Daily news update , Real odisha local news

ଦେଖନ୍ତୁ Shocking ଭିଡ଼ିଓ : ମୃତ୍ୟୁ ପୂର୍ବର ଶେଷ ଭିଡ଼ିଓ “ଅନ୍ଧପୁଟୁଳି ଖେଳୁ ଖେଳୁ ଛାତରୁ ଗଳିପଡିଲା ୧୨ ବର୍ଷୀୟା ରାଧା” ଦେଖିଲେ କାନ୍ଦି ପକାଇବେ….

0 817

ବୟସ ମାତ୍ର ୧୨ ବର୍ଷ , ବାପା ମା ଙ୍କ ର ଗୋଟିଏ ବୋଲି ଅଲି ଅଳି ଝିଅ ଥିଲା ରାଧା ।ସବୁବେଳେ ଖିଲି ଖିଲି କରି ହସୁଥିଲା ଆଉ ଖେଳ କୁଦ କରୁଥିଲା। ହେଲେ ଆଜି ସେହି ଖେଳ ତା ପାଇଁ କାଳ ହୋଇଗଲା ଆଉ ଅନ୍ଧ ପୁଟୁଳି ଖେଳୁ ଖେଳୁ ଖସିଗଲା ପାଦ , ସବୁଦିନ ପାଇଁ ଆର ପାରିକୁ ଚାଲିଗଲା କୁନି ଝିଅ ରାଧା।

ନିଜର କୁନି ଝିଅ କୁ ହରାଇ ବାପା ମା ଙ୍କ ର ପରିସ୍ଥିତି ଯାହା ରହିଛି ତାହା ଆମେ କହି ପାରିବୁ ନାହିଁ , ଏପଟେ ପୁରା ଗ୍ରାମ ରେ ଖେଳି ଯାଇଛି ଦୁଖଃ। ତେବେ ଆସନ୍ତୁ ଜାଣିବା ଏହି ମର୍ମାହତ ଘଟଣା ଟି ବିଷୟ ରେ।

ତେବେ କୁହାଯାଏ କି ଜୀବନ ର କୌଣସି ମାନେ ନାହିଁ, ଏହା କହିବାର ଅର୍ଥ ଏହା କି ଯେ, ଆମ ପାଦ ର ସଂଗେ ସଂଗେ ମୃତ୍ୟୁ ଚାଲିଛି କେତେବେଳେ ଏହା କାହାକୁ ତାର ସ୍ୱୀକାର କରିନବ ତାହା କେହି ବି ଜାଣିନଥାନ୍ତି।ତେବେ ସୋସିଆଲ ମିଡ଼ିଆ ରେ ଏହିପରି ଅନେକ ଘଟଣା ଆପଣ ମଧ୍ୟ ଦେଖୁଥିବେ କିପରି ଅନେକ ବ୍ୟକ୍ତି ଯାଉ ଯାଉ ମୃତ୍ୟୁ ମୁଖରେ ପଡି ଯାଇଥାନ୍ତି ।ତେବେ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଏହିପରି ଏକ ଘଟଣା ଦେଖିବାକୁ ମିଳିଛି ଯାହା ବିଷୟ ରେ ଜାଣିଲେ ଆପଣ ଙ୍କ ଆଖିରୁ ଧାର ଧାର ହୋଇ ଲୁହ ଝରି ଯିବ। ଏବଂ ଆପଣ ବି କହିବେ ଏମିତି ମୃତ୍ୟୁ କାହା ଜୀବନ ରେ ନ ଆସୁ ବୋଲି।

ତେବେ ଘଟଣା ଟି ହେଉଛି କେନ୍ଦ୍ରାପଡା ଜିଲ୍ଲା ର ଆଳି ଅଞ୍ଚଳ ରେ , ତେବେ କେନ୍ଦ୍ରାପଡା ର ଆଳି ଅଞ୍ଚଳ ର ରାମଣି ଙ୍କ ର ନାତୁଣୀ ହେଲେ ରାଧା ଅର ଅଫ ଶିଳ୍ପା ଦାସ ।ତେବେ ସେ ମାତ୍ର ୧୨ ବର୍ଷ ବୟସ ର ଆଉ ସପ୍ତମ ଶ୍ରେଣୀ ରେ ପାଠ ପଢ଼ୁଥିଲେ। ସେ ସବୁବେଳେ ହସ ମଜା କରିବା ସହ ଖେଳ କୁଦ କରିବାକୁ ଭଲ ପାଉଥିଲେ। ମାତ୍ର କିଏ ଜାଣିଥିଲା କି ସେହି ଖେଳ ଆଜି ତାର ଜୀବନ ନେଇଯିବ ବୋଲି। ତେବେ ଗତକାଲି ପାଖ ରେ ଜଣେ ଦାଦା ଙ୍କ ଘର ର ଛାତ ଉପରେ ସାଙ୍ଗ ସାଥି ଙ୍କ ସହ ଅନ୍ଧ ପୁଟୁଳି ଖେଳୁ ଥିଲେ ରାଧା।

ତେବେ ଏହି ଅନ୍ଧ ପୁଟୁଳି ଖେଳିବା ସମୟ ରେ ସେ ଅସାବଧାନତା କାରଣ ରୁ ଛାତ ରୁ ତଳକୁ ଖସି ପଡ଼ିଥିଲେ। ଆଉ ଛାତ ରୁ ପଡିବା ମାତ୍ରେ ଘଟଣା ସ୍ଥଳ ରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। ତେବେ ମାତ୍ର ୧୨ ବର୍ଷ ର ଝିଅ ର ମୃତ୍ୟୁ ରେ ପୁରା ପରିବାର ଭାଙ୍ଗି ପଡିଛି ଆଉ ପୁରା ଗ୍ରାମ ରେ ଖେଳି ଯାଇଛି ଦୁଃଖ ଓ ଲୁହ ର ପରିସ୍ଥିତି। ତେବେ ଘଟଣା ଟି ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଭାଇରାଲ ହେଉଛି ତେଣୁ ଏହିପରି ଆଉ କାହା ସହ ନହେଉ ବୋଲି ଆମେ ଆଶା କରୁଛୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.