Daily news update , Real odisha local news

ଦେଖନ୍ତୁ viral ଭିଡ଼ିଓ -ସାହୁ ବାବୁଙ୍କୁ ଭଲ ପାଉଥିଲେ ରାଣୀ ପଣ୍ଡା ! ଆଉ ବାହାଘର ଭୋଜିରେ ହେଲା ଏମିତି, କେହିବି ବିଶ୍ୱାସ କରିପାରିଲେ ନାହିଁ….

0 4,222

ମନ ଖୁସି ରେ ବିବାହ ବେଦୀ ରେ ବସିଲେ କମେଡ଼ିଆନ ରାଜୁ ଦାସ ଆଉ ଏପଟେ ହୃଦୟ ଭାଙ୍ଗି ଗଲା ବିବାଦୀୟ ଅଭିନେତ୍ରୀ ରାନୀ ପଣ୍ଡା ଙ୍କର। ବିବାହ କରି ସୁଖର ସଂସାର କରିବାକୁ ଯାଉଛନ୍ତି ସାହୁ ବାବୁ କିନ୍ତୁ ଦୁଖଃ ର ଦାରିଆ କୁ ନିଜ ଛାତି ରେ ଚାପି ରଖି ବିବାହ ର ସୁବେଚ୍ଛ ଦେବା କୁ ଯାଉଛନ୍ତି ରାନୀ।

ତେବେ ସାହୁ ବାବୁ ଙ୍କ ବିବାହ ରେ ରାନୀ ପଣ୍ଡା ଙ୍କ ର ଏହିପରି ଏକ ରିଲ ସୋସିଆଲ ମିଡ଼ିଆ ରେ ଭାଇରାଲ ହେଉଛି ଯାହା ଦେଖିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ ଆଉ ତା ପଛରେ ଥିବା କାହାଣୀ ଜାଣିଲେ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ।

ତେବେ ବନ୍ଧୁଗଣ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଆମ କମେଡିଆନ ସାହୁ ବାବୁ ଙ୍କ ର ବିବାହ କୁ ନେଇ ବେଶ ଚର୍ଚ୍ଚା ଚାଲିଛି। ତେବେ ସୂଚନାଯୋଗ୍ୟ ଯେ ବର୍ତ୍ତମାନ ବିବାହ ବନ୍ଧନରେ ଆମ ସମସ୍ତ ଙ୍କର ପ୍ରିୟ କମେଡ଼ିଆନ ରାଜୁ ଦାସ ବା ସାହୁ ବାବୁ ତାଙ୍କର ପ୍ରେମିକା ସୋନାଲି ଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି।ତେବେ ବର୍ତ୍ତମାନ ତାଙ୍କର ବିବାହ କୁ ନେଇ ତଥା ବିବାହ ପ୍ର ର ଫିଟ ଓ ଭିଡିଓ ସୋସିଆଲ ମିଡ଼ିଆ ରେ ବେଶ ଭାଇରଲ ହେଉଛି।ତେବେ ସାହୁ ବାବୁ ଙ୍କର ବିବାହ ର ଏହି ରେ ଭିଡିଓ ଓ ଫୋଟ ଗୁଡିକ ବର୍ତ୍ତମାନ ସୋସିଆଲ ମିଡ଼ିଆ ର୍ଡ ଖୁବ ଚର୍ଚ୍ଚାର ବିଷୟ ପାଲଟିଛି।

ତେବେ ବନ୍ଧୁଗଣ ଆପଣ ମାନେ ଓଡ଼ିଶାର କମେଡିଆନ ରାଜୁ ଦାସ ବା ସାହୁ ଭେରାଇଟି ଷ୍ଟୋର ର ସାହୁ ବାବୁ ଙ୍କୁ ନିଶ୍ଚିତ ଭାବରେ ଜାଣିଥିବେ। ତେବେ ଜଣେ ପପୁଲାର ଓଡ଼ିଆ କମେଡିଆନ ଅଟନ୍ତି। ତେବେ ସେ ତାଙ୍କର କମେଡି ମାଧ୍ୟମ ରେ ହଜାର ହଜାର ଲୋକଙ୍କୁ ହସାଇ ଥାନ୍ତି ଏବଂ ଲୋକଙ୍କ ମନରେ ନିଜର ଏକ ପରିଚୟ ମଧ୍ୟ ସୃଷ୍ଟି କରିଥାନ୍ତି। ତେବେ ବର୍ତ୍ତମାନ ସେ ବିବାହ କରିଛନ୍ତି ତାଙ୍କର ପ୍ରେମିକା ସୋନାଲି ଙ୍କୁ। ତେବେ ରାଜୁ ବାବୁ ଙ୍କ ବାହାଘର ରେ ପହଞ୍ଚିଥିଲେ ବିବାଦୀୟ ରାନୀ ପଣ୍ଡା ଆଉ ତା ପରେ ସେଠାରେ ଯାହା ଘଟିଥିଲା ଜାଣିଲେ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ।

ତେବେ ସେଠାରେ ରାନୀ ପଣ୍ଡା ପହଁଚି ଥିଲେ କମେଡିଆନ ରାଜୁ ଦାସ ଓ ତାଙ୍କର ପତ୍ନୀ ସୋନାଲି ଙ୍କୁ ବିବାହ ର ଆଶୀର୍ବାଦ ଦେବା କୁ ଯାଉଥିଲେ। ମାତ୍ର ସେଠାରେ ସେ ନେଇଥିବା ଏକ ଫୁଲ ବୁକେ କୁ ଏହିପରି ଭାବରେ ଖାଲି ହାତ କୁ ଦେଇଦେଇ ମୁଁହ ସୁଖେଇ ପଳେଇ ଆସିଥିଲେ। ଯାହାର ଭିଡ଼ିଓ ଟି ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ନିଆଁ ଭଳି ଭାଇରାଲ ହେବା ରେ ଲାଗିଛି। ତେବେ କିନ୍ତୁ ଆମେ ଆପଣ ଙ୍କୁ ଜଣେଇ ଦେଉଛୁ କି ଏହି ଭାଇରାଲ ରିଲ ଟି ଗୋଟିଏ ମଜାକ ଭିଡ଼ିଓ ଥିଲା। ରାନୀ ସାହୁ ବାବୁ ଙ୍କ ବିବାହ କୁ ଯାଇ ଥିଲେ ଆଉ ସେଠାରେ ଖୁବ ମଜାମସ୍ତି କରି ଫେରିଥିଲେ ଖାଇ ପିଇ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.