Daily news update , Real odisha local news

ଦେଖନ୍ତୁ Live ଭିଡିଓ : CCTV ରେ ରେକର୍ଡ ହୋଇଥିବା ଭିଡିଓ ଟି ଦେଖିସାରିଲା ପରେ ହୁଏତ ଆପଣଙ୍କ ମୁଣ୍ଡ କିଛି କାମ କରିବନି, ୩୦ ହଜାରରୁ ଅଧିକ ଲୋକ ଦେଖିସାରିଲେନି…

0 1,294

ସୋସିଆଲ ମିଡ଼ିଆ ରେ ଆମ ଓତଃପ୍ରୋତ ଭାବରେ ଜଡିତ ଅଟୁ , ତେବେ ଏହି ମିଡ଼ିଆ ରେ ଆମେ ଅନେକ ପ୍ରକାରର ଘଟଣା ଓ ଦୁର୍ଘଟଣା ବିଷୟରେ ଭିଡିଓ ସବୁ ଦେଖିବାକୁ ପାଇଥାଉ। ମାତ୍ର କେବେ କେବେ ଏହି ସୋସିଆଲ ମିଡ଼ିଆ ରେ ଏପରି କିଛି କମେଡି ଭିଡ଼ିଓ ଭାଇରାଲ ହୋଇଥାଏ ଯାହାକୁ ଦେଖିଲେ ଆମେ ଅତ୍ୟନ୍ତ ଭୟଭୀତ ହେବା ସହ ଆଶ୍ଚର୍ଯ୍ୟ ଚକିତ ମଧ୍ୟ ହୋଇ ଯାଇଥାଉ।

ତେବେ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଏହିପରି ଏକ ଘଟଣା ନିଆଁ ଭଳି ଭାଇରାଲ ହେବାରେ ଲାଗିଛି ଯାହା ବିଷୟ ରେ ଜାଣିବା ପରେ ଆପଣ ଙ୍କ ର ଆଖି ଖୋଲା କୁ ଖୋଲା ରହିଯିବ। ଏବଂ ଆପଣ ମାନେ ଏହିପରି ଭୁଲ ଆଉ କେବେ ବି କରିବେ ନାହିଁ ନିଶ୍ଚିତ।

ତେବେ ବନ୍ଧୁଗଣ ଆପଣ ଦେଖିଥିବେ କି ଅନେକ ସମୟ ରେ ଲୋକ ମାନେ ସ୍କୁଟି ରେ ଛୋଟ ପିଲା ଙ୍କୁ ଆଗ ରେ ବସାଇ ନିଅନ୍ତି ଆଉ କୌଣସି ସ୍ଥାନ ରେ କିଛି କାମ ପାଇଁ ଛିଡା ହେଲେ ସ୍କୁଟି ର ଷ୍ଟାର୍ଟ କୁ ବନ୍ଦ ନକରି ତାହାକୁ ସେହି ପରି ଷ୍ଟାଟ ମୋଡ଼ ରେ ରଖି ଦିଅନ୍ତି। ମାତ୍ର ଛୋଟ ପିଲା ମାନେ କଣ ବା ଜାଣିଥାନ୍ତି ତେଣୁ ସେମାନେ ଏପଟ ସେପଟ କାର୍ଯ୍ୟ ସବୁବେଳେ କରନ୍ତି ଯାହା ଫଳରେ ଅନେକ ସମୟ ରେ ଲୋକେ ଦୁର୍ଘଟଣା ର ସ୍ୱୀକାର ହୋଇଥାନ୍ତି।

ତେବେ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ମହାରାଷ୍ଟ୍ର ର ଏହିପରି ଏକ ଭିଡ଼ିଓ ଭାଇରାଲ ହେବା ରେ ଲାଗିଛି ଯାହାକୁ ଦେଖିଲେ ଆପଣ ମାନେ ଆଶ୍ଚର୍ଯ୍ୟ ଚକିତ ହେବେ ଏବଂ ଏହିପରି ଭୁଲ କେବେ ବି କରିବେ ନାହିଁ ବୋଲି ଆମେ ଆଶା କରୁଛୁ। ତେବେ ଘଟଣା ଟି ହେଉଛି ମହାରାଷ୍ଟ୍ର ର ଯେଉଁ ଠାରେ ଜଣେ ଯୁବକ ଏକ ସ୍କୁଟି ର ଆଗରେ ନିଜ ଛୋଟ ପିଲା କୁ ବସାଇ ଥିଲେ ଆଉ ସ୍କୁଟି ଟିକୁ ଷ୍ଟାର୍ଟ ମୋଡ଼ ରେ ରଖି ଏକ ଦୋକାନ ରୁ କିଛି ଜିନିଷ କିଣୁ ଥିଲେ। ତେବେ ଏହି ସମୟ ରେ ଆଗରେ ବସିଥିବା ଛୋଟ ପିଲା ଟି ସ୍କୁଟି ର ରନିଂ ବୋଟମ କୁ ପ୍ରେସ କରି ଦେଇଥିଲା।

ତେବେ ସଂଗେ ସଂଗେ ସ୍କୁଟି ଟି ଚାଲିବା କୁ ଲାଗିଲା ଯାହା ଫଳରେ ଉଭୟ ଯୁବକ ଓ ସେହି ଛୋଟ ପିଲା ଦୁର୍ଘଟଣା ଗ୍ରସ୍ତ ହେଲେ। ତେବେ ଯୁବକ ଜଣଙ୍କ ପିଠି ଓ ମୁଣ୍ଡ ରେ ମାଡ଼ ହୋଇଥିଲା ଆଉ ଛୁଟି ମଧ୍ୟ ପଡ଼ି ଯାଇଥିଲା। ତେବେ ଆଖ ପାଖ ର ଲୋକେ ସଂଗେ ସଂଗେ ଆସି ଉଭୟ ଙ୍କୁ ରକ୍ଷା କରିଥିଲେ। ତେବେ ଏହି ଘଟଣା ଯଦି ଅନ୍ୟ ସ୍ଥାନ ରେ ହୋଇଥାନ୍ତା ତେବେ ଭାବି ପାରୁଥିବେ କି ପରିସ୍ଥିତି କଣ ହୋଇଥାନ୍ତା ବୋଲି। ତେଣୁ ଛୋଟ ପିଲା ଙ୍କୁ ସାଙ୍ଗରେ ନେଉଥିଲେ ଏହି ପରିସ୍ଥିତି ରେ ସ୍କୁଟି କୁ ବନ୍ଦ କରି ରଖନ୍ତୁ। ନଚେତ ଏହିଭଳି ପରିସ୍ଥିତି ରେ ପଡି ହଇରାଣ ହୋଇ ପାରନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.