ଦେଖନ୍ତୁ Exclusive ଭିଡ଼ିଓ :ଖୁସି ଆଉ ମୃତ୍ୟୁ ମଧ୍ୟରେ 25 ମିନିଟର ସମୟ, ଆଉ ତା’ ପରେ ହେଲା କିଛି ଏମିତି ଦେଖନ୍ତୁ ମୃତ୍ୟୁର ସେହି 42 ମିନିଟ ଷଡଯନ୍ତ୍ର…ଦେଖନ୍ତୁ ଭିଡ଼ିଓ
ବେଶ ହସୁଥିଲେ ,ଖୁସି ହେଉଥିଲେ ଆଉ ମଜା କରୁଥିଲେ ଦୀପା। ହିମାଞ୍ଚଳ ର ପାଦ ଦେଶ ରେ ରହି ସୋସିଆଲ ମିଡିଆ ରେ ସେୟାର କରୁଥିଲେ ଫୋଟ ଏବଂ ଲେଖିଥିଲେ ପ୍ରକୃତି ମା ଠାରୁ ସୁନ୍ଦର ଆଉ କିଛି ବି ନୁହେଁ। ଏହିପରି ଅନେକ କିଛି ସେ ଲେଖିଥିଲେ ମାତ୍ର ସେହି ପ୍ରକୃତି ତାଙ୍କର ଜୀବନ ନେଇ ଗଲା।
ଭିଡ଼ିଓ ଓ ଫୋଟ ପୋଷ୍ଟ କରିବାର କିଛି ମିନିଟ ପରେ ପ୍ରକୃତିକ ଭୁସ୍ୱଳ୍ପନ ରେ ଚାଲି ଗଲା ତାଙ୍କର ଜୀବନ। ତେବେ ବର୍ତ୍ତମାନ ତାଙ୍କ ମୃତ୍ୟୁ ପୂର୍ବ ର ଭିଡ଼ିଓ ଟି ସୋସିଆଲ ମିଡ଼ିଆ ରେ ନିଆଁ ଭଳି ଭାଇରାଲ ହେବା ରେ ଲାଗିଛି। ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘଟଣା ବିଷୟ ରେ।
କୁହାଯାଏ କି ଜୀବନ ର କୌଣସି ମାନେ ନାହିଁ, ଏହା କହିବାର ଅର୍ଥ ଏହା କି ଯେ, ଆମ ପାଦ ର ସଂଗେ ସଂଗେ ମୃତ୍ୟୁ ଚାଲିଛି କେତେବେଳେ ଏହା କାହାକୁ ତାର ସ୍ୱୀକାର କରିନବ ତାହା କେହି ବି ଜାଣିନଥାନ୍ତି।ତେବେ ସୋସିଆଲ ମିଡ଼ିଆ ରେ ଏହିପରି ଅନେକ ଘଟଣା ଆପଣ ମଧ୍ୟ ଦେଖୁଥିବେ କିପରି ଅନେକ ବ୍ୟକ୍ତି ଯାଉ ଯାଉ ମୃତ୍ୟୁ ମୁଖରେ ପଡି ଯାଇଥାନ୍ତି ।ତେବେ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଏହିପରି ଏକ ଘଟଣା ଦେଖିବାକୁ ମିଳିଛି ଯାହା ବିଷୟ ରେ ଜାଣିଲେ ଆପଣ ଙ୍କ ଆଖିରୁ ଧାର ଧାର ହୋଇ ଲୁହ ଝରି ଯିବ। ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘଟଣା ଟି ବିଷୟରେ।
ତେବେ ଘଟଣା ଟି କିଛି ଏହିପରି ଥିଲା କି, ଦୀପା ନାମକ ଜଣେ ଯୁବତୀ ହିମାଚଳ ପ୍ରଦେଶ କୁ ବୁଲିବା ପାଇଁ ଯାଇଥିଲେ ଆଉ ସେ ହିମାଞ୍ଚଳ ପର୍ବତ ର ପାଦ ଦେଶ ରେ ରହି ଉପଭୋଗ କରିଥିଲେ। ଆଉ ସେଠାରେ ସେ ଖୁବ ମଜା ମସ୍ତି କରୁଥିଲେ ଏବଂ ସୋସିଆଲ ମିଡ଼ିଆ ରେ ଫୋଟ ପୋଷ୍ଟ କରୁଥିଲେ। ମାତ୍ର ଭଗବାନ ଙ୍କ ଖେଳ କିଛି ଅଲଗା ଥିଲା, ଦେଖୁ ଦେଖୁ ହିମାଞ୍ଚଳ ପର୍ବତ ରେ ଲାଣ୍ଡ ସ୍ଲାଇଟ ହେବା ଆରମ୍ଭ ହୋଇଗଲା। ଆଉ ଏହାର ଭୁସ୍ୱଳ୍ପନ ର ଗତି ଏତେ ଅଧିକ ଥିଲା କି ତାହା ଲୋକଙ୍କ ଉପରେ ଭାରି ପଡିଗଲା।
ଏବଂ ଏହି ପ୍ରାକୃତିକ ଭୁସ୍ୱଳ୍ପନ ର କାରଣ ରୁ ,ସେଠାରେ ୯ ଜଣ ବ୍ୟକ୍ତି ଙ୍କ ର ମୃତ୍ୟୁ ହୋଇଥିଲା ଆଉ ସେହି ୯ ଜଣଙ୍କ ମଧ୍ୟରେ ଜଣେ ଥିଲେ ଦୀପା ଯିଏକି ତାଙ୍କର ଏହି ଟ୍ରିପ କୁ ନେଇ ସବୁଠାରୁ ଅଧିକ ଖୁସି ଥିଲେ ଆଉ ସୋସିଆଲ ମିଡ଼ିଆ ରେ ଫୋଟ ସେୟାର କରି ଲେଖିଥିଲେ କି ପ୍ରକୃତି ମା ଠାରୁ ସୁନ୍ଦର ଆଉ କେହି ବି ନୁହେଁ। ମାତ୍ର ଏହି ଫୋଟ ସେୟାର କରିବାର କିଛି ସମୟ ପରେ ତାଙ୍କର ମୃତ୍ୟୁ ହୋଇଥିଲା। ତେବେ ତାଙ୍କ ମୃତ୍ୟୁ ପରେ ଏହି ଫୋଟ ଓ ଭୋଡ଼ିଓ ସବୁ ସୋସିଆଲ ମିଡ଼ିଆ ରେ ନିଆଁ ଭଳି ଭାଇରାଲ ହେବା ରେ ଲାଗିଛି ଏବଂ ସମସ୍ତ ଙ୍କ ଆଖିରେ ଲୁହ ଭରି ଦେଇଛି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।