Daily news update , Real odisha local news

ଦେଖନ୍ତୁ Shocking ଭିଡ଼ିଓ : ଏମିତି ଭୟଙ୍କର ଦୁର୍ଘଟଣା ଜୀବନରେ କେବେ ଦେଖି ନଥିବେ… ଗାଡି ଚଳାଉ ଥିଲେ ଗୋଟିଏ ସେୟାର ନିଶ୍ଚୟ କରନ୍ତୁ

0 3,387

ବନ୍ଧୁଗଣ ଅନେକ ସମୟ ରେ ଆମ ସାମ୍ନା କୁ ଭିନ୍ନ ଭିନ୍ନ ଭିଡ଼ିଓ ସବୁ ଆସିଥାଏ , କେବେ କେବେ ଏହିପରି କିଛି ଭିଡ଼ିଓ ଆସିଯାଏ ଯାହାକୁ ଦେଖିଲେ ଆପଣ କୁ ବହୁତ ଭୟଭୀତ ଲାଗେ ଏବଂ ଆଶ୍ଚର୍ଯ୍ୟ ଚକିତ ମଧ୍ୟ। ତେବେ କୁହାଯାଏ ଗୋଟିଏ କାର୍ଯ୍ୟ ତାର ଦକ୍ଷତା ଅନୁସାରେ କରିବା

ଆବଶ୍ୟକ ଆଉ ଯଦି ଆପଣ ଆବଶ୍ୟକ ଠାରୁ ଅଧିକ କରନ୍ତି ତେବେ ନିଶ୍ଚିତ ଭାବରେ ଆପଣ ସମସ୍ୟା ରେ ପଡ଼ନ୍ତି ଏବଂ ତାର ଫଳ ଆପଣ ଙ୍କୁ ଭୋଗିବା କୁ ପଡେ। ତେବେ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଏହିଭଳି ଏକ ଭିଡ଼ିଓ ଭାଇରାଲ ହେବା ରେ ଲାଗିଛି ଯାହାକୁ ଦେଖିଲେ ଆପଣ ଚକିତ ହୋଇଯିବେ।

ତେବେ ଆପଣ ମାନେ ଅନେକ ସମୟ ରେ ରାସ୍ତା ରେ ଯାଉଥିବା ଗାଡି ରେ ଦେଖିଥିବେ କି , ଗାଡି ରେ ଯେତିକି ଲୋକ ବସିବା କଥା ତା ଠାରୁ ବହୁତ ଅଧିକ ବସିଥାନ୍ତି ଏବଂ ଯେତିକି ଜିନିଷ ରଖିବା କଥା ତା ଠାରୁ ଅଧିକ ଜିନିଷ ରଖିଥାନ୍ତି ଯାହା ଫଳରେ ଗାଡି ଗୁଡିକ ଦୁର୍ଘଟଣା ଗ୍ରସ୍ତ ହୋଇଥାନ୍ତି। ତେବେ ଆମେ ଆପଣ ଙ୍କୁ ଯେଉଁ ସୋସିଆଲ ମିଡ଼ିଆ ରେ ଭାଇରାଲ ଭିଡ଼ିଓ ଟି କଥା କହୁଛୁ , ସେଥିରେ ଗୋଟିଏ ଟ୍ରକ କୁ ଓଭର ଲୋଡ଼ କରି ଧାନ ବସ୍ତା ନେଉଥିବା ର ଦେଖା ଯାଇଛି।

ତେବେ ଭିଡ଼ିଓ ରେ ଦେଖା ଯାଇଛି କି ଗୋଟିଏ ଟ୍ରକ ରେ ଆବଶ୍ୟକତା ଠାରୁ ବହୁତ ଅଧିକ ଧାନ ବସ୍ତା ବୋଝି କରି ବାନ୍ଧି ଦିଆଯାଇଛି। ତେବେ ଏହାର ଓଜନ ଏତେ ଅଧିକ ହୋଇ ଯାଇଛି ଯେ , ଟ୍ରକ ଟି ଟିକେ ହଳିଲେ ଧାନ ବସ୍ତା ମଧ୍ୟ ଦହଲି ଯାଉଛି। ଆଉ ଏହିପରି ଟଳ ମଳ ହୋଇ ଟ୍ରକ ଟି ରାସ୍ତା ରେ ଯାଉଛି କି କେତେ ବେଳେ ବି ଏହା ଦୁର୍ଘଟଣା ଗ୍ରସ୍ତ ହୋଇଯିବ ଆଉ ଶେଷ ରେ ତାହା ହିଁ ହୋଇଛି। ତେବେ ସବୁଠାରୁ ଚିନ୍ତା ର କଥା ଏହା କି ସେହି ଟ୍ରକ ପାଖ ଦେଇ ଅନେକ ବାଇକ , କାର ,ସାଇକେଲ ଆଦି ଯାଉଛନ୍ତି। ତେବେ ଟ୍ରକ ଟି ଯଦି ପଡ଼ିଯାଏ ତେବେ ପାଖରେ ଯାଉଥିବା ଲୋକ ର କଣ ହେବ ଭାବି ପାରୁଛନ୍ତି ତ।

ତେବେ ଦେଖୁ ଦେଖୁ ଏହି ଓଭର ଲୋଡେଡ଼ ଧାନ ବୋଝି ଟ୍ରକ ଟି ପାଲଟି ପଡିଛି ମାତ୍ର ସୌଭାଗ୍ୟ ର କଥା ଏହା କି , ଟ୍ରକ ଟି ଓଲଟିବା ସମୟ ରେ ତା ଆଖ ପାଖରେ କେହି ବାଇକ, କାର କିମ୍ବା ସାଇକେଲ ଚାଳକ ନଥିଲେ। ମାତ୍ର ଯଦି କେହି ଥାନ୍ତେ ତେବେ ନିଶ୍ଚିତ ଭାବରେ ଧାନ ବୋଝି ତଳେ ପେଷ୍ଟ ହୋଇ ଯାଇଥାନ୍ତେ। ତେବେ ଏହି ଭିଡ଼ିଓ ଟି ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ନିଆଁ ଭଳି ଭାଇରାଲ ହେଉଛି। ତେଣୁ ବନ୍ଧୁଗଣ ଆପଣ ମାନେ ମଧ୍ୟ ରାସ୍ତା ରେ ଯାଉଥିବା ବେଳେ ଏହି ସବୁ କୁ ଧ୍ୟାନ ଦିଅନ୍ତୁ ଏବଂ ସୁରକ୍ଷିତ ରୁହନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.