Daily news update , Real odisha local news

ଅଭିନେତ୍ରୀ ଲିପ୍ସା ମିଶ୍ର ଙ୍କ ବାହାଘର ରେ ଘଟିଲା ଏମିତି କାଣ୍ଡ Highlights ଫଟୋ-ଭିଡିଓ

0 125

ବନ୍ଧୁମାନେ ଆଜିକାଲି ବିବାହ ର ମାହଲ ଚାଲିଛି ଆଉ ଏହି ବିବାହ ମାହଲ ଭିତରେ ଅନେକ ନୂଆ ନୂଆ ଯୋଡି ବାନ୍ଧି ହେବାରେ ଲାଗିଛନ୍ତି ।ଆଉ ସେହି ଭିତରେ ପଛରେ କେମିତି ରହିବେ ସେଲିବ୍ରେଟି ମାନେ, କାରଣ ଏହି ଭିତରେ ଅନେକ ସେଲିବ୍ରେଟି ଷ୍ଟାର ମାନେ ବି ନିଜ ନିଜ ଲାଇଫ ପାର୍ଟନର ବାଛି ନେଇଛନ୍ତି ।

ତେବେ ସେହି ଭିତରେ ସାମିଲ ହେଉଛନ୍ତି ଅଲିଉଡ଼ ର ସୁନ୍ଦରୀ ନାୟିକା ଲିପସା ମିଶ୍ର ।ଆଉ ବର୍ତ୍ତମାନ ଲିପସା ଙ୍କ ବିବାହ ବିଷୟରେ ଓଲିଉଡ ଦୁନିଆରେ ଚର୍ଚ୍ଚା ହେଉଥିବା ବେଳେ ତାଙ୍କ ବିବାହର କିଛି ଏମିତି ଫୋଟ ସମ୍ନାକୁ ଆସିଛି ଯାହା ହୁଏତ ଆପଣ ଦେଖି ନଥିବେ ।

ଲିପସା ମିଶ୍ର, ଅଲିଉଡ଼ ଇଣ୍ଡଷ୍ଟ୍ରୀ ରେ ତାଙ୍କୁ କିଏ ବା ନଜାଣିଛି ଦିନେ କିଛି ଲୁହ ପିଇ ଯାଏ ସିରିଏଲ ରେ ଅଭିନୟ କରୁଥିବା ଧୀରେ ଧୀରେ ସମସ୍ତଙ୍କ ପ୍ରିୟ ହେଇ ଯାଇଥିଲେ ।ଆଉ ଏହାପରେ ସେ ଅନେକ ରିଏଲିଟି ସୋ, ସିରିଏଲ ଓ ଫିଲ୍ମ ରେ କାମ କକ୍କ୍ରି ଆଗକୁ ବଡି ଆସିଥିଲେ ।ତେବେ ଜଣେ ଝିଅ ଜୀବନରେ ବିବାହ ଏକ ନୂଆ ଜୀବନ ଆରମ୍ଭର ପ୍ରଥମ ସିଡି ଅଟେ ଆଉ ଲିପସା ମଧ୍ୟ ବର୍ତ୍ତମାନ ସେହି ନୂଆ ସିଡିରେ ପାଦ ଥାପି ଛନ୍ତି ।ହଁ ଦର୍ଶକ ବନ୍ଧୁ ନିକଟରେ ଲିପସା ହାତ କୁ ଡିହାତ ହେଇ ଯାଇଛନ୍ତି, ଆଉ ତାଙ୍କ ବିବାହରେ ଅନେକ ସୁନ୍ଦର ସୁନ୍ଦର ମୁହୂର୍ତ୍ତ ବର୍ତ୍ତମାନ ସୋସିଆଲ ମେଡିଆରେ ଦେଖିବାକୁ ମିଳିଛି ।

ତେବେ ଲିପସା ନାଲି ରଙ୍ଗର ଖୁବ ସିଣ୍ଡ୍ର ଲେହେଁଗା ପିନ୍ଧିଥିବା ବେକେ ତାଙ୍କର ଏଣ୍ଟ୍ରି ଖୁବ ଧମାଲ ମଚେଇଥିଲା ।ଏହା ବ୍ୟତୀତ ଲିପସା ଙ୍କୁ ଷ୍ଟେଜ ଉପରେ ଦେଖିବାକୁ ମିଳୁଛି ଯେଉଁଠିକୁ ଅନ୍ୟ କଳାକାର ମନେ ଆସି ଲିପସା ଙ୍କୁ ବିବାହ ର ଶୁଭେଚ୍ଛା ଦେବାରେ ଲାଗିଛି ।ତେବେ ସେହି କଳାକାର ମାନଙ୍କ ଭିତରେ ଅପରାଜିତା ମହାନ୍ତି, ଭୂମିକା, ଅର୍ଧେନ୍ଦୁ ଓ ସ୍ନିଧା ମହାନ୍ତି ପରି ଅନେକ ସିରିଏଲ ଓ ଫିଲ୍ମ କଳାକାର ନଜର ଆସିଥିଲେ।ଏମିତି ଖୁସି ମଜା ଭିତରେ ଲିପସା ଙ୍କ ବିବାହ ର ସବୁ ରୀତିନୀତି ସମ୍ପନ୍ନ ହେଇଥିଲା ।

ତେବେ ଲିପସା ଙ୍କ ବିବାହ ର ପ୍ରତ୍ୟେକ ଫୋଟ ଓ ଭିଡ଼ିଓ ରେ ତାଙ୍କୁ ଖୁବ ଖୁସି ଥିବାର ଦେଖିବାକୁ ମିଳିଥିଲା ।ଅନ୍ୟପଟେ ଲିପସା ଙ୍କ ବିବାହ ଦୃଶ୍ୟ ଗୁଡିକ ସୋସିଆଲ ମେଡିଆରେ ଦେଖାଯିବା ପରେ ତାଙ୍କ ଫେନ ମନେ ବି ଖୁବ ଖୁସି ହେଇଛନ୍ତି ।ତେବେ ଆମେ ସମସ୍ତେ ଆଶା କରୁଛୁ ଆଗକୁ ଲିପସା ଙ୍କର ଦାମ୍ପତ୍ୟ ଜୀବନ ଖୁବ ଖୁସିରେ ବିତୁ ଓ ତାଙ୍କ ଜୀବନରେ ସବୁବେଳେ ହସଖୁସି ଭରି ରହୁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.