ଆପଣଙ୍କ ଭାଗ୍ୟରେ କ’ଣ ଲେଖା ଅଛି ବାଛନ୍ତୁ ଗୋଟିଏ ବହି ଜୀବନର ପୁରା କାହାଣୀ ଯେଉଁଟା ଆଜି ପର୍ଯ୍ୟନ୍ତ ଜାଣି ନାହାନ୍ତି.. Life Style
ଯଦିଓ ଆମେ ବର୍ତ୍ତମାନ ର ଏମ ଅତ୍ୟାଧୁନିକ ତଥା ଟେକ୍ନୋଲୋଜି ର ଦୁନିଆଁ ରେ ବସବାସ କରୁଛନ୍ତି ତଥାପି ଆମେ କେବେ ହେଲେ ଆମର ପୁରାଣ ଶାସ୍ତ୍ର ଓ ବାସ୍ତୁ ଶାସ୍ତ୍ର କୁ ଭୁଲି ନଥାଉ। ଏବଂ ଆମର ପୁରାଣ ଶାସ୍ତ୍ର ଅନୁସାରେ ମଣିଷ ଜୀଵନ ର ସମସ୍ତ ଶୁଭ ଅଶୁଭ ,
ଭଲ ମନ୍ଦ ଆଦି ଯାହାସବୁ ଘଟିଥାଏ ତାହା ସବୁବେଳେ ଆମର କର୍ମ ତଥା ଆମର ଭାଗ୍ୟ ଉପରେ ନିର୍ଭର କରିଥାଏ।ତେବେ ଆମେ ଆଜି ଆପଣ ଙ୍କ ସହ ଏକ ମଜାଦାର ଗେମ ଖେଳିବା ପାଇଁ ଯାଉଛୁ ଯାହା ମାଧ୍ୟମ ରେ ଆମେ ଆପଣ ଙ୍କ ର ବର୍ତ୍ତମାନ ର ପରିସ୍ଥିତି ସହ ଆପଣ ଙ୍କୁ କଣ କରିବା କୁ ହେବ କଣ ନାହିଁ ତାହା ବିଷୟ ରେ ଜଣେଇବୁ।
ତେବେ ଆପଣ ଙ୍କୁ ଏହି ପରୀକ୍ଷା ଦେବା ପାଇଁ ତଥା ନିଜର ଭାଗ୍ୟ ଓ ଭବିଷ୍ୟତ ବିଷୟ ରେ ଜାଣିବା ପାଇଁ ଆମେ ଦୁଇ ଟି ପୁସ୍ତକ ରଖୁଚୁ। ପ୍ରଥମ ପୁସ୍ତକ ବା ବହି ରେ ୧ ଲେଖା ଯାଇଛି ଏବଂ ଦ୍ୱିତୀୟ ବହି ରେ ୨।ତେବେ ଏହି ଦୁଇ ଟି ବହି ମଧ୍ୟରୁ ଆପଣ ନିଜ ଛାତି ରେ ହାତ ରଖି ଗୋଟିଏ ବହି କୁ ବାଛି ନିଅନ୍ତୁ। ତେବେ ଆଶା କରୁଛୁ କି ଆପଣ ଏହି ଦୁଇ ଟି ବହି ଭିତରୁ ଗୋଟିଏ ବହି କୁ ବାଛି ନେଇଛନ୍ତି ବୋଲି। ତେବେ ଆସନ୍ତୁ ଜାଣିବା କଣ କହୁଛି ଆପଣ ଙ୍କ ଭାଗ୍ୟ।
୧.ଯଦି ଆପଣ ଏହି ଦୁଇ ଟି ବହି ମଧ୍ୟ ରୁ ୧ ନମ୍ବର ବହି କୁ ବଞ୍ଚିଛନ୍ତି ,ତେବେ ଆପଣ ବର୍ତ୍ତମାନ କିଛି କଥା କୁ ନେଇ ଚିନ୍ତିତ ଅଛନ୍ତି ଯାହାକି ଆପଣ ଙ୍କୁ ବେଳେ ବେଳେ ମାନସିକ ସ୍ତରରେ ଦୁର୍ବଳ ମଧ୍ୟ କରି ଦେଉଛି। ମାତ୍ର ଆମେ ଆପଣ ଙ୍କୁ ଜଣେଇ ଦେଉଛୁ କି ବର୍ତ୍ତମାନ ର ପରିସ୍ଥିତି ଆପଣ ଙ୍କ ସପକ୍ଷରେ ରହିଛି ଆଉ ଆପଣ ନିଜ ପରିଶ୍ରମ ରେ ଅର୍ଜିତ ଧନ ରେ ଖୁସି ରୁହନ୍ତୁ। ଆବଶ୍ୟକ ଠାରୁ ଅଧିକ ଟଙ୍କା ଆପଣ ଖର୍ଚ୍ଚ କରୁଛନ୍ତି ତାହାକୁ ନିୟନ୍ତ୍ରଣ ରେ ରଖନ୍ତୁ। ଏବଂ ସବୁବେଳେ ନିଜ ପରିବାର ସହମତି ରେ କାର୍ଯ୍ୟ କରନ୍ତୁ ଆପଣ ଙ୍କ ର ସବୁ ସମସ୍ୟା ଦୂର ହୋଇଯିବ।
୨.ଯଦି ଆପଣ ଦ୍ଵିତୀୟ ବହି ଟିକୁ ବାଚୁଛନ୍ତି ତାହେଲେ ମନେ ରଖନ୍ତୁ ଆପଣଙ୍କ ଆଗାମୀ ସମୟରେ ଅର୍ଥର ଖୁବ ଅଭାବ ଦେଖା ଦେବ ।ବର୍ତ୍ତମାନ ଆପଣଙ୍କ ଆଖପାଖ ବାତାବରଣ ଠିକ ନାହିଁ ଯେଉଁ କାରଣ ପାଇଁ ଆପଣ ବର୍ତ୍ତମାନ ଖୁବ କଷ୍ଟରେ ଦିନ ଅତିବାହିତ କରିବେ ।
ଏହା ବ୍ୟତୀତ ଅର୍ଥ ହାତକୁ ଆସିଲେ ବି ପାଖରେ ରହିବ ନାହିଁ, ଏହା ବ୍ୟତୀତ ଓରିବାର ଭିତରେ ସବୁବେଳେ ଅଶାନ୍ତି ଓ କଳହ ଲାଗି ରହିବ । ଆପଣ ଖରାପ ସଙ୍ଗତ ଛାଡିବାକୁ ଚେଷ୍ଟା କରୁଛନ୍ତି କିନ୍ତୁ ପୁଣି କେହି ଆପଣଂକୁ ଟାଣି ନେଲା ପରି ଖରାପ କାମରେ ସାମିଲ ହେଉଛନ୍ତି ।ତେବେ ଚିନ୍ତା କରନ୍ତୁ ନାହିଁ ଖୁବ ଜଲଦି ଆପଣଙ୍କ ର ଏହି ସମୟ ଅତିବାହିତ ହେଇଯିବ ।ତେଣୁ ଏହି ସମୟ କୁ ଧୌର୍ଯ୍ୟ ସହିତ ଯିବାକୁ ଦିଅନ୍ତୁ ଓ ଚିନ୍ତା ଛାଡି ଦିଅନ୍ତୁ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।