ବନ୍ଧୁମାନେ ଆମେ ସମସ୍ତେ ପ୍ରକୃତି ସହିତ ଅଙ୍ଗାଙ୍ଗୀ ଭାବେ ଜଡ଼ିତ ବିନା ପ୍ରକୃତି ର ସାହାଯ୍ୟ ରେ ଆମ ସମସ୍ତଙ୍କ ବଂଚିବା ସମ୍ଭବ ନୁହେଁ ।ତେବେ ବର୍ତ୍ତମାନ ଦିନକୁ ଦିନ ପ୍ରକୃତି ଖୁବ ଅଶାନ୍ତି ହେବାରେ ଲାଗିଛି ।ବହୁତ ସମୟରେ ଅଦିଆ ଝଡ଼ ବାତ୍ୟା ମାଡି ଆସି କେତେ କେତେ ଧନ ଜୀବନ ନଷ୍ଟ କରିଦେଉଛି ।
ତେବେ ଆଜିର ଏକ ଭିଡରେ ଦେଝିବାକୁ ମିଳୁଛି କେମିତି କାଳବୈଶାଖୀ ଆସିବା ପରେ ମଣିଷ ସୋଲ ପରି ପବନରେ ଉଡି ଯାଉଛନ୍ତି ।ଆଉ ଆଖି ଆଗରେ ଘଟୁଥିବା ଏହି ଦୃଶ୍ୟ କୁ ଦେଖି କେହିବି କିଛି କରିପାରୁ ନାହାନ୍ତି ।
ଦିନକୁ ଦିନ ଆମ ମଣିଷ ସମାଜନିଜର ଖୁସି ଓ ଭୋଗ ବିଳାସ ପୂରଣ କରିବାକୁ ଯାଇ ନୀତିଦିନ ପ୍ରକୃତିକୁ ଆଘାତ କରିବାରେ ଲାଗୁଚୁ ।ତେବେ ସହି ସହି ଆଜି ସେହି ପ୍ରକୃତି ନିର୍ଦୋୟ ପାଲଟି ଯାଇଛି ।ସେଥିପାଇଁ ପାଇଁ ଦିନକୁ ଦିନ ପ୍ରାକୃତିକ ବିପର୍ଯ୍ୟୟ ବଡିବାରେ ଲାଗିଛି ।ତେବେ ଆପଣ ଆଗରୁ ଏହି ପ୍ରାକୃତିକ ବିପର୍ଯ୍ୟୟ ର ଅନେକ ଦୃଶ୍ୟ ଦେଖିଥିବେ ଓ ପରିଣାମ ବିଷୟରେ ବି ଜାଣିଥିବେ ।ଆଉ ଆଜିର ଘଟଣାରେ ବି ଆପଣ ସେମିତି କିଛି ଦେଖିବାକୁ ପାଇବେ କିନ୍ତୁ ପ୍ରକୃତି ଯେ କେତେ କ୍ରୋଧି ହେଇପାରେ ତାହା ଏଠାରୁ ବୁଝି ପାରିବେ । ଆଉ ଭିଡ଼ିଓ ଦେଖି ଜାଣି ପାରିବେ ମଣିଷ ପ୍ରକୃତି ର କରାଳ ରୂପ ଆଗରେ କେତେ ତୁଚ୍ଛ ।
ବନ୍ଧୁମାନେ ଆପଣ ଏହି ଭିଡ଼ିଓ ରେ ଦେଖନ୍ତୁ କେମିତି ହଠାତ କାଳବୈଶାଖୀ ମାଡି ଆସି ଜୋରରେ ପବନ ବୋହିବାରେ ଲାଗୁଛି ।ଆଉ ଲୋକମାନେ ପ୍ରାଣ ବିକଳରେ ଏଣେ ତେଣେ ଯିବାରେ ଲାଗୁଛନ୍ତି ଠିକ ସେତିକି ବେଳେ କିଛି ଲୋକ ପବନରେ ଉଡିବି ଯାଉଛନ୍ତି ।ତେବେ ଏହି ଘଟଣା ହେଉଛି 3 ବର୍ଷ ତଳର ଯେତେବେଳେ ବାତ୍ୟା ଫନି ହେଇଥିଲା ।ତେବେ ଏହି ଦୃଶ୍ୟରେ ଲୋକମାନଙ୍କ ର ଅବସ୍ଥା କେମିତି ସେତେବେଳେ ହେଇଥିଲା ତାହା ଜାଣି ପାରୁଥିବେ ।ତେବେ ସେହି ଭିତରେ ବି ଓଟିଭି ପ୍ରତିନିଧି ମାନେ ଲୋକଙ୍କୁ ଉଦ୍ଧାର ବି କରୁଥିଲେ ।
ତେବେ ଆଜି ହୁଏତ ସେହି ବାତ୍ୟା ଚାଲି ଯାଇଛି କିନ୍ତୁ ତାର କରାଳ ଛବି ଦେଖିଲେ ଏବେ ବି ଦେହ ସିହଁରି ଉଠୁଛି ।ସେତେବେଳେ ବାତ୍ୟା କେତେ ଜୀବନ ଏମିତି ନେଇଛି ତାହାର ସୀମା ନାହିଁ ଆଉ ବାତ୍ୟା ସମୟରେ ଯେଉଁ କ୍ଷତି ହେଇଥିଲା ତା ତ ଆଜି ଯାଏ ପୂରଣ ହେଇନାହିଁ ।ତେବେ ବନ୍ଧୁମାନେ ଆପଣ ଏହି ଦୃଶ୍ୟ ଦେଖି ନି ଯଦି ପ୍ରକୃତି କୁ ସମାନ ଦେଉନାହାନ୍ତି କି ତାର ସୁରକ୍ଷା କରୁନାହାନ୍ତି ତାହେଲେ ଭବିଷ୍ୟତରେ ଆହୁରି ବଡ଼ ବଡ଼ ବାତ୍ୟା ନିଶ୍ଚୟ ଆସିବ ଆଉ ସବୁକିଛି ନଷ୍ଟ କରିଦେବ ।ତେଣୁ ଏବେ ଠାରୁ ସତର୍କ ହେଇ ଯାଅନ୍ତୁ ନହେଲେ ଭବିଷ୍ୟତ ପୁରା ଅନ୍ଧକାର ହେଇଯିବ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।