସେହି ସମୟ ରେ ରାସ୍ତାରେ ଯାଉଥିବା ଜଣେ ମହିଳା ସେହି କୁକୁର ଟିକୁ ଦେଖୁଛନ୍ତି ଆଉ ତା ପାଖରେ ଯାଇ ତାକୁ ଆଉଁସି ଦେଉଛନ୍ତି ଆଉ କୁକୁର ଟି ଟିକେ ଭଲ ଅନୁଭବ କରୁଛି। ଏହା ପରେ ସେ କୁକୁର ଟିକୁ ଖୋଲିବା କୁ ଚେଷ୍ଟା କରୁଛନ୍ତି ମାତ୍ର ବିଫଳ ହୋଇଛନ୍ତି , ମାତ୍ର ପରେ ତାଙ୍କର ଜଣେ ବନ୍ଧୁ ଆସି କୁକୁର ଟିକୁ ଖୋଲି ଦେଉଛନ୍ତି ଆଉ ମହିଳା ଜଣଙ୍କ ସେହି କୁକୁର ଟିକୁ ନିଜ ସହ ନେବା ର ମନସ୍ତ କରିଛନ୍ତି। ତେବେ ଭିଡ଼ିଓ ଟି ବର୍ତ୍ତମାନ ଭାଇରାଲ ହେଇଚି ଯାହାକୁ ଦେଖିଲେ ଆପଣ ଙ୍କ ଆଖି ରେ ଲୁହ ଆସିଯିବ ନିଶ୍ଚିତ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।