Daily news update , Real odisha local news

ଦେଖନ୍ତୁ ମୃତ୍ୟୁର LIVE ଭିଡିଓ : ପୋଲ ତଳକୁ ଡେଇଁ ପଡିଲେ ଯୁବକ ଆଉ ତା’ ପରେ ଦେଖନ୍ତୁ ସଂମ୍ପୂର୍ଣ୍ଣ ଭିଡିଓ…

0 1,914

କୁହାଯାଏ କି ଜୀବନ ର କୌଣସି ମାନେ ନାହିଁ, ଏହା କହିବାର ଅର୍ଥ ଏହା କି ଯେ, ଆମ ପାଦ ର ସଂଗେ ସଂଗେ ମୃତ୍ୟୁ ଚାଲିଛି କେତେବେଳେ ଏହା କାହାକୁ ତାର ସ୍ୱୀକାର କରିନବ ତାହା କେହି ବି ଜାଣିନଥାନ୍ତି।ତେବେ ସୋସିଆଲ ମିଡ଼ିଆ ରେ ଏହିପରି ଅନେକ ଘଟଣା ଆପଣ ମଧ୍ୟ ଦେଖୁଥିବେ କିପରି ଅନେକ ବ୍ୟକ୍ତି ଯାଉ ଯାଉ ମୃତ୍ୟୁ ମୁଖରେ ପଡି ଯାଇଥାନ୍ତି ।

ତେବେ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଏହିପରି ଏକ ଘଟଣା ଦେଖିବାକୁ ମିଳିଛି ଯାହା ବିଷୟ ରେ ଜାଣିଲେ ଆପଣ ଙ୍କ ଆଖିରୁ ଧାର ଧାର ହୋଇ ଲୁହ ଝରି ଯିବ। ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘଟଣା ଟି ବିଷୟରେ।

ତେବେ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଏହିପରି ଏକ ଭିଡ଼ିଓ ଦେଖିବା କୁ ମିଳିଛି ଯେଉଁ ଥିରେ ଯେଉଁ ବ୍ୟକ୍ତି ଙ୍କ ର ଲାଇଭ ମୃତ୍ୟୁ ର ଦୃଶ୍ୟ ଦେଖିବା କୁ ମିଳିଛି। ତେବେ ଦେଖା ଯାଇଛି କି ଜଣେ ଯୁବକ ନିଜ ବାଇକ ସହ ପାଣି ରେ ବୁଡି ଯାଉଛନ୍ତି ଏବଂ ସେହିଭଳି ପାଣି ରେ ତାଙ୍କର ଜୀବନ ଚାଲି ଯାଉଛି। ତେବେ ଏହି ଘଟଣା ଟି କୁ ନେଇ ବର୍ତ୍ତମାନ ଚାଲିଆଡ଼େ ଖୁବ ଚର୍ଚ୍ଚା ଚାଲିଛି।ତେବେ ଏହି ଲୋମ ଟାଙ୍କୁରା ଦୃଶ୍ୟ ଟି କେନ୍ଦୁଝର ଜିଲ୍ଲା ର ବାମପାରେ ଠାରେ ଦେଖିବା କୁ ମିଳିଛି।

ସୂଚନା ଯୋଗ୍ୟ ଯେ, ଗତକାଲି କେନ୍ଦୁଝର ର ବାମେପାରେ ଠାରେ ଏକ ନଦୀ ରେ ସ୍ଥାନୀୟ ଲୋକେ ଏକ ବାଇକ କୁ ବୁଡିବା ର ଦେଖିବା କୁ ପାଇଥିଲେ। ଏହା ପରେ ସେମାନେ ନିକଟସ୍ଥ ପୋଲିସ ଷ୍ଟେସନ କୁ ଜଣେଇ ଥିଲେ ଏବଂ ସଂଗେ ସଂଗେ ଦୋମକଲ ବାହିନୀ ମଧ୍ୟ ସେଠାରେ ଆସି ପହଁଚି ଥିଲେ। ତେବେ ସୁରକ୍ଷା ବାହିନୀ ସେଠାରେ ଆସି ପହଁଚି ଥିଲେ ଆଉ ପ୍ରଥମେ ସେମାନେ ପାଣି ଭିତର କୁ ଯିବା ପରେ ବାଇକ ସହ ଜଣେ ବ୍ୟକ୍ତି ମଧ୍ୟ ସେଠାରେ ଥିବା ଜାଣିବା କୁ ପାଇଥିଲେ। ଏବଂ ସଂଗେ ସଂଗେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା।

ତେବେ ଦମକଳ ବାହିନୀ ସେହି ନଦୀ ଭିତରୁ ପ୍ରଥମେ ଲୋକ ଟି କୁ ଉଦ୍ଧାର କରିଥିଲେ। ତେବେ ଉଦ୍ଧାର ସମୟ ବେଳ କୁ ବ୍ୟକ୍ତି ଜଣଙ୍କ ର ମୃତ୍ୟୁ ହୋଇ ସାରିଥିଲା। ଏବଂ ଯୁବକ ଙ୍କ ସହ ବାଇକ ମଧ୍ୟ ଉଦ୍ଧାର କରାଯାଇଥିଲା। ତେବେ ମୃତ୍ୟୁ ବ୍ୟକ୍ତି ଙ୍କ ପରିଚୟ ବର୍ତ୍ତମାନ ସୁଦ୍ଧା ମିଳି ନାହିଁ କିନ୍ତୁ ସେ ପାଖ ଅଞ୍ଚଳ ର ବୋଲି ସନ୍ଦେହ କରାଯାଇଛି। ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ମୃତ୍ୟୁ ର କାରଣ ଅସ୍ପଷ୍ଟ ରହିଛି , ଏହା ଆତ୍ମହତ୍ୟା ଥିଲା କିମ୍ବା ଦୁର୍ଘଟଣା ତାହା ନେଇ ମଧ୍ୟ ପୋଲିସ କିଛି ସ୍ପଷ୍ଟ କରି ପାରି ନାହିଁ।ତେବେ ପୋଲିସ ତାର ତଦନ୍ତ ଚଳେଇ ଥିବା ବେଳେ ବ୍ୟକ୍ତି ଙ୍କ ମୃତ ଦେହ କୁ ପୋଷ୍ଟମିଟର୍ମ ପାଇଁ ପଠା ଯାଇଛି। ତେବେ ଭିଡ଼ିଓ ଟି ଖୁବ ଭାଇରାଲ ହେବା ରେ ଲାଗିଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.