ବନ୍ଧୁମାନେ ତ୍ୱଚା କୁ ସୁନ୍ଦର କରିବା ପାଇଁ ଆଜିକାଲି ସମସ୍ତେ ବହୁତ କିଛି କରୁଛନ୍ତି । ହେଲେ ଯେତେବେଳେ କଥା ଆସେ ତ୍ୱଚା କେମିତି କଳା ରୁ ଗୋରା ହେବ ସେତେବେଳେ ଆମେ ସମସ୍ତେ ଚିନ୍ତାରେ ପଡ଼ି ଯାଉ ।ତେବେ ଗୋରା ହେବାକୁ କିଏ ବା ଚାହେଁ, ବିଶେଷ କରି ନାରୀ ମାନେ ଗୋରା ଓ ସୁନ୍ଦର ଦେଖାଯିବା ପାଇଁ ଖୁବ ଆଗଭର ହେଇ ଥାଆନ୍ତି ।ବହୁତ ସମୟରେ ଆପଣଙ୍କ ସାମ୍ନାରେ କିଛି ଏତେ ସୁନ୍ଦର ଓ ସଫା ରଙ୍ଗର ମହିଳା ଥାଆନ୍ତି କି ଯେଉଁ ମାନଙ୍କୁ ଦେଖିଲେ ଆପଣଂକୁ ବି ସେମିତି ହେବାକୁ ଇଚ୍ଛା ହୁଏ ।ତେବେ କଣ କଲେ ଆପଣ କଳା ରଙ୍ଗକୁ ଦୂର କରି ଗୋରା ହେବେ !
ତେବେ ଭଗବାନ ସମସ୍ତଙ୍କୁ ସମାନ ଭାବରେ ଗଡି ନଥାନ୍ତି କିଏ ଗୋରା ହେଇଥିବା ବେଳେ କିଏ ଟିକିଏ କଳା ରଙ୍ଗର ହେଇଥାନ୍ତି ।ହେଲେ ମଣିଷ ତ ନିଜ ଇଛା ଆଗରେ ହାର ମାନିଥାଏ ତେଣୁ ସେ ବି ନିଜ ସୌନ୍ଦର୍ଯ୍ୟ ନେଇ କାମ କରିବାରେ ଲାଗିଥାଏ ।ତେବେ ଗୋରା ହେବା ବହୁତ ଜଙ୍କୁ ସ୍ୱପ୍ନ ପରି ଲାଗିଥାଏ କିନ୍ତୁ ଆଜି ଆମେ ଆପଣଂକୁ ଗୋଟିଏ ଏମିତି ରିମେଡି ବିଷୟରେ ବତାଇବୁ ଯାହାକୁ ମାତ୍ର 15 ଦିନ ବ୍ୟବହାର କଳା ରୁ ଗୋରା ହେଇପାରିବେ ।
ଆବଶ୍ୟକ ସାମଗ୍ରୀ:-
-ମସୁର ଡାଲି
-ଲେମ୍ବୁ
-ଟମାଟୋ
ରିମେଡି ପ୍ରସ୍ତୁତି ପ୍ରଣାଳୀ:-
-ଏହି ରିମେଡି ତିଆରି କରିବା ପାଇଁ ଆପଣଂକୁ ପ୍ରଥମେ ଅଳ୍ପ ମସୁର ଡାଲି ନେବାକୁ ପଡିବ ।ଏହି ଡାଲି କୁ ଆପଣ ଭିଜେଇ କିଛି ସମୟ ରଖି ଦିଅନ୍ତୁ ତାପରେ ଭିଜା ଡାଲି ର ଏକ ପେଷ୍ଟ ତିଆରି କରନ୍ତୁ ।ଏହାପରେ ଗୋଟିଏ ବାଉଲ ରେ କିଛି ଲେମ୍ବୁ ରସ ଓ କିଛି ଟମାଟୋ ରସ ନିଅନ୍ତୁ ଆଉ ସେଥିରେ ଡାଲି ପେଷ୍ଟ କୁ ପକାଇ ସବୁର ଏକ ପେଷ୍ଟ ତିଆରି କରନ୍ତୁ ।ତେବେ ଏହି ସବୁ ସାମଗ୍ରୀ ଆପଣ ସେତିକି ପରିମାଣ ରେ ନେବେ ଯେତିକି ଆପଣଙ୍କ ଫେସ ପାଇଁ ଦରକାର ।
-ଆପଣ ଯେତେବେଳେ ବି ଏହି ପେଷ୍ଟ କୁ ମୁହଁରେ ଲଗାଇବେ ତା ପୂର୍ବରୁ ମୁହଁକୁ ଭଲ ଭାବରେ ଖାଲି ପାଣିରେ ଧୋଇ ନେବେ ତାପରେ ଫେସରେ ଭଲ କରି ସେହି ପେଷ୍ଟ ଲଗାନ୍ତୁ ।ଯେତେବେଳେ ଏହି ଫେସ ପେକ ଶୁଖି ଜୀବନ ତାପରେ ଆପଣ ନିଜ ଫେସ କୁ ଧୋଇ ଦେବେ ।ଏମିତି ମାତ୍ର 5 ଦିନ କରିବା ପରେ ଦେଖିବେ ଆପଣଙ୍କ ଫେସର ରଙ୍ଗ କେତେ ବଦଳି ଯାଇଥିବ ।
-ଯେତେବେଳେ ଆପଣ ଏହି ପେଷ୍ଟ କୁ ପୁରା ଶରୀର ରେ ଲଗାଇବାକୁ ଚାହୁଁଛନ୍ତି ସେତେବେଳେ ଡାଲି ପେଷ୍ଟ ପରିମାଣ ଅନୁସାରେ ବେଶନ ବି ମିଶାଇବେ ଏହି ରିମେଡି ରେ ।ତାପରେ ସେହି ପେଷ୍ଟ କୁ ଆପଣ ପୁରା ଶରୀର ରେ ଲଗାଇ 30 ମିନିଟ ଛାଡ଼ି ଦେବେ ।ଏହାପରେ ଗାଧେଇ ନେବେ, ଏମିତି 15 ଦିନ କଲା ପରେ ଦେଖିବେ ଆପଣଙ୍କ ରଙ୍ଗରେ କେତେ ଫରକ ଆସିଥିବ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।