ଦେଖନ୍ତୁ EXCLUSIVE :ଭିଡିଓ ହେ ଭଗବାନ ! କାନ ଭିତରେ ଆଁ କରିଛି ସାପ ! ମୁଣ୍ଡ କାଢୁଛି, ପୁଣି ପାଟି ଆଁ କରି ଫଁ ଦେଖାଉଛି ଭିଡିଓ ଟି ଦେଖିବା ପରେ ଆପଣ ବି ଆଶ୍ଚର୍ଯ୍ୟ ହେବେ… ?
ବନ୍ଧୁମାନେ ସୋସିଆଲ ମେଡିଆରେ ବର୍ତ୍ତମାନ ନୂଆ ନୂଆ ଆଶ୍ଚର୍ଯ୍ୟ କର ଘଟଣା ଦେଖିବାକୁ ମିଳୁଛି ।ତେବେ ଆପଣ ଏହି ସୋସିଆଲ ମେଡିଆରେ ଦେଖିଛନ୍ତି ସାପକୁ ନେଇ ଅନେକ ପ୍ରକାରର ଭିଡ଼ିଓ ।ତେବେ ବର୍ତ୍ତମାନ ଏମିତି ଏକ ଭିଡ଼ିଓ ଭାଇରଲ ହେଉଛି ଯାହା ଦେଖିଲେ ହୋସ ଉଡିଯିବ ।
ତେବେ ଏମିତି ରେ ସାପ ନାଆ ମାତ୍ରେ ଡର ଲାଗେ ତେବେ ଚିନ୍ତା କଲେ ଯଦି ଏହି ସାପ ଯାଇ ଆପଣଙ୍କ କାନରେ ପଶିଯିବ,ତାହେଲେ ସେତେବେଳେ ପରିସ୍ଥିତି କଣ ହେବ ।ତେବେ ବନ୍ଧୁମାନେ ଏମିତି କିଛି ନଜର ଆସିଛି ଏହି ଭିଡ଼ିଓରେ ଯାହା ପୁରାପୁରି ଅବିଶ୍ୱନିୟ ।
ତେବେ ସାଧାରଣତଃ ଆମ ଚାରିପାଖ ପରିବେଶରେ ଅନେକ ଜୀବଜନ୍ତୁ ରହିଥାନ୍ତି କିନ୍ତୁ ସବୁ ସ୍ଥାନରେ ଆମକୁ ସାବଧାନ ହେଇ ବଞ୍ଚିବାକୁ ପଡିଥାଏ ।କିନ୍ତୁ ବହୁତ ସମୟରେ ଏମିତି ହୁଏ କି ଖାଦ୍ୟ ଅନୁସନ୍ଧାନ ରେ ସେହି ଜୀବଜନ୍ତୁ ମାନେ ଆମ ଘର ଭିତରକୁ ପଶି ଆସିଥାନ୍ତି ଓ ଭୁଲରେ ବହୁତ କ୍ଷତି ବି କରିଦିଅନ୍ତି ।ତେବେ ସାପ ପରି ବିଷଧର ଜୀବ ଆଗରେ ମଣିଷ ବହୁତ ସମୟରେ ହାର ମାନିଯାଏ ।ତେବେ ଆମେ ସବୁବେଳେ ସାପକୁ ନେଇ କାମୁଡ଼ିବାର ବା ଅନ୍ୟ ଘଟଣା ମନ ବି ଶୁଣିଥାଉ କିନ୍ତୁ କେବେ ଏପରି ଶୁଣି ନଥିବେ କି କାନ ଭିତରେ ସାପ ପଶିଯିବାର ।
ତେବେ ଆପଣ ମାନେ ବର୍ତ୍ତମାନ ସୋସିଆଲ ମେଡିଆରେ ଖୁବ ଜୋରସୋରରେ ଭାଇରଲ ହେଉଥିବା ଏହି ଭିଡ଼ିଓ ଦେଖିଲେ ଆଶ୍ଚର୍ଯ୍ୟ ହେବେ କାରଣ ସେହି ଭିଡ଼ିଓରେ ଦେଖା ଯାଉଚି କି କଣ ଭିତରେ ସାପ ଆଁ କରି ରହିଛି ।ଏବେ ବନ୍ଧୁମାନେ ଏହି ଘଟଣା କେତେ ଦୂର ସତ ତାହା ଜଣା ନଥିବା ବେଳେ ଭିଡ଼ିଓ କିନ୍ତୁ ଖୁବ ଭାଇରଲ ହେଉଛି ।ଆଉ ରହି ଭିଡିଓ ଦେଖିଲା ପରେ ସମସ୍ତଙ୍କ ମନରେ ପ୍ରଶ୍ନ ଆସୁଛି ସାପ କେମିତି କାନର ଛୋଟ ଗାତ ଭିତରେ ପଶିଲା !
ତେବେ ଆମେ ଖୀ ରଖୁଚୁ କୁ ଏହି ସାପ କେମିତି କେଜାଣି ଜଣେ ମହିଳାଙ୍କ କାନ ଭିତରେ ପଶିଯାଇଛି ।ଆଉ ଯେତେବେଳେ ସାପଟି ବାହାରକୁ ବାହାରିବାକୁ ଚେଷ୍ଟା କରୁଛି ଆଉ ବାହାରି ପାରୁ ନାହିଁ ।ତେବେ ପରେ ମହିଳା ଜଣକ ଡାକ୍ତରଙ୍କ ପାଖକୁ ଯାଇ ସାପକୁ ବାହାର କରିବାକୁ ଚେଷ୍ଟା କରୁଛନ୍ତି ।ଡାକ୍ତର ବି ଦୁତି ଟ୍ଵିଜର ଚିମୁଟା ସାହାଯ୍ୟରେ ସାପର ପାଟିକୁ ବନ୍ଦ କରି ତାକୁ ବାହାର କରିବା ପାଇଁ ନିଜର ପାରୁ ପର୍ଯ୍ୟନ୍ତ ଚେଷ୍ଟା ଜାରି ରଖୁଛନ୍ତି ।ତେବେ ଭିଡ଼ିଓର ଶେଷ ଯାଏ ବି ଜଣା ପଡୁନି ସାପଟି ବାହାର ହେଲା କି ନାହିଁ ।କିନ୍ତୁ ବୋଧେ ମହିଳାଙ୍କ କିଛି ଅସାବଧାନତା ଯୋଗୁ ଏମିତି ପରିସ୍ଥିତି ଘଟିଛି ।ତେଣୁ ଆପଣ ନିଜ ଘରେ କି ବାହାରେ କୋଉଠି ଥିଲେ ସବୁବେଳେ ଜୀବଜନ୍ତୁ ଙ୍କ ପ୍ରତି ସାବଧାନ ରୁହନ୍ତୁ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।