Daily news update , Real odisha local news

ଦେଖନ୍ତୁ ଏହି ଝିଅ କେମିତି ପୁଅଙ୍କୁ କହୁଛି ଭିଡ଼ିଓ ହେଲା ଭାଇରାଲ୍…. 14ଲକ୍ଷରୁ ଅଧିକ ଲୋକ ଦେଖିସାରିଲେନି

0 304

ବନ୍ଧୁଗଣ ବର୍ତ୍ତମାନ ସମାଜ ରେ ସମସ୍ତେ କୁହନ୍ତି କି ନାରୀ ମାନଙ୍କ ଉପରେ ଅନ୍ୟାୟ , ଅତ୍ୟାଚାର ହେଉଛି ତେଣୁ ତାଙ୍କ ସଂମାନ ଜଣାଅ ।ଆଉ ଯେକୌଣସି କେସ ରେ ଯଦି ମହିଳା ମାନେ ଅଭିଯୋଗ କରନ୍ତି ତ ପୋଲିସ ମଧ୍ୟ ଅନ୍ୟ କଥାର ତଦନ୍ତ କରିବା ଆଗରୁ ଆଗ ଯୁବତୀ ଙ୍କର କଥା କୁ ଶୁଣି ଯୁବକ ଙ୍କୁ ମାଡ଼ ମାରିଥାନ୍ତି। କିନ୍ତୁ ଏ କଥା କେହି ବି ବୁଝନ୍ତି ନାହିଁ କି ସେ ଝିଅ ସତ କହୁଛି କିମ୍ବା ମିଛ। ଏ କଥା ସତ କି ଯୁବତୀ ମାନଙ୍କ ଉପରେ ଯୁବକ ମାନେ ଖରାପ ବ୍ୟବହାର କରନ୍ତି କିନ୍ତୁ ସବୁ ପୁଅ ସମାନ ନୁହଁନ୍ତି ।

ତେବେ ବର୍ତ୍ତମାନ ଏହିଭଳି ଏକ ଭିଡ଼ିଓ ସୋସିଆଲ ମିଡ଼ିଆ ରେ ଭାଇରଲ ହେବାରେ ଲାଗୁଚି ଯାହାକୁ ଦେଖିଲେ ଆପଣ ଜାଣିପାରିବେ କି ପ୍ରକୃତ ରେ ବର୍ତ୍ତମାନ ର ଦୁନିଆଁ ରେ ସ୍ମାର୍ଟ ହେବା ତଥା ଟେକ୍ନୋଲୋଜି ର ବ୍ୟବହାର ଉଚିତ ସମୟରେ କରିବା କେତେ ଆବଶ୍ୟକ ବୋଲି।

ତେବେ ଭିଡ଼ିଓ ଟି ହେଉଛି ଜଣେ ଡେଲିଭରି ବୟ ଙ୍କର ଏବଂ ଜଣେ ଯୁବତୀ ଙ୍କର ଯିଏକି କୌଣସି ଏକ ଜିନିଷ ଅନଲାଇନ ରେ ଆଡ଼ର କରିଥିଲେ।କିନ୍ତୁ ତାଙ୍କର ଯେଉଁ ଦିନ ଡେଲିଭରି ଥିଲା ସେହି ଡେଲିବରୀ ବୟ ତାଙ୍କୁ ୫ ଥର କଲ କରିଥିଲେ ମାତ୍ର ମହିଳା ଜଣଙ୍କ ଉତ୍ତର ଦେଇନଥିଲେ କିନ୍ତୁ ତା ପର ଦିନ ନାଟକ ଆରମ୍ଭ କରିଦେଇଥିଲେ।

କିନ୍ତୁ ଆପଣ ମାନେ ଜାଣିଛନ୍ତି କି, ଯଦି ଆପଣ ଆଡ଼ର୍ର କରିଥିବା କୌଣସି ଜିନିଷ କୁ ଡେଲିଭରି ଡେଟ ରେ ନେଇନଥାନ୍ତି ତେବେ ତାହା ନିକଟରେ ଥିବା ଅଫିସ କୁ ଫେରିଯାଏ। ଏହା ପ୍ରାୟ ସମସ୍ତ ଅନଲାଇନ ସପିଂ ଆପର ନିୟମ ଅଟେ। ତେବେ କିନ୍ତୁ ଏହି ଯୁବତୀ ଜଣଙ୍କ ମୁଣ୍ଡରେ ଏହା ପଶିନାହିଁ। ଯେତେବେଳେ ସେହି ଡେଲିଭରି କର୍ମଚାରୀ ଜଣଙ୍କ ପର ଦିନ ସେହି ଅଞ୍ଚଳ କୁ ଅନ୍ୟ ଏକ ପାରସଲ ନେଇ ଆସିଥିଲେ , ଯୁବତୀ ଜଣଙ୍କ ତାଙ୍କୁ ଅଟକାଇ ଥିଲେ ।ଆଉ ଗୋଟିଏ କଥା କି ମୋ ପାରସଲ ଆଣିକି ଦିଅନ୍ତୁ।

ଡେଲିଭରି ବୟ ଜଣଙ୍କ ତାଙ୍କୁ ଯେତେ ନମ୍ରତା ର ସହ କହୁଥିଲେ କି ଆପଣଙ୍କ ର କାଲି ଡେଟ ଥିଲା ମୁଁ ଆପଣଙ୍କୁ ୫ ଥର କଲ କରିଥିଲେ ଆପଣ ମୋ ଫୋନ ଉଠେଇଲେ ନାହିଁ କିମ୍ବା ପରେ କଲ ବି କରିନଥିଲେ, ତେଣୁ ଆପଣଙ୍କ ର ପାରସଲ ଅଫିସ ରେ ଅଛି ଆପଣ ଯାଇ ନେଇ ଆସନ୍ତୁ।କିନ୍ତୁ ଯୁବତୀ ଜଣଙ୍କ ଏହା ବୁଝିବାକୁ ରାଜି ନଥିଲେ, ଓଲଟା ଯୁବକ ଙ୍କୁ ଗାଳି କରୁଥିଲେ। ଆଉ କହୁଥିଲେ କି ତୁମ ମୋ ସହ ଖରାପ ବ୍ୟବହାର କରୁଛ, ମୁଁ ଚାହିଁଲେ ତୁମକୁ ପୋଲିସ ରେ ଦେଇପାରେ ।

ଯୁବତୀ ଏହା ମଧ୍ୟ କହୁଥିଲେ କି, ତୁମେ ମୋ ପାରସଲ ଆଣିକି ଦେବ ମୁଁ କୁଆଡେ ଯିବି ନାହିଁ। ତେବେ କିନ୍ତୁ ସେହି ଡେଲିଭରି ବୟ ଜଣଙ୍କ ନିଜର ବ୍ରେନ ଲଗାଇ ଫୋନ ରେ ସମ୍ପୂର୍ଣ୍ଣ ଭିଡିଓ ଟି ରେକର୍ଡ କରିଥିଲେ।ଯାହା ଫଳରେ ସେ ବଞ୍ଚିଗଲେ ନହେଲେ ଏହିପରି ଯୁବତୀ ମାନେ ମିଛ କହି ସବୁ ଭୁଲ ନିଜେ କରି ଓଲଟା ତାଙ୍କୁ ଫସାଇ ଦେଇଥାନ୍ତି। ତେଣୁ କେବେ ଆପଣଙ୍କ ସହ ଏହିପରି ପରିସ୍ଥିତି ଆସିଲେ ଭିଡିଓ ରେକର୍ଡ ନିଶ୍ଚିତ କରନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.