Daily news update , Real odisha local news

ଦେଖନ୍ତୁ Live ଭିଡ଼ିଓ : ମୋବାଇଲ କ୍ୟାମେରାରେ ରେକର୍ଡ ହେଲା ବଣ ରାସ୍ତାରେ ଯାଉଥିବା ଭୂତ (Ghost) ର ଭିଡ଼ିଓ, ଦୟାକରି ଛୋଟ ପିଲା ଦେଖନ୍ତୁ ନାହିଁ….Delete ହେବା ଆଗରୁ ଥରେ ଦେଖି ନିଅନ୍ତୁ…

0 3,746

ବନ୍ଧୁଗଣ ଆମେ ଏହିପରି ଏକ ଦୁନିଆଁ ରେ ବସବାସ କରୁଛନ୍ତି ଯେଉଁ ଠାରେ ଉଭୟ ଭଗବାନ ଓ ସୈତାନ ତଥା ଉଭୟ ସକାରାତ୍ମକ ଓ ନକରାତ୍ମକ ଶକ୍ତି ର ଆବିର୍ଭାବ ହୋଇଥାଏ। ମାତ୍ର କେବେ କେବେ ଆମେ ଏହାକୁ ବିଶ୍ୱାସ କରିଥାଉ ଆଉ କେବେ କେବେ ନୁହେଁ ,

ଏପରି କି ଅନେକ ସମୟ ରେ ଆମେ ଭୁତ ପ୍ରେତ ଉପରେ ବିଶ୍ୱାସ ରଖି ନଥାନ୍ତି ।ମାତ୍ର ବର୍ତ୍ତମାନ ଏହି ପୋଷ୍ଟ ମାଧ୍ୟମ ରେ ଆମେ ଆପଣ ଙ୍କୁ ଏହିପରି ଏକ ଭୁତିଆ ଘଟଣା ବିଷୟ ରେ ଜଣେଇବା କୁ ଯାଉଛୁ ଯାହା ଜାଣିଲେ ଭୟ ରେ ଆପଣ ଥରି ଉଠିବେ। ଆଉ କମଜୋର ହୃଦୟ ଥିବା ବ୍ୟକ୍ତି ଏହାକୁ ଦେଖନ୍ତୁ ନାହିଁ।

ତେବେ ଘଟଣା ଟି କେଉଁ ସ୍ଥାନରେ ରହିଛି ତାହା ଆମେ ସଠିକ ଭାବରେ କହିପାରିବୁ ନାହିଁ ମାତ୍ର ଘଟଣା ଟି ବହୁତ ଭୟଙ୍କର ଅଟେ। ତେବେ ଘଟଣା ଟି କିଛି ଏହିପରି ରହିଛି କି , ରାତ୍ରି ସମୟ , ଘଂଟା ରେ ପ୍ରାୟ ୧୨.୩୦ ରୁ ଅଧିକ ହେବ ।ରାସ୍ତା ପୁରା ଜନ ଶୁନ୍ୟ ଏପରି କି ଜଣେ ବ୍ୟକ୍ତି ନିଜ ନିଶ୍ୱାସ କୁ ମଧ୍ୟ ଜାଣି ପାରିବ। ତେବେ ଏହି ସମୟ ରେ ଦୁଇ ଜଣ ବ୍ୟକ୍ତି ଗୋଟିଏ ବାଇକ ରେ ନିଜ ଘର କୁ ଫେରୁଛନ୍ତି ।ଆଉ ସେହି ଫେରିବା ରାସ୍ତା ରେ ରହିଥିଲା ଗୋଟିଏ ସ୍ମଶାନ , ଆଉ ଏହାର ରୂପ କେଉଁ ଭଳି ଭୟଙ୍କର ହୋଇଥିବ ତାହା ଆପଣ ଜାଣି ପାରୁଥିବେ ନିଶ୍ଚିତ।

ତେବେ ଦୁଇ ଯୁବକ ସେହିପରି ରାସ୍ତାରେ ଯାଉଥିଲେ ତେବେ କିଛି ରାସ୍ତା ଯିବା ପରେ ହଠାତ ତାଙ୍କର ବାଇକ ବନ୍ଦ ହୋଇଗଲା ଆଉ ଆଗରେ ତାଙ୍କୁ କେହି ଜଣେ ଛିଡା ହୋଇ ଥିବାର ନଜର ରେ ଆସିଥିଲେ। ତେବେ ପୁଣି ଗାଡି ଷ୍ଟାଟ କରି ଟିକେ ଆଗକୁ ଗଲେ ଆଉ ସାମ୍ନା ରେ ତାଙ୍କୁ ଜଣେ ମହିଳା ବହୁତ ଭୟଙ୍କର ଭାବରେ ଦେଖା ଗଲେ। ଯେଉଁ ମହିଳା ଙ୍କ ର ମୁଁହ ଦେଖା ଯାଉ ନଥିଲା , ସମ୍ପୂର୍ଣ୍ଣ କେଶ ତାଙ୍କର ଖୋଲା ହୋଇ ଆଗକୁ ପଡିଥିଲା ଆଉ ସେ ଗୋଟିଏ ଲାଲ ରଙ୍ଗ ର ଶାଢ଼ୀ ପିନ୍ଧିଥିଲା।

ତେବେ ଏତେ ରାତି ରେ ଯୁବତୀ ଙ୍କୁ ଏକୁଟିଆ ରାସ୍ତା ରେ ଦେଖିବା ପରେ ଜଣେ ପଚାରିଲେ କି ତୁମେ କିଏ ଆଉ ଏତେ ରାତ୍ରି ରେ ଏହି ରାସ୍ତା କଡରେ ଏଳୁଟିଆ କଣ କରୁଛନ୍ତି ବୋଲି। ତେବେ ଏହା କହିବା ମାତ୍ରେ ଯୁବତୀ ଜଣଙ୍କ ଆକସ୍ମିକ ଭାବରେ କୁଆଡେ ଗାଏବ ହୋଇଗଲେ ।ଆଉ ଦୁଇ ଜଣ ବ୍ୟକ୍ତି କିଛି ବୁଝି ପାରିଲେ ନାହିଁ ଆଉ ସଂଗେ ସଂଗେ ସ୍ୱହି ଯୁବତୀ ଜଣଙ୍କ ଅନ୍ୟ ରାସ୍ତା ର ଅନ୍ୟ ପାର୍ଶ୍ଵ ରେ ବହୁତ ଭୟଙ୍କର ଭାବରେ ଦେଖା ଦେଲେ। ତେବେ ସୌଭାଗ୍ୟ ଯେ ଉଭୟ ଯୁବକ କିପରି ବି ସେଠାରୁ ବଂଚି ଯାଇଥିଲେ ଆଉ ସମ୍ପୂର୍ଣ୍ଣ ଘଟଣା କୁ ନିଜ ମୋବାଇଲ ରେ ରେକର୍ଡ କରିଥିଲେ ଯାହାକି ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ନିଆଁ ଭଳି ଭାଇରାଲ ହେବା ରେ ଲାଗିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.