ତେବେ ବନ୍ଧୁମାନେ ଆଜିର ଦୁନିଆରେ ଯୁବପିଢ଼ି ଙ୍କ ଭିତରେ ଅନେକ ପ୍ରକାରର ପ୍ରେମ ସମ୍ପର୍କ ଦେଖିବାକୁ ମିଳୁଛି ।ତେବେ ସେହି ପ୍ରେମ ସମ୍ପର୍କ ଭିତରେ ଖୁବ କମ ଏମିତି ସମ୍ପର୍କ ତହେ ଯେଉଁଥିରେ ପ୍ରେମୀ ଯୁଗଳ ଙ୍କ ଭିତରେ କୌଣସି ସ୍ୱାର୍ଥ ନଥାଏ ।ବର୍ତ୍ତମାନ ସମୟରେ ତ ପ୍ରେମରେ ଧୋକା ଓ ପ୍ରତାରଣା ଅନେକ ଦେଖିବାକୁ ମିଳୁଛି ଖୁବ କମ ଏମିତି ପ୍ରେମ ରହିଛି ଯାହା ପୁରା ଚିରନ୍ତନ ଓ ପଵିତ୍ର ଅଟେ ।ଯେଉଁ ପ୍ରି ଆଜିର ଏହି କାହାଣୀ ରେ ଦେଖନ୍ତୁ ପ୍ରେମିକା ସବୁକିଛି ହରେଇ ଦେଲା ପରେ ବି ପ୍ରେମିକ ହାତ ଚଡ଼ିଲାଣି ପ୍ରେମିକର ।
ତେବେ ଘଟଣା କିଛି ଏମିତି ଥିଲା ଜଣେ ଯୁବକ ଉ ଯୁବତୀ ଉଭୟଙ୍କୁ ଖୁବ ଭଲ ପାଉଥିଲେ ଆଉ ଏହି ଭଲପାଇବା ଦେଖି ଉଭୟଙ୍କର ପରିବାର ଦୁହିଁଙ୍କର ବିବାହ ପାଇଁ ବି ନିଷ୍ପତ୍ତି ନେଲେ ।
ତେବେ ଯୁବକ ଜଣେ ଆର୍ମୀ ଥିଲେ ତେଣୁ ତାଙ୍କୁ ଯୁଦ୍ଧ ପାଇଁ ହଠାତ ନିଜ ଡ୍ୟୁଟିରେ ଯିବାକୁ ପଡିଲା ।କିନ୍ତୁ ଯୁବକ ଯୁବତୀଙ୍କ କଥା ଦେଇଗଲେ 1 ବର୍ଷ ପରେ ଆସିଲେ ବିବାହ କରିବେ ।କିନ୍ତୁ ସମୟ ବଡ଼ ବଲବାନ ଅଟେ ଏହି ଭିତରେ ହଠାତ ଗୋଟିଏ ଦୁର୍ଘଟଣା ରେ ଯୁବତୀ ଏକ ନିଆଁ ରେ ଜଳିଗଲେ ।
ଆଉ ଏହାପରେ ଯୁବତୀର ମୁହଁ ଓ ଶରୀରର କିଛି ଅଂଶ ପୁରା ଖରାପ ହେଇଗଲା ।ଏହାପରେ ଯୁବତୀ ନୁଜକୁ ଦେଖି ନିଷ୍ପତ୍ତି କଲେ କି ସେ ଆଉ ସେହି ଯୁବକ କୁ ବିବାହ କରିବେ ନାହିଁ କାରଣ ଯୁବକ ତାଙ୍କର ଏହି ଅସୁନ୍ଦର ମୁହଁ ଦେଖିଲେ ଆଉ ଭଲପାଇବେ ନାହିଁ ।ତେବେ ଏମିତି ଏକ ବର୍ଷ ବିତିଗଲା ଯାହା ଭିତରେ ଯୁବକ ଯୁବତୀଙ୍କୁ ଯେତେ ଚିଠି ଲେଖିଲେ ବି ଯୁବତୀ ତାହାର କିଛି ଉତ୍ତର ଦେଉ ନଥିଲେ ।ଆଉ ଏବେ ଯୁବକ ନିଜ ଘରକୁ ଫେରିଲେ ଆଉ ସେହି ଯୁବତୀଙ୍କୁ ଦେଖା କରିବାକୁ ଗଲେ ହେଲଡ଼ ଯୁବତୀ ତାଙ୍କୁ ଦେଖା କରିବେ ନାହିଁ ବୋଲି ମନା କଲେ ।
ତେବଡ଼ କିଛିଦିନ ପରେ ଯୁବତୀର ମାଆ ଯୁବତୀଙ୍କୁ କହିଲେ ସେହି ଯୁବକ ବିବାହ କରିବାକୁ ଯାଉଛି ଆଉ ଯୁବତୀ ପାଇଁ କାର୍ଡ ଦେଇଛନ୍ତି ।ତେବେ ଯୁବତୀ ଏହି କଥା ଶୁଣି ପୁରା ଭାଙ୍ଗି ପଡିଲେ କିନ୍ତୁ କାର୍ଡ ଖୋଲି ଦେଖିଲେ କି ସେହି କାର୍ଡ ଭିତରେ ସେହି ଯୁବତୀର ନାଆ ରହିଛି ଯାହା ଦେଖି ଯୁବତୀ ପୁରା ଆଶ୍ଚର୍ଯ୍ୟ ହେଇ ଘରୁ ବାହରକୁ ଆସିଗଲେ ।
ବାହାରେ ଯୁବକ ଥିଲେ ଯିଏ ଏକ ଫୁଲ ତୋଡା ଆଣି ଯୁବତୀଙ୍କୁ ବିବାହ ପାଇଁ ପ୍ରସ୍ତାବ ରଖିଲେ ।ତେବେ ଯୁବତୀ ନିଜ ମୁହଁକୁ ଲୁଚାଇ ଦେଲେ କିନ୍ତୁ ଯୁବକ କହିଲେ ତମର କିଛି ପରିବର୍ତ୍ତନ ହେଇ ନାହିଁ କାରଣ ମୁଁ ତମ ଅଜାଣତରେ ଅନେକ ଫୋଟ ଦେଖିଲେ ।ମୋତେ କିଛି ବି ଖରାପ ଲାଗିଲାଣି କାରଣ ମୁଁ ଯୋଉ ହୃଦୟ କୁ ଭଲ ପାଉଥିଲି ସେ ଆଜି ବି ମୋ ପାଖରେ ଅଛି ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।