ଦେଖନ୍ତୁ EXCLUSIVE :ଭିଡିଓ ହେ ଭଗବାନ ! ମହିଳା ଙ୍କ କାନ ଭିତରେ ଘର କରି ବସିଛି ବୁଢିଆଣି ଭିଡିଓ ଟି ଦେଖିବା ପରେ ଆପଣ ବି ଆଶ୍ଚର୍ଯ୍ୟ ହେବେ… ?
ସୋସିଆଲ ମିଡ଼ିଆ ରେ ଆମ ଓତଃପ୍ରୋତ ଭାବରେ ଜଡିତ ଅଟୁ , ତେବେ ଏହି ମିଡ଼ିଆ ରେ ଆମେ ଅନେକ ପ୍ରକାରର ଘଟଣା ଓ ଦୁର୍ଘଟଣା ବିଷୟରେ ଭିଡିଓ ସବୁ ଦେଖିବାକୁ ପାଇଥାଉ।
ମାତ୍ର କେବେ କେବେ ଏହି ସୋସିଆଲ ମିଡ଼ିଆ ରେ ଏପରି କିଛି କମେଡି ଭିଡ଼ିଓ ଭାଇରାଲ ହୋଇଥାଏ ଯାହାକୁ ଦେଖିଲେ ଆମେ ଅତ୍ୟନ୍ତ ଭୟଭୀତ ହେବା ସହ ଆଶ୍ଚର୍ଯ୍ୟ ଚକିତ ମଧ୍ୟ ହୋଇ ଯାଇଥାଉ। ତେବେ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଏହିପରି ଏକ ଘଟଣା ନିଆଁ ଭଳି ଭାଇରାଲ ହେବାରେ ଲାଗିଛି ଯାହା ବିଷୟ ରେ ଜାଣିବା ପରେ ଆପଣ ଙ୍କ ର ଆଖି ଖୋଲା କୁ ଖୋଲା ରହିଯିବ।
ତେବେ ବନ୍ଧୁଗଣ ଆପଣ ମାନେ ଜାଣିଛନ୍ତି କି ଗୋଟିଏ ଯିବ ତଥା ବୁଡିଆଣି ଜଣେ ମଣିଷ ପାଇଁ କେତେ ଭୟଙ୍କର ହୋଇଥାଏ। ଆଉ ଯଦି ଏହା କୌଣସି ବ୍ୟକ୍ତି ଙ୍କୁ କାମୁଡ଼ି ଦିଏ ତେବେ ତାହା ତାର ଜୀବନ ପ୍ରତି ବିପଦ ଜନକ ହୋଇଥାଏ। ତେବେ ଭାବନ୍ତୁ ଯଦି ଏହି ବିଷାକ୍ତ ବୁଡ଼ିଆଣି କୌଣସି ବ୍ୟକ୍ତି ଙ୍କ କାନ ରେ ପଶି ସେଠାରେ ରହିଯାଏ ତେବେ ସେ ବ୍ୟକ୍ତି ଙ୍କ ର ଅବସ୍ଥା କଣ ହୋଇଥିବ। ତେବେ ଏହିପରି ଏକ ଘଟଣା ବର୍ତ୍ତମାନ ଦେଖିବା କୁ ମିଳିଛି କର୍ଣ୍ଣାଟକ ରେ ଯେଉଁ ଠାରେ ଜଣେ ମହିଳା ଙ୍କ ର କାନ ରୁ ବାହାରିଛି ଜୀବିତ ବୁଡ଼ିଆଣି।
ଆଜ୍ଞା ହଁ ଏହିପରି ଘଟଣା ଟି ଦେଖିବାକୁ ମିଳିଛି ସୋସିଆଲ ମିଡ଼ିଆ ରେ ଯେଉଁ ଥିରେ ଜଣେ ମହିଳା ଙ୍କ କାନ ମଧ୍ୟରେ ଏକ ବିଷାକ୍ତ ଜୀବିତ ବୁଡ଼ିଆଣି ଟି ପଶି ରହିଛି। ତେବେ ବର୍ତ୍ତମାନ ଡାକ୍ତର ବୁଡିଆଣି ଟିକୁ ମହିଳା ଙ୍କ କାନ ରୁ ବାହାର କରିବା ପାଇଁ ପ୍ରୟାସ କରୁଛନ୍ତି। ତେବେ ଘଟଣା ଟି କିଛି ଏହିପରି ହୋଇଥିଲା କି ମହିଳା ଜଣଙ୍କ ନିଜ ଘରେ ସୋଇଥିଲେ ଆଉ ଉଠିବା ପରେ ତାଙ୍କ କାନ ରେ ଯନ୍ତ୍ରଣା ଅନୁଭବ କରିଥିଲେ। ତେବେ କାନ ମଧ୍ୟରେ କିଛି ପଶିଥିବା ର ଅନୁଭବ କରିବା ପରେ ସେ ଡାକ୍ତର ଙ୍କୁ ପରାମର୍ଶ କରିଥିଲେ।
ତେବେ ଯେତେବେଳେ ଡାକ୍ତର ଜଣଙ୍କ ମହିଳା ଙ୍କ ର କାନ ର ପରୀକ୍ଷା କରିଲେ ସେତେବେଳେ ସେ ଦେଖିଲେ କି ଗୋଟିଏ ବୁଡିଆଣି ମହିଳା ଙ୍କ କାନ ମଧ୍ୟରେ ରହିଛି। ଆଉ ସେ ବାହାର କୁ ଆସିପାରୁ ନାହିଁ ସେହିପରି ପାଟି ଆ କରି କାନ ଭିତରେ ରହିଛି। ତେବେ ଏହା ଜାଣିବା ପରେ ମହିଳା ଜଣଙ୍କ ବହୁତ ଭୟଭୀତ ହୋଇ ଯାଇଥିଲେ ମାତ୍ର ଡାକ୍ତର ଜଣଙ୍କ ବୁଢିଆଣି ଟିକୁ ବାହାର କରିବା ପାଇଁ ପ୍ରୟାସ କରୁଛନ୍ତି। ତେବେ ଏହି ଘଟଣା ଟି କୁ କେହି ଜଣେ ସୋସିଆଲ ମିଡ଼ିଆ ରେ ସେୟାର କରିଥିଲେ। ସୋସିଆଲ ମିଡ଼ିଆ ରେ ଭିଡ଼ିଓ ଟି ଆସିବା ପରେ ଏହାକୁ ଦେଖି ସବୁ ଆଶ୍ଚର୍ଯ୍ୟ ଓ ଭୟଭୀତ। ତେବେ ଆପଣ ମାନେ ଏହିସବୁ ପ୍ରତି ଧ୍ୟାନ ଦିଅନ୍ତୁ ଏବଂ ସାବଧାନ ଓ ସୁରକ୍ଷିତ ରୁହନ୍ତୁ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।